Daily news update , Real odisha local news

ମିଳିଲା ଶ୍ରଦ୍ଧାଙ୍କର କଟା ମୁଣ୍ଡ । ସନ୍ଧାନି କୁକୁର ଖୋଜି ଖୋଜି ଯାଇ ପହଞ୍ଚିଥିଲା ଶ୍ରଦ୍ଧାଙ୍କ ପାଖରେ ଦେଖନ୍ତୁ ଭିଡିଓ

0 2,805

ବନ୍ଧୁଗଣ ଆପଣ ମାନେ ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ନିଶ୍ଚିତ ଭାବରେ ଜାଣିଥିବେ। ତେବେ ସୂଚନା ଅନୁସାରେ ନୂଆଦିଲ୍ଲୀ ର ମେହରୁଲ ଅଞ୍ଚଳ ରେ ଯେଉଁ ଠାରେ ଜଣେ ପ୍ରେମିକ ପାଲଟି ଯାଇଥିଲା ରାକ୍ଷସ ଆଉ ପ୍ରେମିକା ବିବାହ ପାଇଁ ବାଧ୍ୟ କରିବାରୁ ତାକୁ ହତ୍ୟା କରିଥିଲା। ଆଉ ହତ୍ୟା ପରେ ତାର ଶରୀର କୁ ଖଣ୍ତ ଖଣ୍ଡ କରୀ କାଟି ୩୫ ଖଣ୍ଡ କରି ଫ୍ରିଜ ରେ ଭର୍ତ୍ତି କରି ରଖିଥିଲା।

ଏତିକି ରେ ଶେଷ ହୋଇ ନଥିଲା ବରଂ ସେହି ମାଂସ ଖଣ୍ଡ କୁ ଦିନ ଦିନ ଧରି ଏଣେ ତେଣେ ଫୋପାଡି ଦେଉଥିଲା ଯୁବକ ଜଣଙ୍କ। ତେବେ ଏହି ଘଟଣା କୁ ହୋଇ ଗଲାଣି ୫ ମାସ ମାତ୍ର ବର୍ତ୍ତମାନ ଏହି ଜଘନ୍ୟ ହତ୍ୟାକାଣ୍ଡ ର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ।

ତେବେ ସୂଚନା ଅନୁସାରେ , ଶ୍ରଦ୍ଧା ନାମକ ଜଣେ ୨୬ ବର୍ଷିୟ ଯୁବତୀ ଦିଲ୍ଲୀ ର ଏକ କମ୍ପାନୀ ରେ କାମ କରୁଥିଲେ ଆଉ ସେଠାରେ ସେ ଆଫେତ ପୁନାବାଲା ଙ୍କ ସହ ତାଙ୍କ ର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଉଭୟ ଏକାଠି ଏକ ରୁମ ନେଇ ଲିଭ ଇନ ରିଲେସନ ରେ ରହୁଥିଲେ। ତେବେ ସବୁକିଛି ଠିକ ଚାଲି ଥିଲା ମାତ୍ର ସେତେବେଳେ ସମସ୍ୟା ହେଲା ଯେତେବେଳେ ଶ୍ରଦ୍ଧା ଆଫେତ ଙ୍କୁ ବିବାହ କରିବାର ଜିଦି କରିଥିଲେ। ତେବେ ଶ୍ରଦ୍ଧା ବାହାଘର ପାଇଁ ଜିଦି କରିବାରୁ ଆଫେତ ତାଙ୍କୁ ହତ୍ୟା କରିଥିଲା। ଆଉ ଶରୀର କୁ ୩୫ ଖଣ୍ଡ କରି ଏପଟେ ସେପଟେ ଜଙ୍ଗଲ ରେ ଫୋପାଡ଼ି ଦେଉଥିଲା।

ତେବେ ବର୍ତ୍ତମାନ ଶ୍ରଦ୍ଧା ଙ୍କ ର କଟା ମୁଣ୍ଡ କୁ ଉଦ୍ଧାର କରିଛି ଦିଲ୍ଲୀ ପୋଲିସ। ତେବେ ଆଫତାତ୍ ର କହିବା ଅନୁସାରେ ସେ ଶ୍ରଦ୍ଧା ଙ୍କୁ ହତ୍ୟା କରି ଜଙ୍ଗଲ ରେ ତାଙ୍କର କଟା ଅଙ୍ଗ କୁ ଫୋପାଡ଼ି ଦେଉଥିଲେ। ତେବେ ସନ୍ଧାଣି କୁକୁର ସହ ସନ୍ଧାନ କରିବା ପରେ ଗତକାଲି ପୋଲିସ ଙ୍କୁ ଶ୍ରଦ୍ଧା ଙ୍କ କଟା ମୁଣ୍ଡ କୁ ଏକ କଳା ପଲିଥିନ ରେ ଭର୍ତ୍ତି କରି ଫିଙ୍ଗିଥିବା ର ପାଇଥିଲା। ତେବେ ମୁଣ୍ଡ ର ଚେହେରା ଟି ନଷ୍ଟ ହୋଇ ଯାଇଥିବା ରୁ ଠିକ ଭାବରେ ଜଣା ପଡ଼ିନାହିଁ ଏହା କାହାର ବୋଲି ମାତ୍ର ଏହା ଶ୍ରଦ୍ଧା ର ବୋଲି ଆଶା କରାଯାଉଛି।

ତେବେ ଯାହା ସୂଚନା ରହିଛି କି , ଆଫତାତ୍ ଶ୍ରଦ୍ଧା ଙ୍କ ସହ ଲିଭ ଇନ ରେ ରହିବା ପରେ ମଧ୍ୟ ଅନ୍ୟ ଜଣେ ଯୁବତୀ ଙ୍କ ସହ ଡେଟିଂ ଆପ ରେ ସମ୍ପର୍କ ଗଢୁଥିଲେ ଯାହାକୁ ବିରୋଧ କରିଥିଲେ ଶ୍ରଦ୍ଧା। ଏହା ଛଡା ସେ ଘରେ ନଥିବା ବେଳେ ଆଫତାତ୍ ଡ୍ରକ୍ସ ବେପାର କରୁଥିଲେ ଆଉ ଅନେକ ଲୋକଙ୍କୁ ନିଜ ଘରକୁ ଆଣି ଡ୍ରକ୍ସ ବିକ୍ରି କରୁଥିଲେ ଯାହା ବିଷୟରେ ଶ୍ରଦ୍ଧା ଜାଣି ଯାଇଥିଲେ। ତେବେ ଏହି ସବୁ ଘଟଣା କୁ ନେଇ ଆଫତାତ୍ ଯୋଜନା ମୁତାବକ ଶ୍ରଦ୍ଧା ଙ୍କୁ ହତ୍ୟା କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.