ମୋ ପୁଅ ପାଲଟିଗଲା ବୁଲା କୁକୁର , ଭୁକୁଛି ଚୋବାଇବାକୁ ଗୋଡଉଛି। କାନ୍ଦୁଛି ମା ,ଡାକ୍ତର ଵି ହେଲେ ଆଶ୍ଚର୍ଯ୍ୟ… ଏ ନେଇ କଣ କହିଲେ ଡାକ୍ତର, ଦେଖନ୍ତୁ Video
ବନ୍ଧୁଗଣ ଆପଣ ମାନେ ଆଠଗଡ଼ ର ରାଜୁ ଙ୍କ ସହ ଘଟିଥିବା ଦୁର୍ଘଟଣା ବିଷୟରେ ନିଶ୍ଚିତ ଜାଣିଥିବେ କିଭଳି ଭାବ ରେ ସେ ଜଣେ ମଣିଷ ରୁ କୁକୁର ପାଲଟି ଯାଇଛନ୍ତି। ତେବେ ଘଟଣା ଟି ଏପରି କି ଆଠଗଡ଼ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମ ର ଯେଉଁ ଠାରେ ରାଜୁ ନାମକ ଜଣେ ଯୁବକ ହଠାତ କୁକୁର ଭଳି ବ୍ୟବହାର କରୁଛନ୍ତି।
ସେ କଥା ନକହି ଭୋକୁଛନ୍ତି , କୁକୁର ଭଳି ପାଟି ରୁ ଲାଲ ବାହାରୁଛି , ଏପରି କି ଶୋଷ ଲାଗିବା ବେଳେ ସେ ପାଣି ମଧ୍ୟ କୁକୁର ଭଳି ଚାଟି ଚାଟି ପିଇଛନ୍ତି। ତେବେ ନିଜ ଯୁବ ପୁଅ ର ଏହିପରି ଅବସ୍ଥା ଦେଖି ସମସ୍ତେ ଚକିତ ହୋଇଯାକଛନ୍ତି ଆଉ ପରିବାର ଲୋକେ ବହୁତ ଭାଙ୍ଗି ପଡିଛନ୍ତି। ତେବେ ସେମାନେ ସଂଗେ ସଂଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ତେବେ ଡାକ୍ତର ଙ୍କ କହିବା ଅନୁସାରେ , ଯୁବକ ଙ୍କୁ କୁକୁର କାମୁଡିଛି ଆଉ କୁକୁର ବିଷ ତା ଦେହ ରେ ଚଢି ଯିବା ପରେ ସେ ଏହିପରି ବ୍ୟବହାର କରୁଛି ବୋଲି ପ୍ରାଥମିକ ସ୍ତର ରେ କହିଥିଲେ। ମାତ୍ର ବର୍ତ୍ତମାନ ଡାକ୍ତର ଚିକିତ୍ସା କରି କହିଛନ୍ତି କି ରାଜୁ ଜଳାନ୍ତକ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁ କୁକୁର ରାଜୁ ଙ୍କୁ କାମୁଡି ଥିଲା ସେ ରାବିଷ ରୋଗ ରେ ପୀଡିତ ଥିଲା ଆଉ ତାର କାମୁଡ଼ିବା ପରେ ରାଜୁ ଙ୍କୁ ଉଚିତ ଚିକିତ୍ସା ନକରିବା କାରଣ ରୁ ତଥା ତାଙ୍କୁ ଆଣ୍ଟି ବାଇଟିକ ନମିଳିବା ଯୋଗୁଁ ସେ ବର୍ତ୍ତମାନ କୁକୁର ଭଳି ବ୍ୟବହାର କରୁଛନ୍ତି ।
ତେବେ ଡାକ୍ତର ଙ୍କ କହିବା ଅନୁସାରେ କେବଳ ଗୋଟିଏ ସିଂପଟମ ଦେଖାଇଲେ ତାହାକୁ ଆମେ ଜଳାନ୍ତକ ବୋଲି କହି ନଥାଉ ଏହାର ବିଭିନ୍ନ ପ୍ରକାର ର କାରଣ ଓ ଲକ୍ଷଣ ସବୁ ରହିଥାଏ। ଯେପରି କି ପାଣି କୁ ଦେଖିଲେ ଭୟ କରିବା , କୌଣସି ଜିନିଷ କୁ ଦେଖିବା ରେ ଭିନ୍ନ ନଜର ପକାଇବା ଆଦି ଏହାର ପ୍ରାଥମିକ ଲକ୍ଷ ହୋଇଥାଏ। ଆଉ ଯଦି ଜଣେ ଯୁବକ ଙ୍କୁ ରାବିସ ରୋଗ ରେ ପୀଡିତ ଥିବା କୁକୁର ଟି କାମୁଡ଼ି ଥାଏ ତେବେ ଏହାର ୧୦ ରୁ ୧୫ ଦିନ ମଧ୍ୟରେ ଏହି ରୋଗ ର ଲକ୍ଷଣ ସବୁ ମଣିଷ ଶରୀର ରେ ଦେଖା ଯାଇଥାଏ।
ତେବେ ଡାକ୍ତର ଙ୍କ କହିବା ଅନୁସାରେ ରାଜୁ ଙ୍କୁ ନିଶ୍ଚିତ ଭାବରେ ଆଗ ରୁ କେବେ କୁକୁର କାମୁଡ଼ି ଥିଲା। ତେବେ କିନ୍ତୁ ରାଜୁ ଏହି ଘଟଣା କୁ କାହାକୁ ଜଣେଇ ନଥିଲେ କିମ୍ବା ଏହାର ପ୍ରତିଶୋଧକ ନେଇ ନାହାନ୍ତି ଯାହା ଫଳରେ ସେ ବର୍ତ୍ତମାନ ଜଳାନ୍ତକ ରୋଗ ରେ ଆକ୍ରାନ୍ତ ଅଟନ୍ତି। ତେବେ ଏହି ରୋଗ ରେ ଆକ୍ରାନ୍ତ ରୋଗ ର ମୃତ୍ୟୁ ସୁନିଶ୍ଚିତ ରହିଥାଏ ,କିନ୍ତୁ ଡାକ୍ତର କହିଛନ୍ତି କି ଚେଷ୍ଟା କରୁଛନ୍ତି ରାଜୁ ଙ୍କୁ ବଞ୍ଚେଇବା ପାଇଁ। ତେବେ ଡାକ୍ତର ଙ୍କ ର ଏହି କଥା ଶୁଣି ପରିବାର ଲୋକେ ଭାଙ୍ଗି ପଡିଥିବା ଦେଖା ଯାଇଛି। ତେବେ ଆପଣ ମାନେ କୁକୁର ଠାରୁ ଦୂରେଇ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।