Daily news update , Real odisha local news

ମାତ୍ର ୧ ଘଣ୍ଟା ରେ ପିରିୟଡ଼ ଆସିବାର ଚମତ୍କରୀ ଉପାୟ – Pregnancy Tips

0 901

ବନ୍ଧୁମାନେ ପ୍ରତ୍ୟେକ ନାରୀ ନିଜ ଜୀବନ ଭିତରେ ପିରିୟଡ଼ ସମସ୍ୟା ନିଶ୍ଚିତ ରୂପେ ଫେସ କରିଥାଏ ।ତେବେ ଅନେକ ସମୟରେ ପିରିୟଡ଼ ପାଇଁ ପେଟ ଯନ୍ତ୍ରଣା ସହିବାକୁ ହୁଏ ତ କେତେବେଳେ ପିରିୟଡ଼ ରେଗୁଲାର ଠିକ ନହେଲେ ବିଭିନ୍ନ ଶାରୀରିକ ସମସ୍ୟା ଉପୁଜି ଥାଏ ।ତେବେ ଅନେକ ନାରୀ ମାନଙ୍କ ପିରିୟଡ଼ ହଠାତ ବନ୍ଦ ହେଇଯାଏ ଆଉ କେତେବେଳେ ବହୁତ ଡେରିରେ ଆସିଥାଏ ।

ଆଉ ଏହି ସମସ୍ୟା ଦେଖା ଦେଲେ ଧୀରେ ଧୀରେ ନାରୀ ମାନେ ଭିନ୍ନଭିନ୍ନ ଗାଇନିକ ସମସ୍ୟାର ସମ୍ମୁଖୀନ ହେଇଥାନ୍ତି ।ତେବେ କେମିତି କରିବେ ଏହାର ଚିକିତ୍ସା ?

ତେବେ ଆଜିର ଆଧୁନିକ ଓ ଡାକ୍ତରୀ ଯୁଗରେ ଆମେ ସବୁ ପ୍ରକାରର ସମସ୍ୟା ପାଇଁ ମେଡ଼ିସିନ ର ସାହାରା ନେଇଥାଉ ।କିନ୍ତୁ ଯାଣିଛନ୍ତି ଆପଣଙ୍କ ହାତ ପାହାନ୍ତାରେ କିଛି ଏମିତି ଜିନିଷ ରହିଛି ଯାହାକୁ ବ୍ୟବହାର କରି ବହୁତ ବଡ଼ ବଡ଼ ରୋଗ ଦୂର କରିପାରିବେ ।ତେବେ ନାରୀ ମାନଙ୍କର ଏହି ଇରେଗୁଲାର ପିରିୟଡ଼ ର ସମାଧାନ ଆମେ ନେଇ ଆସିଛୁ ।ସାଧାରଣତଃ ନିଦ ଠିକ ନହେଲେ, ଅଧିକ ତେଲ ମସଲା ଖାଦ୍ୟ ଖାଇଲେ ଓ ଏହି ଅନେକ କାରଣ ପାଇଁ ପିରିୟଡ଼ ରେ ଅସୁବିଧା ଆସିଥାଏ ।ତେବେ ଏହି ସମସ୍ୟା ଦୂର କରିବା ପାଇଁ ଆପଣେଇ ଦେଖନ୍ତୁ ଆଜିର ଏହି ଖୁବ ସହଜ ଦୁଇଟି ରିମେଡି ।

 

ଆବଶ୍ୟକ ସାମଗ୍ରୀ:-

-ଅଦା
-ମହୁ
-ଜୁଆଣି

ପ୍ରଥମ ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ପାଇଁ ଆପଣ ପ୍ରଥମେ 3 ଗ୍ଲାସ ପାଣି ନିଅନ୍ତୁ ଆଉ ତାକୁ ଗୋଟିଏ ପେନରେ ବସାନ୍ତୁ ଆଉ ସେହି ପାଣିରେ ଖଣ୍ଡିଏ ଆଡକୁ ନେଇ ଚେଞ୍ଚି ପକାନ୍ତୁ ।
ଏବେ ସେହି ପାଣିକୁ ଫୁଟାନ୍ତୁ ଯେତେବେଳେ ପାଣି ଫୁଟି ଦେଡ଼ ଗ୍ଲାସ ହେଇଯିବ ସେତେବେଳେ ପାଣିକୁ ଛାଣି ସେଥିରେ ଏକ ଚାମଚ ଗୁଡ଼ ମିଶାନ୍ତୁ ।ଏବେ ଏହି ରିମେଡି ପ୍ରସ୍ତୁତ ହେଇଯିବ ।

ଦ୍ଵିତୀୟ ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ପାଇଁ ଆପଣ ପ୍ରଥମେ 3 ଗ୍ଲାସ ପାଣି ନିଅନ୍ତୁ ଏବେ ସେଥିରେ ଏକ ଚାମୁଚ ଜୁଆଣି ପକାଇ ପାଣିକୁ ଫୁଟାନ୍ତୁ ।ପାଣି ଯେତେବେଳେ ଫୁଟି ଦେଡ଼ ଗ୍ଲାସ ହେଇଯିବ ସେତେବେଳେ ପାଣି ଚନୀ ନିଅନ୍ତୁ ।ତେବେ ପାଣିକୁ ପିଇଲା ବେଳେ ଚାହିଁଲେ ଗୁଡ଼ ମିଶେଇ ପାରିବେ ।

ତେବେ ଏହି ଦୁଇଟି ରିମେଡି କୁ ଆପଣ ଦିନକୁ ତିନି ପିଅନ୍ତୁ ।ଥରେ ସକାଳେ ଖାଲି ପେଟରେ ପିଅନ୍ତୁ ଆଉ ଥରେ ଖରାବେଳେ ଖାଇବାର 15 ମିନିଟ ପରେ ଖାଆନ୍ତୁ ତାପରେ ସନ୍ଧ୍ୟାରେ ଖାଇ ପାରିବେ ।ତେବେ ଏହି ଦୁଇଟି ରିମେଡି ଆପଣ ଲଗାତାର ପିଅନ୍ତୁ ଦେଖିବେ ଧୀରେ ଧୀରେ ପିରିୟଡ଼ ଜନିତ ସମସ୍ୟା ଦୂର ହେଇଯିବ ।ଆଉ ପିରିୟଡ଼ ଠିକ ସମୟରେ ଓ ରେଗୁଲାର ବି ହେବ, ତେବେ ବ୍ୟବହାର କରି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.