‘ମୁଁ ଆଉ sahi ପାରୁନି ଦିନେଶ…ମୋ ଆଗରେ ବିଞ୍ଚା ହେଉଥିବ ଖଇ କଉଡି ରାମନାମ ସତ୍ୟ ହେ କହି ମୋତେ ନେଇଯାଉଥିବେ ଲୋକେ ଆଉ ତୁ…’ କଣ କହିଲେ Deepika
ଆଉ ଦିନେଶ ର ଘର ଆଗରେ ବସିବେ ନାହିଁ ଦୀପିକା, କେବଳ ମଲା ବେଳେ ଟୋପାଏ ସିନ୍ଦୁର ର ଆଶା ।ଆଜି ଯାଏ ଯେଉଁ ଦୀପିକା ଦିନେଶ ଘର ଆଗରେ ବସି ନିଜ ସଂଘର୍ଷ ର ଲଡେଇ ଲଡୁ ଥିଲେ ଆଜି ସେ ହାର ମାନି ଯାଇଛନ୍ତି ।ଆଉ ଦିନେଶ ଙ୍କୁ କହୁଛନ୍ତି ତୁ ଏବେ ଖୁସିରେ ରହ ମୁଁ ଆଉ ତୋ ଆଗରେ ବାଧା ହେବି ନାହିଁ ।ତେବେ ବନ୍ଧୁମାନେ ଦୀପିକା ଏବେ ଏମିତି ଏକ ଘୋଷଣା କରିଛନ୍ତି ଯାହା ଶୁଣିବା ପରେ ହୁଏତ ଦିନେଶ ଆଉ ତା ପରିବାର ଖୁସି ହେଇଛନ୍ତି କିନ୍ତୁ ସତରେ ଏବେ ଦୀପିକା ଙ୍କ ଜୀବନ ବେସାହାରା ହେଇଗଲା ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।
ବନ୍ଧୁମାନେ ବ୍ରହ୍ମପୁର ସହରର କେ ଦୀପିକାଙ୍କ କଥା କାହାକୁ ବା ଅଗୋଚର, ପ୍ରେମ କରି ଦିନେ ଯେଉଁ ଭୁଲ କରିଥିଲେ ଆଜି ତାହାର ଭରଣ କରିବାକୁ ପଡୁଛି ।ଧୋକେବାଜ ପ୍ରେମିକା ଦିନେଶ ଦୀପିକାଙ୍କୁ ଭଲପାଇ ଗର୍ଭବତୀ କରି ମଝି ନଈରେ ଭସେଇ ଦେଇଛନ୍ତି ଆଉ ଏବେ ନୂଆ କରି ସଂସାର କରିବାକୁ ବାହାରି ପଡିଛି। ତେବେ ନିଜ ପିଲା ପାଇଁ ବାପାର ପରିଚୟ ପାଇଁ ଦୀପିକା ଆଜି ଏହି ଲଡେଇ ଲଡୁଛନ୍ତି ।ଆଉ ତାଙ୍କୁ ସପୋର୍ଟ କରିବା ପାଇଁ ବହୁତ ଜଣ ଆଗେଇ ବି ଆସିଥିଲେ କିନ୍ତୁ ଆଜି ବି ତାଙ୍କୁ ନା ସ୍ୱାମୀ ର ସିନ୍ଦୁର ମିଳିଲା ନା ପିଲା ପାଇଁ ବାପାର ପରିଚୟ ।ସେଥିପାଇଁ ଦୀପିକା ନିଜ ଶେଷ ସମୟରେ କେବଳ ସିନ୍ଦୁର ଟିକିଏ ମାଗିଛନ୍ତି ଦିନେଶ ପାଖରୁ ।
ଭଲପାଇବାର ଆଜି ଏମିତି ଏକ ପରିଣାମ ମିଳିଛି ଦୀପିକାଙ୍କୁ ଯାହା ଦେଖିଲେ ଦୁନିଆ ହସୁଛି କିନ୍ତୁ ମଝି ଦରିଆରେ ଭାଷୁଛି ଗୋଟିଏ ମାଆ ଆଉ ତାର ଛୋଟ ପିଲା ।ପ୍ରେମ ପାଇଁ ଲୋକଲଜ୍ଜା ହେଲା କିନ୍ତୁ ହାର ମାନି ନଥିଲେ କିନ୍ତୁ ଯାହାକୁ ଭଲପାଇ ଏତେ ବାଟ ଆଗେଇ ଆସିଥିଲା ସେ ହିଁ ହାତ ଚଡି ଦେଲା ତ ଆଉ କାହାକୁ ବା ଭରଷା କରିବେ ଦୀପିକା ।ତେଣୁ ଏବେ ଏତିକି ମାତ୍ର ଇଚ୍ଛା ମଲା ବେଳେ ଟୋପାଏ ସିନ୍ଦୁର କରି ତାଙ୍କୁ ଏହିସୁଲକ୍ଷଣି କରି ମଶାଣି ନେବ ଦିନେଶ ।ଆଉ ନିଜ ପୁଅ କୁ ଜଣାଇବା ତାର ଅଧିକାର ପାଇଁ ତା ମାଆ କେତେ ସଙ୍ଘର୍ଷ କରିଥିଲା କିନ୍ତୁ ଶେଷରେ ହାରି ଯାଇଛି ।
ତେବେ ବନ୍ଧୁମାନେ ବର୍ତ୍ତମାନ ଏମିତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଦୀପିକା ଯାହା ସମସ୍ତଙ୍କୁ ହତବାକ କରିଛି ।ଆଜି ଯାଏ ଯିଏ ବହୁତ ବାଧା ଅସୁବିଧା ଓ ମାଡ଼ ଗାଳି ଶୁଣି ପଛେଇ ନଥିଲେ ସେ ଆଜି ହଠାତ ଏମିତି ଦିନେଶ ଙ୍କୁ ଅନୁରୋଧ କରିବା ପଛରେ କଣ ରହିଛି କାରଣ ।ତେବେ ହୁଏତ ଏହି ଘଟଣା ର ଆଗକୁ ନୂଆ କିଛି ମୋଡ଼ ଦେଖିବାକୁ ମିଳିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।