Daily news update , Real odisha local news

ମୁଁ ବଡ଼ପୁଅ ହିସାବରେ ଭଗବାନଙ୍କ ଅଭିଶାପ ,ପିଲାଟି ବେଳୁ ମା’ ଛେଉଣ୍ଡ କଲୁ, ବାପାକୁ ନେଲୁ, ଶେଷରେ ମନ ଭୁଝିଲାନି ଯେ ମୋ କୁନି ଭାଇଟାକୁ ବି ନେଇଗଲୁ, ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକାଇବେ

0 857

ବଡ଼ ପୁଅ ହେବା ମୋର ଅଭିଶାପ ଥିଲା ବଧେ, ଛୋଟ ବେଳୁ ମା ଛାଡି ଚାଲିଗଲେ , ଆଉ ପରେ ଏକ ବର୍ଷ ପୂର୍ବରୁ ବାପା ମିହିର ଦାସ ବି ଛାଡି ଦୁନିଆଁ ରୁ ପାର ହୋଇଗଲେ।ମାତ୍ର ଏତିକି ରେ ଭଗବାନ ସହିଲେ ନାହିଁ ଯେ ଆଜି ସାନ ଭାଇ କୁ ବି ତାଙ୍କ ଠାରୁ ସବୁ ଦିନ ପାଇଁ ଦୁରେଇ ନେଇଗଲେ।

ପ୍ରଥମେ ମା ତା ପରେ ବାପା ଓ ଏବେ ନିଜ ସାନ ଭାଇ ର ମୁଖାଗ୍ନି ଦେଇଛନ୍ତି ଅଭିନେତା ଅମ୍ଳାନ ଦାସ। ତେବେ ବର୍ତ୍ତମାନ ଅଭିନେତା ଅମ୍ଳାନ ତାଙ୍କର ସବୁ କିଛି ହରେଇ ସାରିଛନ୍ତି ଆଉ ପାଲଟି ଯାଇଛନ୍ତି ପୁରା ଦୁନିଆଁ ରେ ଏକା ମଣିଷ।

ତେବେ ବନ୍ଧୁଗଣ ଆପଣ ମାନେ ଜଣାଇଥିବେ କି , ଅଭିନେତା ଅମ୍ଳାନ ଙ୍କ ର ସାନ ଭାଇ ଅକ୍ଳାନ୍ତ ଦାସ ଙ୍କର ଗତ କାଲି ବିଳମ୍ବିତ ରାତି ରେ ମୃତ୍ୟୁ ହୋଇଛି। ତେବେ ସେ ଭୁବନେଶ୍ୱର ର ଏମ୍ସ ରେ ଚିକିତ୍ସା ଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ସୂଚନା ଅନୁସାରେ ଗତ ଜାନୁଆରୀ ୧୧ ତାରିଖ ରେ ବାପା ମିହିର ଦାସ ଙ୍କ ର ଶ୍ରଦ୍ଧା ବାର୍ଷିକ ଥିଲା ଆଉ ଏହା ପର ଦିନ ଠାରୁ ତାଙ୍କର ଦେହ ଅସୁସ୍ଥ ହୋଇ ଯାଇଥିଲା। ଏବଂ ଏମିତି ରେ ବି ସେ ବାପା ଙ୍କ ମୃତ୍ୟୁ ରେ ବହୁତ ମାନସିକ ଚାପ ରେ ରହୁଥିଲେ।

ତେବେ ସୂଚନାଯୋଗ୍ୟ ଯେ , ବାପା ଙ୍କ ର ପ୍ରଥମ ଶ୍ରଦ୍ଧା ବାର୍ଷିକୀ ପର ଠାରୁ ସାନ ପୁଅ ଅକ୍ଳାନ୍ତ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ସେ ଲିଭର ରୋଗ ରେ ପୀଡିତ ଥିଲେ ବୋଲି ଡାକ୍ତର କହିଥିଲେ। ତେବେ ସେବେ ଠାରୁ ସେ ଭୁବନେଶ୍ୱର ର ଏମ୍ସ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗଲି ୨୪ ତାରିଖ ପ୍ରାୟ ବିଳମ୍ବିତ ରାତି ୧୨ ଟା ସମୟ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବେଳକୁ ତାଙ୍କ ର ବୟସ ମାତ୍ର ୨୬ ବର୍ଷ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ସମୟ ରେ ଅମ୍ଳାନ ବାହାରେ ସିନେମା ସୁଟିଂ ରେ ଥିଲେ ମାତ୍ର ଭାଇ ର ମୃତ୍ୟୁ ଖବର ଶୁଣି ସେ ଆସି ପହଁଚି ଥିଲେ ଭୁବନେଶ୍ୱର ରେ।

ତେବେ ଆଜି ସକାଳେ ଅମ୍ଳାନ ନିଜ ସାନ ଭାଇ ର ମୁଁହ ରେ ମୁଖାଗ୍ନି ଦେଇଛନ୍ତି। ତେବେ ପ୍ରଥମେ ମା , ବାପା ଓ ଏବେ ସାନ ଭାଇ ଙ୍କୁ ହରାଇ ସମ୍ପୂର୍ଣ୍ଣ ରୂପ ରେ ଭାଙ୍ଗି ପଡିଛନ୍ତି ଅଭିନେତା ଅମ୍ଳାନ। କିନ୍ତୁ ଏହା ସତେ ମଧ୍ୟ ସେ କଟକ ର ଚୌଦାର ରେ ନିଜ ସାନ ଭାଇ ର ଶେଷ କୃତ୍ୟ ଶେଷ କରିଛନ୍ତି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଆମେ ଆଶା କରୁଛନ୍ତି କି ଭଗବାନ ଅମ୍ଳାନ ଙ୍କୁ ତାଙ୍କ ଜୀବନ ପଥରେ ଏକା ନିଜ ସ୍ତ୍ରୀ ଓ ଛୁଆ ସହ ଚାଲିବାର ସାହସ ଦିଅନ୍ତୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.