Daily news update , Real odisha local news

ମୁଁ ଭାବି ନଥିଲି ତମକୁ ଦେଖିବି ବୋଲି | Big ସିନେମା Best ସିନ୍ ମାତ୍ର…. 4 ଘଣ୍ଟାରେ 60k ରୁ ଅଧିକ ଲୋକ ଦେଖି ସାରିଲେଣି.

0 117

ଆମେ ସମସ୍ତେ ସିନେମା, ଟିଭି ଓ ଯାତ୍ରା ସହ ବେଶ ଜଡିତ ଅଟୁ ,ଏହା ଯେ କେବଳ ଆମ କୁ ମନରଞ୍ଜନ କରାଏ ତାହା ନୁହେଁ ବରଂ ଏହି ସିନେମା ଓ ଧାରାବାହିକ ସିରିଏଲ ମାଧ୍ୟମ ରେ ଆମେ ଅନେକ ପ୍ରକାରର ଜିନିଷ ଶିକ୍ଷା କରିଥାଉ ମଧ୍ୟ।ଆମ ସମାଜ ରେ ହେଉଥିବା ସମସ୍ତ ପ୍ରକାରର ପ୍ରଥା ନୀତି ନିୟମ ତଥା ଆମ ସମାଜ ପ୍ରକୃତ ରେ କେଉଁ ଭଳି ଭାବରେ ହେବା ଆବଶ୍ୟକ ତାହା ମଧ୍ୟ ଜାଣିବାକୁ ପାଇଥାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ସିନ ର ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ତଥା ଓଲିଉଡ ର ସୁପର ହିଟ ସିନେମା “ସୁପର ମିଛୁଆ” ର ସିନେମା ଟି କୁ ନିଶ୍ଚିତ ଦେଖିଥିବେ।ଏହି ସିନେମା ଟି ଏକ ଭିନ୍ନ କାହାଣୀ ଏବଂ ଏକ ସୁନ୍ଦର ପ୍ରେମ କାହାଣୀ କୁ ନେଇ ରଚିତ ଅଟେ। ଏହି ସିନେମା ରେ ଆପଣ କମେଡି, ରୋମାନ୍ସ, ଇମୋସନାଲ ସିନ ମଧ୍ୟ ଦେଖିବା କୁ ପାଇବେ। ତେବେ ଏହି ସିନେମା ରେ ହିରୋ ହେଉଛନ୍ତି ଆମ ବଲିଉଡ ର ସଲମନ ଖାନ ,ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ହେଉଛନ୍ତି ଝିଲିକ ବାନାର୍ଜୀ। ତେବେ ଏହି ଉଭୟ କଳାକାର ଙ୍କ ଅଭିନୟ ବିଷୟରେ ଆପଣ ବେଶ ପରିଚିତ ନିଶ୍ଚିତ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ସୁପର ହିଟ ସିନେମା ସୁପର ମିଛୁଆ ର ଏକ ସିନ ଟି। ତେବେ ଆପଣ ବାବୁସାନ ଓ ଝିଲିକ ଙ୍କର ଏହି କ୍ଲିପରେ ଆପଣ ଦେଖି ପାରିବେ କେମିତି ବାବୁସାନ ତାଙ୍କ ସ୍ତ୍ରୀ ଙ୍କୁ ଦେଖି ବି ତାଙ୍କ ସହିତ କଥା ହେଉ ନାହାନ୍ତି ।ଆଉ ଅନ୍ୟପଟେ ବାବୁସାନ ଙ୍କର ସାଙ୍ଗ ଆଉ ତାଙ୍କ ସ୍ତ୍ରୀ ଝିଲିକ ଓ ବାବୁସାନ ଙ୍କୁ ଏକାଠି କରିବା ପାଇଁ ଚେଷ୍ଟା କରୁଛନ୍ତି ।ଠିକ ସେହିପରି ଅଫିସ ଭିତରେ ଗୋଟିଏ ଲିଫ୍ଟ ରେ ଯେତେବେଳେ ଝିଲିକ ଓ ବାବୁସାନ ଯାଉଛନ୍ତି ସେତେବେଳେ ସେହି ଜାଗାରେ ଥିବା ଜଣେ ବ୍ରାହ୍ମଣ ଦୁହିଁଙ୍କୁ ତତ୍ସଲ୍ୟ କରି କହୁଛନ୍ତି କି ଯୁଗ ହେଲା ଏବେ ଝିଅକୁ ପୁଣି ପୁଅ ଡରିଲେଣି ।

ଏମିତି ଆହୁରୀ ମଜାଦାର ସିନ ଗୁଡିକ ଦେଖିବାକୁ ମିଳୁଛି, ଅନ୍ୟପଟେ ବାବୁସାନ ଙ୍କ ମାମୁଁ ମାଈ ତାଙ୍କ ପାଇଁ ଏକ ବିବାହ ପ୍ରସ୍ତାବ ଦେଖିଛନ୍ତି ।ହେଲେ ଯେତେବେଳେ ଝିଅର ବାପା କହୁଛନ୍ତି ମୋର ତିନୋଟି ଝିଅ ଆଉ ସେମାନେ ବାହା ହେଲା ପରେ ତାଙ୍କ ସ୍ୱାମୀ ମାନେ ତାଙ୍କୁ ଘରେ ଛାଡ଼ି ଦେଇଛନ୍ତି ।ଆଉ ଏହି କଥା ଶୁଣି ବାବୁସାନ ଙ୍କ ମାଇଁ ଯିଏ ଅପରାଜିତା ଅଟନ୍ତି ସେ ସେହି ଜ୍ୟୋତିଷ ଓ ଝିଅର ବାପା କୁ ଯୋଗଣି ଖିଆ ଓ ବାଦୀପଡା ଆଦି ଗାଳି କରି ଘରୁ ତଡି ଦେଉଛନ୍ତି ।ତେବେ ଏହି ଫିଲ୍ମରେ ଆହୁରି ସୁନ୍ଦର ସୁନ୍ଦର କମେଡି ଓ ଇମୋସନାଲ ସିନ ଦେଖିବାକୁ ମିଳୁଛି ଯାହା ଦେଖିଲେ ଆପଣଂକୁ ବହୁତ ଖୁସି ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.