Daily news update , Real odisha local news

‘ମୁଁ ଖଣ୍ଡଗିରିରେ “ସେ ଦିନ ଯାହା ପଛ ଖୋଲିଥିଲି, ଏବେ ଆଗପଟ ବି ଖୋଲିବି… ସମ୍ଭାଳି ପାରିବାର ଅଛି ଯଦି ସମ୍ଭାଳ, ନହେଲେ…”ଦେଖନ୍ତୁ Khandagiri ଯାତ୍ରାକୁ ନେଇ କଣ କହିଲେ Rani Panda

0 1,334

“ସେଦିନ ପଛ ବ୍ଲାଉଜ ଖୋଲିଥିଲି , ଏଥର ଆଗ ଖୋଲିବି ,ସମ୍ଭାଳି ପାରିଲେ ହେଲେ ନହେଲେ ଟ୍ରାଫିକ ଜାମ ହବ। ମୁଁ କିନ୍ତୁ ଚାଁହୁଛି ଲୋକମାନେ ମୋତେ ନୁହେଁ ମୋ ଅଭିନୟ କୁ ଦେଖିବା ପାଇଁ ଆସନ୍ତୁ ବୋଲି, ମୋ ଜୀବନ ଉପରେ ଆଧାରିତ ଏହି କାହାଣୀ କୁ ଦେଖନ୍ତୁ”।

ତେବେ ମୁଁ ଚାଂହୁଛି କି ଲୋକମାନେ ଏହାକୁ ଦେଖନ୍ତୁ ଏବଂ ମୋ ଯାତ୍ରା କୁ ଆଉ ମୋ ଅଭିନୟ କୁ ଖଣ୍ଡଗିରି ରେ ଦେଖାଇବା ପାଇଁ ଏକ ସୁଯୋଗ ଦିଅନ୍ତୁ ବୋଲି”।ବନ୍ଧୁଗଣ ଏହା ଆମ ରାନୀ ପଣ୍ଡା କହିଛନ୍ତି ନିଜର ଆଗାମୀ ଯାତ୍ରା କୁ ନେଇ ,ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ତେବେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣଚୁଡ ଯାତ୍ରା ପକ୍ଷରୁ ରାନୀ ପଣ୍ଡା ଙ୍କ ର ପୁରା ଜୀବନି କୁ ନେଇ ଯାତ୍ରା ଟେ ପ୍ରସ୍ତୁତ ହୋଇଛି।

ତେବେ ବର୍ତ୍ତମାନ ର ସବୁଠାରୁ ବଡ଼ ସୂଚନା ରହିଛି କି ପ୍ରଥମ ଥର ପାଇଁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ନାମରେ ପ୍ରସ୍ତୁତ ହୋଇଛି ଏକ ଯାତ୍ରା ଯାହାକୁ ଦେଖିବା ଲାଗି ଲୋକଙ୍କ ର ଭିଡ଼ ଜମିଛି। କାରଣ ଏହି ଯାତ୍ରା ଟି କେବଳ ରାନୀ ଯେ ଅଭିନୟ କରିଛନ୍ତି ତାହା ନୁହେଁ ବରଂ ରାନୀ ପଣ୍ଡା ଙ୍କ ର ପ୍ରକୃତ ଜୀବନ କାହାଣୀ କୁ ନେଇ ପ୍ରସ୍ତୁତ ହୋଇଛି ଏହି ସମ୍ପୂର୍ଣ୍ଣ ଯାତ୍ରା ଟି ।ଯାହାର ନାମ ରହିଛି “ଘୋଡା ହାତୀ ଗଣ୍ଡା ଗଣ୍ଡା, ଏକା ଲଢ଼ିବ ରାନୀ ପଣ୍ଡା” ବୋଲି। ଯାହାକି ସମ୍ପୂର୍ଣ୍ଣ ରୂପରେ ରାନୀ ପଣ୍ଡା ଙ୍କ ର ଜୀବନି ଉପରେ ପର୍ଯ୍ୟବେସିତ ଅଟେ।

ତେବେ ଆପଣ ମାନେ ଜାଣିଥିବେ କି ଖଣ୍ଡଗିରି ରେ ରାନୀ ପଣ୍ଡା ଙ୍କ ର ଅଶୀଳ ଡ୍ୟାନ୍ସ କୁ ନେଇ ତାଙ୍କୁ ଖଣ୍ଡଗିରି ବନ୍ଦ କରାଯାଇଥିଲା। ତେବେ କିନ୍ତୁ ବର୍ତ୍ତମାନ ତାଙ୍କର ନୂଆ ଯାତ୍ରା ଟିଏ ଆସୁଅଛି ଯେଉଁ ଥିରେ ତାଙ୍କର ନିଜର କାହାଣୀ କୁ ନେଇ ଯାତ୍ରା ହୋଇଛି। ତେବେ ରାନୀ ପଣ୍ଡା କହିଛନ୍ତି କି ମୋତେ ସୁଯୋଗ ଦିଆଯାଉ ମୋ ଯାତ୍ରା କୁ ଲୋକମାନେ ଦେଖନ୍ତୁ। ଆଉ ମୋ ପଛରେ ସବୁବେଳେ ତ ବହୁତ କୁଜି କଳାକାର ଲାଗି ରହିଛନ୍ତି , ମାତ୍ର ମୁଁ ହାର ମାନିବି ନାହିଁ। ଏହି କାରଣ ରୁ ମୋ ଯାତ୍ରା ର ନାମ ମଧ୍ୟ “ହାତୀ ଘୋଡା ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାନୀ ପଣ୍ଡା”।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.