Daily news update , Real odisha local news

Exclusive: ମୁଁ ଯାହାଙ୍କୁ କାମ ମାଗେ ସେ “ମୋ ଅଜାଗାରେ ହାତ ମାରି ଦେଖନ୍ତି”, ଖରାପ ଇଙ୍ଗିତ ଦିଅନ୍ତି ମହିଳା ନିଜ ବିଷୟରେ

0 721

‘କାମ ମାଗିଲେ ଛାତିକୁ ଛୁଇଁ ଦିଅନ୍ତି, ଖରାପ ଇସାରା କରନ୍ତି ସେଥିପାଇଁ ଆଜି ମୁଁ ବେଶ୍ୟାବୃତି କୁ ଆପଣେଇ ନେଇଛି ‘। ବନ୍ଧୁମାନେ ପରିସ୍ଥିତି ଆଗରେ ମଣିଷ କିଛି କରିବାକୁ ବାଧ୍ୟ ହେଇଥାଏ ତେବେ ତାହା ବେଶ୍ୟାବୃତ୍ତି ହେଉ ନା କାହିଁକି ।

ତେବେ ଆପଣ ନୀତିଦିନ ସୋସିଆଲ ମେଡିଆରେ ବେଶ୍ୟା ଓ ବେଶ୍ୟାବୃତି କୁ ଅନେକ ପ୍ରକାରର ଖବର ଦେଖିବାକୁ ମିଳିଥାଏ ।ହେଲେ ଜଣେ ସାଧାରଣ ନାରୀ କିପରି ବେଶ୍ୟାବୃତି ପରି ଏକ ନିନ୍ଦନୀୟ କାମରେ ସାମିଲ ହେଇଥାଏ ତାହା ଖୁବ କମ ଲୋକ ଜାଣିଥାନ୍ତି ।ତେବେ ଆଜି ଶୁଣନ୍ତୁ ଜଣେ ନାରୀ ମାତ୍ର 200 ଟଙ୍କା ର ଅଭାବ ଆଜି ତାଙ୍କୁ ସମାଜ ଆଗରେ ବେଶ୍ୟା ବନେଇ ଦେଇ ଦେଇଛି ।

ବେଶ୍ୟା ଏହି ନାଆ ଶୁଣିଲେ ସମସ୍ତଙ୍କ ଭିତରେ ଏକ ଖରାପ ଭାବନା ଆସିଥାଏ, ଆଉ ଭୁଲରେ କେହି ବେଶ୍ୟା ଙ୍କୁ ଦେଖିଦିଏ ତେବେ ଅଶୁଭ ହେଇଗଲା ପରି ଭାବିନିଏ ।ତେବେ କେହି ଜାଣିଶୁଣି ଖରାପ କାମ ବା ଭୁଲ ରାସ୍ତା ବାଛି ନଥାଏ, ଅର୍ଥ ଏକ ଏମିତି ଜିନିଷ ଯାହା ଜଣକୁ ସବୁକିଛି ଦେଇପାରେ ।ପୁଣି ଏହି ଏହି ଅର୍ଥ ଅଭାବରେ ମଣିଷ କିଛି ବି କରିବାକୁ ଆଗେଇ ଆସିଥାଏ ।ତେବେ ଆଜି ଠିକ ସେମିତି ଜଣେ ନାରୀ ଯାହାଙ୍କ ପାଖରେ ମାତ୍ର 200 ଟଙ୍କା ନଥିଲା ପାଖରେ ଛୋଟ ପିଲା କୁ ଧରି ଯେତେବେଳେ ସେ ସାହାଯ୍ୟ ମାଗିଲେ ସେତେବେଳେ ଦୁନିଆ ତାଙ୍କୁ ଖୁବ ଖରାପ ନଜରରେ ଦେଖିଲା ।

ଆଜି ହୁଏତ ସେ ଜଣେ ବେଶ୍ୟା ଅଟନ୍ତି, ତେବେ କିଛି ବର୍ଷ ତଳେ ଯେତେବେଳେ ସେ ଯୁଆଡେ ଯୋଉଠିକୁ ବି କାମ ଆଶାରେ ଜେଇଥିଲେ ସେଠାରେ କେହି ବି ତାଙ୍କୁ କାମ ଟିଏ ଦେଇ ନଥିଲେ ।ବହୁତ ଜାଗାରେ ଲୋକମାନେ ତାଙ୍କ ଶରୀର କୁ ଛୁଇଁ ଖରାପ ଇଙ୍ଗିତ କରୁଥିଲେ ।ଏହିପରି ଭିତରେ ସେ ବାଧ୍ୟ ହେଇ ଏହି ବେଶ୍ୟାବୃତି କୁ ଆପଣେଇ ନେଇଥିଲେ ।ହେଲେ ଏହି କାମ ଯେ କୋଉ ଖୁସି ପାଇଁ କରୁଥିଲେ ତା ବି ନୁହେଁ, କେତେବେଳେ ବାପା ବୟସର ପୁରୁଷ ସହିତ ସମ୍ପର୍କ ରଖିବାକୁ ପଡୁଥିଲା ତ କେତେବେଳେ ତା ଠାରୁ କମ ବୟସର ପୁରୁଷ ସହିତ ।

ଆଉ ଏହି ସବୁ ପରିସ୍ଥିତି ଭିତରେ ମହିଳା ଜଣକ ବହୁତ ଥର ପଛକୁ ବୁଲିଯିବାକୁ ଚାହୁଁଥିଲେ ବି ଯାଇ ପାରିନଥିଲେ ।ତେବେ ଆଜି ମହିଳା ଜଣକ ନିଜ ଜୀବନର ଏହି ସେହି କଲା ସମୟ ଗୁଡିକୁ କହିବା ସହିତ କାନ୍ଦି ପକାଇଛନ୍ତି ।ଆପଣ ଏହି ମହିଳାଙ୍କୁ ଦେଖି ଜାଣି ପାରୁଥିବ ପରିସ୍ଥିତି ଓ ସମୟ କେଡେ ବଳବାମ ଯାହା ମଣିଷ କୁ ଏମିତି ମୋଡରେ ଛିଡା କରିଦିଏ କି ମଣିଷ ଚାହୁଁ ନଥିବା ରାସ୍ତାରେ ବି ପାଦ ଦେବାକୁ ବାଧ୍ୟ ହେଇଥାଏ ।ଆଉ ବେଶ୍ୟାବୃତି କରୁଥିବା ଅନେକ ମହିଳା ଏମିତି ପରିସ୍ଥିତି ସାମ୍ନାରେ ହାର ମାନି ଏହି ରାସ୍ତାକୁ ଆପଣେଇ ନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.