“ମୁଁ ପ୍ରେମ ରେ ଅଛି ,ମୁଁ ଲଭ ରେ ଅଛି , ଭଗବାନ ଙ୍କୁ ଡାକନ୍ତୁ ମୋର ଛାଡପତ୍ର ଶୀଘ୍ର ହୋଇଯାଉ ।ତା ପରେ ମୁଁ ପୁଣି ଥରେ ବିବାହ କରିବି।” ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ନିଜ ହୃଦୟ ର କଥା ଖୋଲି କରି କହିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି।ତେବେ ସେ କାହା ସହ ପ୍ରେମ ରେ ପଡିଛନ୍ତି ଏବଂ ନିଜର ପୁନର୍ବାର ବିବାହ କୁ ନେଇ କଣ କହିଛନ୍ତି ତାହା ବିଷୟ ରେ ଆମେ ଜାଣିବା।
ତେବେ ତାଙ୍କର ଏହି ଭାଇରାଲ ଭିଡ଼ିଓ ଟି ବିଷୟ ରେ ଜାଣିଲେ ଆପଣ ମଧ୍ୟ ଭାବ ବିହ୍ୱଳ ହୋଇଯିବେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆମ ଓଡ଼ିଆ ସିନେମା ର ପରିଚିତ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କ କୁ ନେଇ ବିବାଦ ରେ ରହୁଥିଲେ ଏବଂ ବର୍ତ୍ତମାନ ତାଙ୍କର ପତ୍ନୀ ଅଭିନେତ୍ରୀ ବର୍ଷା ମଧ୍ୟ ତାଙ୍କ ଘର ଛାଡ଼ି ବାହାରେ ରହୁଛନ୍ତି। ତେବେ କିନ୍ତୁ ବର୍ଷା ତାଙ୍କ ଜୀବନ ରୁ ଚାଲିଯିବା ପରେ ପୁଣି ଥରେ ଅନୁଭବ ମହାନ୍ତି ଙ୍କ ର ଏକ ନୂଆ ସିନେମା ଆସିବାକୁ ଯାଉଛି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି ଯାହାର ନାମ ରହିଛି “ଲଭ ଇନ ଲଣ୍ଡନ”।ଯାହାକୁ ନେଇ ସେ ଖୁବ ଆଶାୟୀ ମଧ୍ୟ ରହିଛନ୍ତି।
ତେବେ ବନ୍ଧୁଗଣ ଏକ ଷ୍ଟେଜ ରେ ପ୍ରଫାର୍ମନ୍ସ କରୁଥିବା ସମୟ ରେ ଯେତେବେଳେ ମିଡ଼ିଆ ଅଭିନେତା ଅନୁଭବ ମହାନ୍ତି ଙ୍କୁ ତାଙ୍କର ପ୍ରେମ ସମ୍ପର୍କ ଓ ପୁନର୍ବିବାହ କଥା କହିଥିଲେ। ସେତେବେଳେ ସେ ତାଙ୍କର ଉତ୍ତର ରେ କହିଥିଲେ କି , ହଁ ମୁଁ ପ୍ରେମ ରେ ଅଛି ଏବଂ ଖୁବ ଶୀଘ୍ର ବାହା ହେବା କୁ ଯାଉଛି ମଧ୍ୟ। ଭଗବାନ ଙ୍କୁ ଡାକନ୍ତୁ ମୋର ଡିଭର୍ସ ହୋଇଯାଉ ଯେଉଁ ଭୁଲ ଥରେ କରିଛି ତାହା ଆଉ କେବେ ବି କରିବି ନାହିଁ। ତେବେ ବନ୍ଧୁଗଣ ଆପଣ ମାନେ କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ତାଙ୍କ ପ୍ରତି ଆପଣ ଙ୍କ ର ସଂମାନ ଆହୁରି ବଢ଼ି ଯିବ।
ତେବେ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି କି , ମୁଁ ମୋ ବାପା ମା , ପରିବାର ଓ ସମସ୍ତ ଭଲ ହୃଦୟ ଥିବା ବ୍ୟକ୍ତି ଙ୍କୁ ପ୍ରେମ କରେ। ଯେଉଁ ମାନଙ୍କ ମନରେ ବହୁତ କୌତୁହଳ ଥାଏ ତାଙ୍କୁ ମୁଁ ପ୍ରେମ କରେ ନାହିଁ। ମୁଁ ଦ୍ୱିତୀୟ ବିବାହ କରିବି , ମାତ୍ର ଭଗବାନ ଙ୍କ ଦୟା ରୁ ଡିଭର୍ସ ହୋଇଯାଉ ,ଏମିତି ଭୁଲ ଆଉ କେବେ ବି କରିବି ନାହିଁ। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅନୁଭବ ମହାନ୍ତି ତାଙ୍କ ଜନ୍ମ ଦିନରେ ମଧ୍ୟ ଏହିପରି ଏକ ଭିଡ଼ିଓ ସେୟାର କରିଥିଲେ ।ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।