ମୁହଁ ଖୋଲିଲେ ଅଭିନେତ୍ରୀ Rani Priyadarshini ‘ମୁଁ ମୋ ସୀମା ଭିତରେ ନାଚୁଥିଲି, ମୋ ନାଚ ଅଶ୍ଳୀଳ ନଥିଲା,ଏଇଟା ମଞ୍ଚ ତୁମ ଖଟ ନୁହଁ କିନ୍ତୁ ସେ ମହିଳା ଜଣକ
“ସେ ମହିଳା ଯାହା କଲେ ସମ୍ପୂର୍ଣ୍ଣ ଭୁଲ କଲେ, ମୁଁ ମୋ ସୀମା ଭିତରେ ରହି ଡ୍ୟାନ୍ସ କରୁଥିଲେ। ଯେତେବେଳେ ସେ ଟିଭି ଓ ସିନେମା ରେ ଏହିଭଳି ଆଇଟମ ଗୀତ ଦେଖନ୍ତି ସେତେବେଳେ କଣ ଟିଭି ଭାଙ୍ଗି ଦିଅନ୍ତି କି। ମୁଁ ଜଣେ ଆଇଟମ ଡ଼୍ୟାନ୍ସର ତେଣୁ ମୋ ଗୀତ ଅନୁସାରେ ମୁଁ ପୋଷାକ ପିନ୍ଧିଥିଲି ।ମୁଁ କୌଣସି ଅଶୀଳ ଇଙ୍ଗିତ କରି ଡ୍ୟାନ୍ସ କରି ନାହିଁ। ମୁଁ ଯୁଆଡେ ଯାଏ ମୋ ଡ୍ୟାନ୍ସ ଦେଖି ସମସ୍ତେ ତାଳି ମାରନ୍ତି ଏବଂ ମୋ ଡ୍ୟାନ୍ସ ରେ ନାଚନ୍ତି ଏବଂ ଝୁମନ୍ତି ମଧ୍ୟ।”ବିବାଦୀୟ ଡ଼୍ୟାନ୍ସର ରାନୀ ପ୍ରିୟଦର୍ଶନୀ।
ତେବେ ସୂଚନାଯୋଗ୍ୟ ଯେ, ଭଦ୍ରକ ର କାଳୀପୂଜା ଉପଲକ୍ଷେ ସେଠାରେ ଯାତ୍ରା ପାର୍ଟି ଆସିଥିଲେ ଯାତ୍ରା କରିବା ପାଇଁ। ଆଉ ଏହି ଯାତ୍ରା ଦେଖିବା ପାଇଁ ପ୍ରାୟ ହଜାର ହଜାର ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ତେବେ ଯାତ୍ରା ରେ ଯେଉଁ ଭଳି ଭାବରେ ଗୀତ ନାଚ ସବୁ ହୁଏ ସେହିପରି ସବୁ ଚାଲିଥିଲା।
ମାତ୍ର ଏହି ମଧ୍ୟରେ ଜଣେ ମହିଳା ନୃତ୍ୟଶିଳ୍ପୀ ନାମ ରାନୀ ପ୍ରିୟଦର୍ଶିନୀ ଯାତ୍ରା ଷ୍ଟେଜ କୁ ଡ୍ୟାନ୍ସ କରିବା ପାଇଁ ଆସିଥିଲେ ଏବଂ ସେ ଅତ୍ୟନ୍ତ ଅଶୀଳ ଭାବ ରେ ଡ୍ରେସ ପରିଧାନ କରୁଥିଲେ। ଆଉ ଏହା ସହ ଷ୍ଟେଜ ରେ ସେ ଅଶୀଳ ଇଙ୍ଗିତ କରି ଡ୍ୟାନ୍ସ ମଧ୍ୟ କରିଥିଲେ।
ତେବେ ସେହି ମହିଳା ନୃତ୍ୟଶିଳ୍ପୀ ଙ୍କ ର ଏହିପରି ଅଶୀଳ ଡ୍ୟାନ୍ସ ଦେଖି ସେଠାରେ ଯାତ୍ରା ଦେଖିବା ପାଇଁ ଆସିଥିବା ଜଣେ ମହିଳା ନାମ ମନ୍ଦାକିନି ଅତ୍ୟନ୍ତ ରାଗି ଯାଇଥିଲେ ।ଆଉ ସେ ଏହି ଅଶୀଳ ଡ୍ୟାନ୍ସ କୁ ବିରୋଧ କରି ସେହି ନୃତ୍ୟଶିଳ୍ପୀ ଙ୍କ ଉପର କୁ ଜୋତା ମାଡ଼ କରିଥିଲେ।ତେବେ ଏହାକୁ ନେଇ ବର୍ତ୍ତମାନ ଏକ ନିୟୁଜ ଚେନାଲ ମାଧ୍ୟମ ରେ ଦୁହିଁଙ୍କୁ ମୁଁହା ମୁହିଁ ପ୍ରଶ୍ନ କରିଥିଲେ। ଆଉ ଏହି ଯୁକ୍ତି ତର୍କ ବେଳେ ନୃତ୍ୟଶିଳ୍ପୀ ରାନୀ ଯାହା କହିଛନ୍ତି ତାହାକୁ ନେଇ ବଡ଼ ଚର୍ଚ୍ଚା ଚାଲିଛି।
ତେବେ ରାନୀ ପ୍ରିୟଦର୍ଶନୀ କହିଥିଲେ କି, “ମୁଁ ମୋ ସୀମା ଭିତରେ ରହି ଡ୍ୟାନ୍ସ କରିଛି, ମୁଁ ଜଣେ ଆଇଟମ ଡ଼୍ୟାନ୍ସର ତେଣୁ ମୋ ଗୀତ ଅନୁସାରେ ମୁଁ ପୋଷାକ ପିନ୍ଧିଥିଲି ।ମୁଁ କୌଣସି ଅଶୀଳ ଇଙ୍ଗିତ କରି ଡ୍ୟାନ୍ସ କରି ନାହିଁ। ମୁଁ ଯୁଆଡେ ଯାଏ ମୋ ଡ୍ୟାନ୍ସ ଦେଖି ସମସ୍ତେ ତାଳି ମାରନ୍ତି ଏବଂ ମୋ ଡ୍ୟାନ୍ସ ରେ ନାଚନ୍ତି ଏବଂ ଝୁମନ୍ତି ମଧ୍ୟ। ଯଦି ସେ ମହିଳା ଙ୍କୁ ମୋ ଡ୍ୟାନ୍ସ ଙ୍କୁ ପସନ୍ଦ ଆସି ନଥିବ ମାତ୍ର ସେ ଯାହା କଲେ ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ତେବେ ସେ ଏହା କହିବା ସହ ତାଙ୍କ ଉପର କୁ ଜୋତା ଫିଙ୍ଗିଥିବା ମହିଳା ଙ୍କୁ ଅନେକ ପ୍ରକର ର ପ୍ରଶ୍ନ ମଧ୍ୟ କରିଥିଲେ।
ତେବେ କିନ୍ତୁ ଯେଉଁ ମହିଳା ତାଙ୍କ ଉପର କୁ ଜୋତା ଫିଙ୍ଗି ଥିଲେ , ମନ୍ଦାକିନି ସେ କହିଛନ୍ତି କି “ମୁଁ ଠିକ କରିଛି କିମ୍ବା ଭୁଲ କରିଛି ତାହା ଲୋକଙ୍କ ମତ ନେଲେ ଆପଣ ଜାଣି ପାରିବେ। ଆଉ ଭାଇରାଲ ହେଉଥିବା ଫୁଟେଜ ରୁ ମଧ୍ୟ ଆପଣ ଜାଣି ପାରିବେ”।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।