Exclusive : ମୁଁହ ଖୋଲିଲେ ଗୋପାଳ ଦାସଙ୍କ ପୁଅ,ମୋ ବାପାଙ୍କୁ ଛୁଟି ମିଳୁନଥିଲା।।ମାନସିକ ରୋଗ ଥିବାରୁ ଖାଉଥିଲେ medicine ଦେଖନ୍ତୁ VIDEO ..
“ମୋ ବାପା ବହୁତ ଦିନ ରୁ ଛୁଟି ମାଗୁଥିଲେ କିନ୍ତୁ ତାଙ୍କୁ ଛୁଟି ମିଳୁ ନଥିଲା। ୭ ରୁ ୮ ବର୍ଷ ହେବ ମୋ ବାପା ମାନସିକ ରୋଗ ରେ ପୀଡିତ ରହିଥିଲେ ଆଉ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ବାପା ଏବେ ଭଲ ଥିଲେ ଏବଂ ଆମ ସହ ନର୍ମାଲ କଥା ହୋଇଥିଲେ। ମୁଁ ଜାଣି ନାହିଁ କାହିଁକି ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉପରକୁ ଗୁଳି ଚଳେଇଲେ ଆମେ କିଛି ଜାଣି ନାହୁଁ।
ଆମେ ବି ନିୟୁଜ ମାଧ୍ୟମ ରୁ ସବୁ ଜାଣିଲୁ, ଦୟାକରି ଆମକୁ ଆଉ କିଛି ପଚାରନ୍ତୁ ନାହିଁ”। ବନ୍ଧୁଗଣ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାରୀ ASI ଗୋପାଳ ଦାସ ଙ୍କ ପୁଅ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା।
ତେବେ ବର୍ତ୍ତମାନ ଯାହା ଖବର ରହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ଆଉ ସେ ଆର ପାରି କୁ ଚାଲି ଯାଇଛନ୍ତି। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।
ତେବେ ଏହାକୁ ନେଇ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ASI ଙ୍କ ପୁଅ ଯିଏକି ଯୁକ୍ତ ଦୁଇ ର ପ୍ରଥମ ବର୍ଷ ର ବିଜ୍ଞାନ ଛାତ୍ର ଅଟନ୍ତି ସେ କହିଛନ୍ତି କି , “ମୋ ବାପା ଙ୍କୁ ଛୁଟି ମିଳୁ ନଥିଲା। ୭ ରୁ ୮ ବର୍ଷ ହେବ ମୋ ବାପା ମାନସିକ ରୋଗ ରେ ପୀଡିତ ରହିଥିଲେ ଆଉ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ବାପା ଏବେ ଭଲ ଥିଲେ ଏବଂ ଆମ ସହ ନର୍ମାଲ କଥା ହୋଇଥିଲେ। ଆମେ କିଛି ଜାଣି ନାହୁଁ। ଆମେ ବି ନିୟୁଜ ମାଧ୍ୟମ ରୁ ସବୁ ଜାଣିଲୁ, ଦୟାକରି ଆମକୁ ଆଉ କିଛି ପଚାରନ୍ତୁ ନାହିଁ। ତେବେ ତାଙ୍କର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।