“ମୃତ୍ୟୁ ମୁହଁରେ କୁନି ପୁଅର ଜୀବନ”ସମୟ ସରିସରି ଆସୁଛି 40 ଦିନରେ ଦରକାର 40ଲକ୍ଷ ଟଙ୍କା ଭିକ୍ଷା ମାଗୁଛନ୍ତି ବାପା ମା’ ଦୟାକରି ଗୋଟିଏ ସେୟାର କରନ୍ତୁ
ବର୍ତ୍ତମାନ ଦୁନିଆରେ ଏମିତି ଏମିତି ରୋଗ ବ୍ୟାଧ୍ଯ ଦେଖା ଯାଉଚ୍ଜ ଯାହାର ଚିକିତ୍ସା କରିବାକୁ ବାକୁ ଯାଇ ନିଜକୁ ବିକ୍ରି ହେଇଯିବାକୁ ପଡୁଛି ।ତେବେ ରୋଗ କେବେ ବୟସ ଦେଖି ହୁଏ ନାହଁ ଛୋଟ ପୁଅଟିଏ ଦୁନିଆ ଦେଖିବା ଆଗରୁ ବି ଏତେ ବଡ଼ ରୋଗ ର ଭାର ଉଠାଇଥାଏ ଯାହା ବିଷୟରେ ତାଙ୍କୁ ଖବର ନଥାଏ ।ତେବେ ଯେତେବେଳେ ପିଲାଟି ଏମିତି ରୋଗାଗ୍ରସ୍ତ ହେଇଥାଏ ସେତେବେଳେ ବାପାମାଆ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି ପିଲାକୁ ବଞ୍ଚାଇବା ପାଇଁ ।ତେବେ ନବରଙ୍ଗପୁର ଜିଲ୍ଲା ର ଜଣେ ବାପାମାଆ ନିଜର 4 ବର୍ଷର ପୁଅର ଜୀବନ ପାଇଁ ଆଜି କଣ କରୁଛନ୍ତି ଦେଖନ୍ତୁ ।
ତେବେ କଥାରେ କୁହାଯାଏ ସମୟ ବଡ଼ ବଲବାନ, ଗୋଟିଏ ହସ ଖୁସିର ସଂସାର ଉପରେ କେତେ ଯେତେବେଳେ ସମୟର ମାଡ଼ ପଡିଥାଏ ସେତେବେଳେ ସେହି ସଂସାର ପୁରା ଭୁଶୁଡ଼ି ପଡେ ।
ଦିନେ ଯେଉଁ ପୁଅର ଜନ୍ମ ପରେ ଘର ଖୁସିରେ ଫାଟି ପଡୁଥିଲା ଆଜି ସେହି ପୁଅ ଜୀବନ ମୃତ୍ୟୁ ସହିତ ଲଡୁଛି ।ଜୀଵନ ର ମାତ୍ର 40 ଦିନ ରହିଛି ତା ପାଖରେ ଆଉ ଗୋଟିଏ ଗୋଟିଏ ଦିନ ପାଇଁ ଦରକାର 40 ଲକ୍ଷ ଟଙ୍କା ।ତେବେ ଗରିବ ବାପାମାଆ ଯେତେବେଳେ ସବୁ ଆଡୁ ନିରଃ ହେଇଛନ୍ତି ସେତେବେଳେ ଦୁନିଆ ହାତ ବଡାଇଛନ୍ତି ।
ତେବେ ନବରଙ୍ଗପୁର ଜିଲ୍ଲାର ବର୍ଷ ର ପୁଅ ସୌରଭ କୁମାର, ବାପା ରଶ୍ମିରଞ୍ଜନ ଓ ମା ପୂଜା ପଣ୍ଡା ।ତେବେ ବାପା ରଶ୍ମିରଞ୍ଜନ ଏକ ଇଲେକ୍ଟ୍ରିକାଲ ଡିଭିଜନ ରେ କାମ କରନ୍ତି ସେଠାରୁ ଯାହା ଅର୍ଥ ଆସେ ତାଙ୍କର ଛୋଟ ପରିବାର ଖୁସିରେ ଚଳେ ।
ପୁଅଟି ଆସିବା ପରେ ଘରେ ବାପାମାଆ ଙ୍କ ଖୁସିରେ ପର ଲାଗିଗଲା ଆଉ ହସଖୁସିର ସଂସାର ଆଗକୁ ଚାଲିଲା ।କିନ୍ତୁ ପୁଅକୁ 6 ମାସ ହେଲା ବେଳକୁ ମାଡି ଆଦିଲା ବିପଦ, ପୁଅ ପାଖରେ ନାନା ସମସ୍ୟା ଦେଖାଦେଲା ।ଆଉ ଡାକ୍ତର ଙ୍କୁ ଦେଖାଇବା ପରେ ଜଣାପଡିଲା ପୁଅ ହୋମସମିଆ ରୋଗ ରେ ପୀଡିତ ଅଟେ ।
ପିଲାକୁ ବଞ୍ଚାଇବାକୁ ହେଲେ ତାକୁ ରକ୍ତ ଦେବାକୁ ପଡିଥାଏ କିନ୍ତୁ ଫାହିରେ ସମସ୍ୟା ବଡିବାରେ ଲାଗିଲା ଆଉ ଆଗକୁ ପିଲା ବଂଚିବା ପାଇଁ ରକ୍ତ ଦେବା ସମ୍ଭବ ନୁହେଁ ନୋଳି ଡକ୍ଟର ଜଣାଇଲେ ।ତେଣୁ ତାପରେ ବାପାମାଆ ପୁଅର ଜୀବନ ପାଇଁ
ଭୁବନେଶ୍ୱର ରୁ ଦିଲ୍ଲୀ ଆଉ ବେଙ୍ଗଲୋର ପର୍ଯ୍ୟନ୍ତ ଯାଇ ପହଞ୍ଚିଥିଲେ ।ଆଉ ଶେଷରେ ଗୋଟିଏ ଉପାୟ ଡାକ୍ତର କହିଲେ କି ପୁଅର ଜୀବନ ପାଇଁ ଗୋଟିଏ ମାତ୍ର ରାସ୍ତା ଅଛି ‘ବ୍ରନମେର ଟ୍ରାନ୍ସଫର୍’ । ଆଉ ଏହି ଚିକିତ୍ସା ବି ସହଜ ନୁହେଁ କାରଣ ବର୍ତ୍ତମାନ 40 ଲକ୍ଷ ଟଙ୍କା ଦରକାର ।
ତେବେ ପୁଅ ପାଖରେ ସମୟ ବି 40 ଦିନ ରହିଥିବା ବ୍ରଲେ କୁଆଡ଼ୁ ଯୋଡ଼ାଡ଼ କରିବେ ବାପାମାଆ 40 ଲକ୍ଷ ଟଙ୍କା ।ତେଣୁ ସାହାଯ୍ୟ ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।ତେବେ ଆପଣ ବି ଏହି କୁନି ପୁଅର ଜୀବନ ପାଇଁ କିଛି ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇ ପାରିବେ ।
ଆକାଉଣ୍ଟ ନାମ-ପୂଜା ପଣ୍ଡା, ଆକାଉଣ୍ଟ ନମ୍ବର-625102010009436 ,IFSC କର୍ଡ଼-UBIN0562513 , ତଥା ମୋବାଇଲ ନମ୍ବର-9437868227 ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।