ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମରଶରୀର ପାଖେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛନ୍ତି ନବଙ୍କ ପତ୍ନୀ..ପତ୍ନୀ ଙ୍କ ହୃଦୟ ର କଥା ଯାହା ଦେଖିଲେ କାନ୍ଦି ପକେଇବେ ଆପଣ….
“ଉଠ ଉଠିଯାଅ ତୁମେ , ମୁଁ କେମିତି ବଞ୍ଚିବି ତୁମ ବିନା। ମୋ ଦେହ ଭଲ ନାହିଁ , ତୁମେ ମୋତେ ହସ୍ପିଟାଲ ନେବ ବୋଲି କହିଥିଲା , ଉଠ ଆଉ ମୋତେ ହସ୍ପିଟାଲ କୁ ନେଇ ଚାଲ। ଉଠ ଏମିତି ଏକା କରି ତୁମେ ଯାଇ ପାରିବ ନାହିଁ , ତୁମ ବିନା ମୁଁ କେମିତି ବଞ୍ଚିବି , କେମିତି ବଞ୍ଚିବି”।
ବନ୍ଧୁଗଣ ଏହି କଥା କହିବା ବେଳ କୁ ଦୁଃଖ ରେ ଆମ ହୃଦୟ କାନ୍ଦି ପକାଉଛି ।ଏହା ହେଉଛି ଓଡ଼ିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ସ୍ତ୍ରୀ ଙ୍କ ର ଭଙ୍ଗା ହୃଦୟ ର କଥା , ଯିଏକି ସ୍ୱାମୀ ଙ୍କ ଶବ ଆଗରେ ବାହୁନୀ ବାହୁନି କାନ୍ଦି କାନ୍ଦି ଏହିପରି କହୁଛନ୍ତି।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା।
ତେବେ ବର୍ତ୍ତମାନ ଯାହା ଖବର ରହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ଆଉ ସେ ଆର ପାରି କୁ ଚାଲି ଯାଇଛନ୍ତି। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।
ତେବେ ମନ୍ତ୍ରୀ ଙ୍କ ମୃତ୍ୟୁ ରେ ତାଙ୍କର ପୁରା ପରିବାର ଭାଙ୍ଗି ପଡିଛି ଆଉ ଏହି ସମୟ ରେ ତାଙ୍କର ସ୍ତ୍ରୀ ଙ୍କ ର ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଥିରେ ସେ ସ୍ୱାମୀ ଙ୍କ ଶବ କୁ କହୁଛନ୍ତି କି , “ଉଠ ଉଠିଯାଅ ତୁମେ , ମୁଁ କେମିତି ବଞ୍ଚିବି ତୁମ ବିନା। ମୋ ଦେହ ଭଲ ନାହିଁ , ତୁମେ ମୋତେ ହସ୍ପିଟାଲ ନେବ ବୋଲି କହିଥିଲା , ଉଠ ଆଉ ମୋତେ ହସ୍ପିଟାଲ କୁ ନେଇ ଚାଲ। ଉଠ ଏମିତି ଏକା କରି ତୁମେ ଯାଇ ପାରିବ ନାହିଁ , ତୁମ ବିନା ମୁଁ କେମିତି ବଞ୍ଚିବି , କେମିତି ବଞ୍ଚିବି”। ତେବେ ତାଙ୍କର ଭିଡ଼ିଓ ଟି ସମସ୍ତ ଙ୍କୁ ଭାବ ବିହ୍ୱଳ କରି ଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।