ନଦୀ କୁ ଗାଧେଇବା କୁ ଯାଇଥିଲେ ଏହି ବ୍ୟକ୍ତି……”ହଠାତ ଗୁପ୍ତାଙ୍ଗ” ରେ ନଦୀରେ ଏହି ଲୋକ ସହିତ ଯାହା ଘଟିଲା ବିଶ୍ୱାସ କରି ପାରିବେ ନାହିଁ
ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ କେବେ କେବେ ଏହିପରି କିଛି ଘଟଣା ବିଷୟ ରେ ଆମେ ଆଖି ଆଗକୁ ଆସିଥାଏ ଯାହା ଜାଣିଲେ ଆପଣ ନିଜକୁ ବିଶ୍ୱାସ କରିପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ଗୁଡିକ ବିଷୟ ରେ।
୧.ବନ୍ଧୁଗଣ ଆପଣ ମାନେ ଲକ୍ଷ କରିଥିବେ କି ଯେତେ ବେଳେ ଜଣେ ବ୍ୟକ୍ତି ଙ୍କୁ ଛିଙ୍କ ଆସିଥାଏ ସେତେ ବେଳେ ସେ କିଛି ସମୟ ପାଇଁ ଚୁପ ହୋଇ ଯାଇଥାନ୍ତି ଏବଂ ହେ ଭଗବାନ କିମ୍ବା ବାପା ମା ଙ୍କ ନିଅନ୍ତି। ତେବେ ଏହା ପଛରେ ଏହି କାରଣ ରହିଛି କି ଯେତେବେଳେ ଆମେ ଛିଙ୍କି ଥାଉ ସେହି ସମୟ ରେ ଆମ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ଥାଏ ତେଣୁ ଆମେ ହେ ଭଗବାନ ବୋଲି ଡାକିଥାଉ।
୨.କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ଚ୍ୟାଲେଞ୍ଜ ଭିଡ଼ିଓ ଆସିଥିଲା ଯେଉଁ ଥିରେ ଗୋଟିଏ ଫୋଟ କୁ ଜୁମ କରି ଦେଖି ତାର ଶେଷ କରିବା ପାଇଁ କୁହାଯାଇ ଥିଲାଲା। ମାତ୍ର ଆଶ୍ଚର୍ଯ୍ୟ ଜଂନ କ କଥା ଏହା ଥିଲା କି ଏହି ଫୋଟ କୁ ଯେତେବେଳେ ଆପଣ ଜୁମ କରି ଦେଖିବେ ସେହି ଫୋଟ ର ଶେଷ ହେଉ ହିଁ ନାହିଁ। ତେବେ ଏହାକୁ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଆପଣ ମଧ୍ୟ ଥରେ ଟ୍ରାଇ କରି ଦେଖନ୍ତୁ ନିଶ୍ଚିତ।
୩.ବନ୍ଧୁଗଣ କଣ ଆପଣ କେବେ ବି ହେଲିକପ୍ଟର ରେ ମାଛ ର ବର୍ଷା ହେଉଥିବା ର ଦେଖିଛନ୍ତି। କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହାର ଲାଇଭ ଦୃଶ୍ୟ ଦେଖାଇବା। ତେବେ ଏହିପରି ଦୃଶ୍ୟ ପାହାଡିଆ ଅଞ୍ଚଳରେ ଦେଖାଯାଏ, ଛୋଟ ଛୋଟ ମାଛ ଗୁଡିକୁ ଆଣି ପାହାଡିଆ ଅଞ୍ଚଳରେ ଥିବା ଝରଣା ରେ ଛଡାଯାଏ ଏହା ବଡ଼ ହୋଇଯିବା ପରେ ତାହାକୁ ଟୁରିଷ୍ଟ ମନେ ଧରିଥାନ୍ତି ଆଉ ଏଥିରେ ଆମ ସରକାର ଙ୍କୁ ଫାଇଦା ହୋଇଥାଏ।
୪.ତେବେ ବନ୍ଧୁଗଣ ଆମକୁ ନଦୀ ଓ ପୋଖରୀ ରେ ଗାଧେଇବା ପାଇଁ ବହୁତ ଭଲ ଲାଗେ ,ମାତ୍ର ଏହି ନଦୀ ରେ କୋରଣ୍ଡ ନାମକ ଏକ କ୍ଷୁଦ୍ର ମାଛ ରହିଛି ଯାହାକି ସାଧାରଣ ମାଛ ଠାରୁ ବହୁତ ପତଳା ଏବଂ ସରୁ ଅଟେ। ତେବେ ଏହି ମାଛ ଟି ଜଣେ ବ୍ୟକ୍ତି ଙ୍କ ଗୁପ୍ତାଙ୍ଗ ରେ ପ୍ରବେଶ କରିପାରେ ଅତ୍ୟନ୍ତ ସହଜ ରେ। ଆଉ ବ୍ୟକ୍ତି ଙ୍କ ଶରୀର ଭିତର କୁ ଯାଇ ତାହା ଆଭ୍ୟନ୍ତରୀଣ ଅଙ୍ଗ କୁ ନଷ୍ଟ କରିଥାଏ। ଯଦି ଜଣେ ବ୍ୟକ୍ତି ଙ୍କୁ ଠିକ ସମୟ ରେ ଚିକିତ୍ସା କରି ଏହି ମାଛ କୁ ବାହାର ନକରାଯାଏ ତେବେ ବ୍ୟକ୍ତି ଙ୍କ ମୃତ୍ୟୁ ସୁନିଶ୍ଚିତ ଅଟେ। ତେବେ ଆମେରିକା ରେ ଏହିଭଳି ଏକ ମାମଲା ଦେଖା ଯାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।