Daily news update , Real odisha local news

ନାଗ ମୁହଁରୁ ଛୁଆକୁ ବଞ୍ଚାଇଲେ ମା… ଭାଇରାଲ ଭିଡିଓ ଦେଖିଲେ ଛାତିଥରି ଉଠିବ ଏହି ମା’ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ

0 168

ବନ୍ଧୁମାନେ ମାଆ ଏହି ଶବ୍ଦ କିବାକୁ ସହଜ ଲାଗୁଥିଲେ ବି ମାଆ ର ମନ ଓ କୋଳ ଏତେ ତାହା କେବେ ମପି ହୁଏ ନାହିଁ ।ନିରୀହ ଦେଖା ଯାଉଥିବା ମାଆ ଟିଏ ନିଜ ପିଲା ପାଇଁ ସବୁକିଛି କରିପାରେ ।ଆଉ ଯେତେବେଳେ ତାର ପିଲା ବିପଦରେ ପଡିଥାଏ ମାଆ ତାର ରୁଦ୍ର ରୂପ ଧାରଣ କରି ନିଏ ।

ତେବେ କହିଲେ ଦେଖି ସେହି ମାଆ ଆଖି ଆଗରେ ତାର ପୁଅକୁ କେମିତି ସାପଟିଏ ବା କାମୁଡି ପାରିବ ।ତେବେ କଥାଟି ଟିକିଏ ଅଜବ ଲାଗୁଥିଲେ ବି ଏହି ଭାଇରଲ ଭିଡ଼ିଓରେ ଆଖି ପିଛୁଳାକେ ଯାହା ଦେଖାଯାଉଛି ଦେଖିଲେ ବିଶ୍ୱାସ ହେବ ନାହିଁ ।

ତେବେ ଆମେ ସମସ୍ତେ ସାଧାରଣତଃ ସାପର ନା ମାତ୍ରକେ ଡରି ଯାଉ ।ତେବେ ଯଦି ଅଜାଣତରେ ବି କେହି ବି ଯିବ ଉପରେ ଆଘାତ ହୁଏ ତେବେ ସେ ନିଶ୍ଚୟ ଆକ୍ରମଣ କରେ ଆଉ ସାପ ବି ଠିକ ସେହିପରି ।ସେମାନେ ଠିକ ଭୁଲ ଜାଣି ନଥାନ୍ତି କିନ୍ତୁ ବେଳେ ସେହି ଜୀବ ଙ୍କ ଆକ୍ରମଣ ରେ ମଣିଷ ପ୍ରାଣ ହରେଇ ବସେ ।ତେବେ ଛୋଟ ପିଲାଟି ସେ ବା କଣ ଜାଣିଚି କିଏ କ୍ଷତି କରିବ କି ନାହିଁ ତ ପାଇଁ ସମସ୍ତେ ଭଲ ହେଇଥାନ୍ତି ।ଆଉ ଦେଖନ୍ତୁ ଅଜାଣତରେ ଛୋଟ ପିଲାଟି ସାପଟିକୁ ମାଡି ଦେଉଛି କିନ୍ତୁ ତାପରେ ଯାହା ହେଉଛି ।

ବର୍ତ୍ତମାନ ସୋସିଆଲ ମେଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗୁଛି ତେବେ ଭିଡ଼ିଓରେ ଜଣେ ମାଆ ଟି କେମିତି ସାପ କବଳରୁ ନିଜ ପିଲା ଉଦ୍ଧାର କରୁଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ ।ତେବେ ଭିଡ଼ିଓରେ ଦେଖା ଯାଉଛି ପିଲାଟିକୁ ସ୍କୁଲ ଯିବା ପାଇଁ ଘରୁ ବାହାରକୁ ଆସୁଛି ଆଉ ପିଲାଟି ପଛରେ ତାର ମାଆ ଅଛି ।କିନ୍ତୁ ଛୋଟ ପିଲା ଜାଣି ନଥିଲା କାଁଥରେ କଡେ କଡେ ଯାଉଥିବା ବିରାଟ ନାଗ ଯାହା ଉପରେ ପିଲାର ପାଦ ପିଡ଼ି ଯାଉଛି ।ତାପରେ ନାଗ ରାଗରେ ଫେଣା ଉଠାଇ ପିଲା ଟିକୁ କାମୁଡ଼ି ବାକୁ ଚାଲି ଆସୁଛି ।

କିନ୍ତୁ ସୌଭାଗ୍ୟ ବଶତ ସାପ ଟିକୁ ପିଲାଟିର ମାଆ ଦେଖି ଦେଉଛି ଆଉ ତୁରନ୍ତ ପୁଅକୁ ଉଠାଇ ନେଉଛି ।ଯାହା ଫଳରେ ଆଉ ସାପ କାମୁଡି ପାରୁନି ପିଲାଟିକୁ ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଏହି ଭିଡିଓ ଖୁବ ଜୋର ସୋର ରେ ଭାଇରଲ ହେବାରେ ଲାଗୁଛି ।ତେବେ ସମସ୍ତେ ସେହି ମାଆ ଙ୍କ ସାହସ ଓ ବିଚକ୍ଷଣ ବୁଦ୍ଧି ପାଇଁ ଖୁବ ପ୍ରଶଂସା ବି କରୁଛନ୍ତି ।ତେବେ ଆପଣ ଯଦି ଏବେ ଯାଏ ଏହି ଭିଡ଼ିଓ ଦେଖି ନାହାନ୍ତି ତେବେ ଜଲଦି ଦେଖନ୍ତୁ ଆଖି ପିଛୁଳାକେ ଯାହା ଘଟି ଯାଉଛି ତାହା ଉପରେ ବିଶ୍ବାସ କରି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.