Daily news update , Real odisha local news

Part 2 – ଏହି ଝିଅ ର କଥା ଟିକେ ଶୁଣିଲେ ହସି ହସି ଗଡ଼ିଯିବେ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0 2,335

ବନ୍ଧୁମାନେ ସୋସିଆଲ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଯୋଡ଼େଇ ଦେଇଛି ।ସେଥିପାଇଁ ତ ଯିଏ ଯେତେବେଳେ ଯେମିତି ଯେଉଁଠି ତାହାର ବ୍ୟବହାର କରିବାକୁ ଚାହୁଁଚି ସେମିତି ବ୍ୟବହାର କରି ମଜା ନେଇ ପାରୁଛି ।ତେବେ ଆପଣ ତ ଦେଖୁଥିବ ବର୍ତ୍ତମାନ ସୋସିଆଲ ମେଡିଆରେ କେତେ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳୁଛି ।ଆଉ ନିଜ ମୁଡ କୁ ସୁହାଇଲା ପରି ଭିଡ଼ିଓ ଦେଖି ମଜା ନେଇ ପାରିବେ ।ତେବେ ସବୁ ପ୍ରକାରର ଭିଡ଼ିଓ ଗୁଡିକ ଭିତରେ କମେଡି ଭିଡ଼ିଓ କିଛି ନିଆରା ଅଟେ କାରଣ ଏହା ସବୁବେଳେ ଆପଣଂକୁ ରିଲାକ୍ସ କରାଇଥାଏ ।

ତେବେ ଆପଣ ଦେଖୁଥିବେ ବର୍ତ୍ତମାନ ଅନେକ ଲୋକ ବିଭିନ୍ନ ପ୍ରକାରର କମେଡି ଭିଡ଼ିଓ କରୁଛନ୍ତି ।

ଆଉ ସେହି ଭିଡ଼ିଓ ଦେଖି ଆମେ ହସି ହସି ଗଡି ଯାଉଛୁ,ତେବେ ନିକଟରେ ଜଣେ ଝିଅ ଏମିତି ଏକ କମେଡି ଭିଡ଼ିଓ ପୋଷ୍ଟ କରିଛନ୍ତି ତାକୁ ଯିଏ ଦେଖୁଚି ତାର ହସ କୋନ୍ତ୍ରଲ ହେଇ ପାରୁନାହିଁ ।ତେବେ କମେଡି ଏକ ଏମିତି କଳା ଯାହା ସମସ୍ତଙ୍କୁ ଆସେ ନାହିଁ କିନ୍ତୁ ଯାହାକୁ ଏହି କଳା ଆସେ ସେ ଯେକୌଣସି ମାହଲ କୁ ଖୁସିରେ ଭରି ଦିଏ ।ତେବେ ବର୍ତ୍ତମାନ ଭାଇରଲ ହେଉଥିବା ଏହି ଯୁବତୀଙ୍କ ଭିଡ଼ିଓରର କଣ ରହିଛି ଆସନ୍ତୁ ଦେଖିବା ।

ବର୍ତ୍ତମାନ ଆପଣ ଦେଖୁଛନ୍ତି ଛୋଟ ଛୋଟ ରିଲ ଭିଡ଼ିଓ କରିବା ସମସ୍ତଙ୍କୁ ନିଶା ଘାରିଛି ।ଆଉ ବହୁତ ଲୋକ କମେଡିର ବି ଛୋଟ ଛୋଟ ରିଲ ତିଆରି କରୁଛନ୍ତି, ତେବେ ଏହା ଦେଖିବାକୁ ଅଳ୍ପ ସମୟ ଲାଗୁଥିବା ବେକେ ମଜା ବି ବହୁତ ଆସିଥାଏ ।ତେବେ ଆପଣ ଏହି ଭିଡ଼ିଓରେ ଦେଖି ପାରିବେ ଜଣେ ଯୁବକ ଓ ଜଣେ ଯୁବତୀ ଅଛନ୍ତି ।ତେବେ ଯୁବତୀ ଜଣକ କହୁଛନ୍ତି “ସାଙ୍ଗମାନେ ଗୋଟେ କଥା କହିବି ଦେହକୁ ନେବେନି। ଏହାପରେ ସେ କହୁଛି ଯେ,କଳା ଟୋକା ଦେଖି ଭଲ ପାଉଥିବ ଶ୍ୟାମଳ ହେଲେ ବି ଚଳିବ, ଏ ଗୋରା ଟୋକାଙ୍କୁ ଭଲ ପାଇବନି କାନ୍ଦି କାନ୍ଦି ଦିନେ ମରିବ”।

ଏହାପରେ ଯୁବକ ଜଣକ ଯୁବତୀଂକି ଉତ୍ତର ଦେଇ କହୁଛନ୍ତି”ମାଇନର ସ୍କୁଲ୍ ଝିଅକୁ ଭଲ ପାଇଲେ ହାଇ ସ୍କୁଲ ରେ ଚଳିବ, ତୁମ ପରି କଲେଜ୍ ଝିଅକୁ ଭଲ ପାଇଲେ ଶଳା ଏଡ଼ସ ରୋଗରେ ମରିବ” । ତେବେ ଭିଡ଼ିଓରେ ସେମିତି କିଛି ନାହିଁ କିନ୍ତୁ ଉଭୟ ଯେମିତି ଭାବରେ ଢଗ ଢମାଲି କରି କଥା କହୁଛନ୍ତି ତାହା ହିଁ ସମସ୍ତଙ୍କୁ ହସେଇ ହସେଇ ବେଦମ କରି ପକାଉଛି ।ତେବେ ଏମିତି କଥା ଦିନେ ଗାଁ ଗହଳିରେ କୁହା ଯାଉଥିଲା କିନ୍ତୁ ଆଜି ଏହାକୁ ନେଇ ଲୋକେ କମେଫି କରୁଛନ୍ତି ଆଉ ସମସ୍ତଙ୍କୁ ହସାଉଛନ୍ତ ।ତେବେ ଆପଣ ଏବେ ଯାଏ ଏହି ଭିଡ଼ିଓ ଦେଖି ନଥିଲେ ନିଶ୍ଚିତ ଥରୁଟିଏ ଦେଖନ୍ତୁ ତାପରେ କେତେ ହେଉଛନ୍ତି ତାହା ଆପଣ ନିଜେ ଦେଖିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.