Daily news update , Real odisha local news

ଆଶ୍ଚର୍ଯ୍ୟ..ଗଛ ଭିତରେ ଠାକୁରାଣୀ ଗଛକୁ ହାଣିବାକୁ ଆସିଥିଲେ ମରିଗଲେ3ଜଣ ଲୋକ ଭିଡିଓ ଦେଖିଲେ ଅବାକ୍ ହୋଇରହିଯିବେ

0 161

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବନ୍ଧୁଗଣ ଆମେ ଯେତେ ଆଡ଼ଭାନ୍ସ ଯୁଗରେ ରହିଲେ ମଧ୍ୟ ଠାକୁର ଠାକୁରାଣୀ ଆମ ସହିତ ସବୁବେଳେ ରହିଥାନ୍ତି ଆଉ ଯିଏ ତାଙ୍କୁ ବିଶ୍ୱାସ କରେ ନାହିଁ ତାଙ୍କର ଅନିଷ୍ଠ ମଧ୍ୟ ହୋଇଥାଏ। ତେବେ ବର୍ତ୍ତମାନ ରାଧଖୋଲ ରୁ ଏହି ପରି ଏକ ଘଟଣା ଦେଖିବା କୁ ମିଳିଛି ଯେଉଁ ଠାରେ ମା କୁନ୍ଥେଇ ବୁଢ଼ୀ ଙ୍କ ଆଗରେ ବଡ଼ ବଡ଼ ରାସ୍ତା ନିର୍ମାଣ କମ୍ପାନୀ ହାର ମାନିଛନ୍ତି।

ତେବେ ସୂଚନା ଅନୁସାରେ ରାଧଖୋଲ ର ରାସ୍ତା ପାଖରେ ରହିଛି ଗୋଟିଏ ବଡ଼ ଅଶ୍ୱସ୍ତ ଗଛ, ତେବେ ଗ୍ରାମ ଲୋକେ ବିଶ୍ୱାସ କରି ଆସନ୍ତି କି ସେହି ଗଛ ରେ ମା କୁନ୍ଥେଇ ବୁଢ଼ୀ ରୁହନ୍ତି ବୋଲି। ତେବେ କିଛି ବର୍ଷ ପୂର୍ବରୁ ସେଠାରେ ଆଉ ଏକ ବେଲ ଗଛ ମଧ୍ୟ ରହୁଥିଲା। ତେବେ ଆଜକୁ ପ୍ରାୟ ୬ ବର୍ଷ ତଳେ ଗୋଟିଏ କମ୍ପାନୀ ସେହି ରାସ୍ତା ଦେଇ ରାସ୍ତା ନିର୍ମାଣ କରିବାର କଣ୍ଟ୍ରାକ କରିଥିଲେ। ମାତ୍ର ରାସ୍ତା ତିଆରି କରିବାରେ ଗଛ ସାଜିଥିଲା ବାଧକ ମାତ୍ର କିଛି କର୍ମଚାରୀ ଚାରି ସେହି ଗଛ କୁ କାଟିବାକୁ ଚେଷ୍ଟା କରିଥିଲେ ଆଉ ବେଲ ଗଛ କୁ କାଟି ଦେଇଥିଲେ।

ମାତ୍ର ଅଶ୍ୱସ୍ତ ଗଛ କୁ ଯେତେବେଳେ କାଟିବାକୁ ଚେଷ୍ଟା କଲେ ସେତେବେଳେ ତାଙ୍କର ସବୁ ମେସିନ ଖରାପ ହୋଇଗଲା ,ଖାଲି ଏତିକି ନୁହେଁ ବରଂ ଗଛ କାଟିବାକୁ ଆସିଥିବା ମିସ୍ତ୍ରୀ ଙ୍କ ମଧ୍ୟରେ ତିନି ଜଣଙ୍କର ଜୀବନ ମଧ୍ୟ ଚାଲିଗଲା। ଆଉ ଏହା ସାଙ୍ଗରେ କାମ ନେଇଥିବା କମ୍ପାନୀ ର ମାଲିକ ଙ୍କୁ ମଧ୍ୟ ସ୍ୱପ୍ନ ଆସିଲା ତେବେ ମା କୁନ୍ଥେଇ ବୁଢ଼ୀ ଙ୍କୁ ଭରସା କରି ବର୍ତ୍ତମାନ ସେହି କମ୍ପାନୀ ସେହି ଗଛ ମୂଳ ରେ ପୂଜାର୍ଚ୍ଚନା କରୁଛନ୍ତି ଆଉ ମନ୍ଦିର ମଧ୍ୟ ନିର୍ମାଣ ହେବ ବୋଲି ତାର କାମ ଆରମ୍ଭ ହୋଇଛି।

ତେବେ କମ୍ପାନୀ ପକ୍ଷରୁ ରାସ୍ତା କୁ ବୁଲେଇ ନିଆଯିବାର ଯୋଜନା କରାଯାଇଛି ମାତ୍ର ଗଛ ର କୌଣସି କ୍ଷତି କରାଯିବ ନାହିଁ ବୋଲି କହିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.