“ମୋ ଝିଅ ଶ୍ରୀୟା ଦୀର୍ଘ ୫ ବର୍ଷ ହେବ ଉଭୟ ମାନସିକ ଓ ଶାରୀରିକ ସ୍ତର ରେ ନିର୍ଯାତନା ସହି ଆସୁଛି। ଯଦି ଏହି ସମସ୍ୟା ର ସମାଧାନ ହେବା ର ଥିଲା ତେବେ ବହୁତ ଆଗରୁ ହୋଇ ସାରିଥାନ୍ତା ,ଆମେ ବହୁତ ଚେଷ୍ଟା କରିଛୁ। ସେ ଖ୍ରୀଷ୍ଟିଆନ ଜାଣି ମଧ୍ୟ ଆମେ ଝିଅ କୁ ବାହାଘର କରି ଥିଲୁ କାରଣ ସେମାନେ ପରସ୍ପର କୁ ଭଲ ପାଉଥିଲେ।
ମୁଁ କିନ୍ତୁ ଜାଣି ନାହିଁ ଏବେ କଣ ହେବ , ତାହା ମୋ ଝିଅ ଉପରେ ନିର୍ଭର କରେ”। ବନ୍ଧୁଗଣ ନିଜ ଝିଅ ଓ ଜ୍ବାଇଁ ଙ୍କ ବିବାଦ କୁ ନେଇ ଏହିପରି କହିଛନ୍ତି ହ୍ୟୁମାନ ସାଗର ଙ୍କ ଶଶୁର। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟ ରେ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଉଡ ର ସୁପର ଷ୍ଟାର ଗାୟକ ହ୍ୟୁମାନ ସାଗର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି। ତେବେ , ହ୍ୟୁମାନ ସାଗର ପତ୍ନୀ ଓ ତାଙ୍କର କୁନି ଝିଅ ସହ କଟକ ରେ ରୁହନ୍ତି। ତେବେ ପତ୍ନୀ କହିଛନ୍ତି କି ହ୍ୟୁମାନ ସାଗର ତାଙ୍କୁ ଓ ଝିଅ କୁ ଭଲ ପାଆନ୍ତି ନାହିଁ ଏବଂ ପ୍ରାୟ ଗୀତ ଗାଇ ଫେରିବା ପରେ ସେ ମଦ୍ୟପାନ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କୁ ସେ ବହୁତ ମାର ପିଟ କରନ୍ତି ଯାହାକୁ ନେଇ ବର୍ତ୍ତମାନ ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରୀୟା ଥାନା ରେ ଅଭିଯୋଗ କରିଛନ୍ତି।ତେବେ ଏହା ପରେ ସାମ୍ନା କୁ ଆସିଥିଲା ସବୁ ଘଟଣା।
ତେବେ ଏହା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବା ରେ ଲାଗିଛି। ମାତ୍ର ବର୍ତ୍ତମାନ ହ୍ୟୁମାନ ସାଗର ଙ୍କ ଶଶୁର ତଥା ଶ୍ରୀୟା ଙ୍କ ବାପା ଙ୍କ ର ମତ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ତେବେ ଶ୍ରୀୟା ଙ୍କ ବାପା କହିଛନ୍ତି କି ,ଝିଅ ଶ୍ରୀୟା ହ୍ୟୁମାନ ଙ୍କୁ ଭଲ ପାଉଥିଲା ବୋଲି ସେମାନେ ତାଙ୍କର ବାହାଘର ତା ସହ କରିଥିଲେ ।ଏହା ଜାଣିଥିଲେ କି ସେ ଅନ୍ୟ ଧର୍ମ ର ବୋଲି। ମାତ୍ର ମୋ ଝିଅ ଶ୍ରୀୟା ଦୀର୍ଘ ୫ ବର୍ଷ ହେବ ଉଭୟ ମାନସିକ ଓ ଶାରୀରିକ ସ୍ତର ରେ ନିର୍ଯାତନା ସହି ଆସୁଛି। ଯଦି ଏହି ସମସ୍ୟା ର ସମାଧାନ ହେବା ର ଥିଲା ତେବେ ବହୁତ ଆଗରୁ ହୋଇ ସାରିଥାନ୍ତା ,ଆମେ ବହୁତ ଚେଷ୍ଟା କରିଛୁ।
ସେ ଖ୍ରୀଷ୍ଟିଆନ ଜାଣି ମଧ୍ୟ ଆମେ ଝିଅ କୁ ବାହାଘର କରି ଥିଲୁ କାରଣ ସେମାନେ ପରସ୍ପର କୁ ଭଲ ପାଉଥିଲେ। ମୁଁ କିନ୍ତୁ ଜାଣି ନାହିଁ ଏବେ କଣ ହେବ , ତାହା ମୋ ଝିଅ ଉପରେ ନିର୍ଭର କରେ।ଏହା ପରେ ସେ କହିଛନ୍ତି କି ମୁଁ ଜାଣି ନାହିଁ ତାଙ୍କ ଭିତରେ ତୃତୀୟ ବ୍ୟକ୍ତି କେହି ଅଛନ୍ତି କି ନାହିଁ ବୋଲି , ମାତ୍ର ଝିଅ ଯାହା ନିଷ୍ପତ୍ତି ନବ ଆମେ ସେଥିରେ ଖୁସି। ତେବେ ଏପଟେ କିନ୍ତୁ ହ୍ୟୁମାନ କହିଛନ୍ତି କି ତାଙ୍କର ସ୍ତ୍ରୀ ଓ ଛୁଆ ଦୁହେଁ ଦରକାର ବୋଲି। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।