ବନ୍ଧୁମାନେ ଆପଣ ମାନେ ସମସ୍ତେ ଜାଣିଛନ୍ତି ବ୍ରହ୍ମପୁର ର କେ ଦୀପିକାଙ୍କୁ, ଯିଏ ଆଜକୁ କେତେ ମାସ ହେଲାଣୀ ନିଜ ଅଧିକାରୀ ପାଇଁ ଦିନେଶ ଙ୍କର ଘର ଆଗରେ ବସିଛନ୍ତି ।ଖରା ବର୍ଷା ଯାଇ ଶୀତ ଆସିଲାଣି କିନ୍ତୁ ଆଜି ବି ସେ ହାର ମାନି ନାହାନ୍ତି, କିନ୍ତୁ ନିକଟରେ ଏକ ସୂଚନା ମିଳିଛି କି ଦିନେଶ କୁଆଡେ ନିଜ ପୁଅକୁ ଦେଖା କ୍ରିୟାବକୁ ଆସିଥିଲେ ।ତେବେ ଏହି ଘଟଣାରେ କଣ ସତ କିଛି ରହିଛି ଯଦି ହଁ ତେବେ ଦୀପିକାଙ୍କ ଦୁଃଖର ସମୟ ଏବେ ସରିଗଲା ।
ତେବେ ଆଜିର ପ୍ରେମ ହେଉଛି ଶାରୀରିକ ଇଚ୍ଛା ପୂର୍ତ୍ତି ର ଏକ ମାଧ୍ୟମ ଆଉ ତାହା ହାସଲ ହେଇଗଲା ପରେ କେହି କାହାକୁ ଚିହ୍ନୁ ନାହାନ୍ତି ।
ତେବେ ଦୀପିକା କିଛି ବର୍ଷ ଆଗରୁ ଦିନେଶ ର ଏମିତି ଏକ ମିଛ ପ୍ରେମରେ ପଡ଼ି ଯେଉଁ ଭୁଲି କରିଥିଲେ ତାହାର ଆଜି ଭରଣ କରୁଛନ୍ତି ।କାରଣ ପ୍ରେମ ଥିଲା ହେଲା ସୀମା ପାର କରି ଉଭୟଙ୍କ ଭିତରେ ସମ୍ପର୍କ ଘନିଷ୍ଠ ହେଲା ଆଉ ଶେଷରେ ପିଲାଟିଏ ଜନ୍ମ କଲେ ଦୀପିକା ।କିନ୍ତୁ ସେତେବେଳେ ଦୁରେଇ ଗଲେ ଦିନେ ଆଉ ଆଜି ପୁଅ ବଡ଼ ହେବାକୁ ବସିଲାଣି ତା ପାଇଁ ବାପା ର ପରିଚୟ ଦରକାର ତେଣୁ ଆଉ ଚୁପ ନରହି ଅଧିକାର ପାଇଁ ଲଡେଇ କରୁଛନ୍ତି ଦୀପିକା ।
ଆଉ ସେହି ଭିତରେ ଏକ ଖୁସିର କଥା ଦେଖିବାକୁ ମିଳିଛି, ତେବେ ସୂଚନା ଅନୁଯାୟୀ ଏତେ ଦିନ ପରେ ଦିନେଶ ଆସିଛନ୍ତି ନିଜ ପୁଅ ପାଖକୁ ।ତେବେ ସେ ପୁଅ ପାଇଁ ଚକେଲେଟ ଆଣିବା ସହିତ ପୁଅକୁ ଧରି ବହୁତ ଗେଲ କରିଥିଲେ ଆଉ ପୁଅ କୋଳରେ ଧରି କହିଥିଲେ ବାପା ଆଉ ତୋତେ ଛାଡ଼ି କୁଆଡେ ଯିବ ନାହିଁ ।ଆଉ ଏହି ଘଟଣା ପରେ ଦୀପିକାଙ୍କ ମୁହଁରେ ବି ହସ ଫୁଟି ଆସିଥିଲା ଆଉ ସମସ୍ତେ ଖୁସି ହେଇଥିଲେ କାରଣ ଏବେ ନିଶ୍ଚିତ ଦୀପିକାଙ୍କ ଲଡେଇ ର ଅନ୍ତ ହେବ ।କିନ୍ତୁ ତାପରେ କିଛି ଅଲଗା ଘଟିଲା ।
ତେବେ ଯଦି ଦିନେଶ ପୁଅକୁ ଦେଖା କରିବା ପାଇଁ ଆସିଥିଲେ ତେବେ କାହିଁକି ମହିଳା କମିଶନ ଡାକିଥିବା ଅଫିସ କୁ ଆସିଲେ ନାହିଁ ଦିନେଶ ।ତେବେ ଭୁବନେଶ୍ୱର ମହିଳା କମିଶନ ତରଫରୁ ଉଭୟ ଦୀପିକା ଓ ଦିନେଶ କୁ ସେଠାକୁ ଯିବା ପାଇଁ ତାରିଖ ଦିଆଯାଇଥିଲା ।ଆଉ ଦୀପିକା ଯାଇ ବହୁତ ଅପେକ୍ଷା କରିଥିଲେ ଦିନେଶ ର କିନ୍ତୁ ଦିନେଶ ର ଦେଖା ନଥିଲା। ଆଉ ଶେଷରେ ପୁଣି ବାଧ୍ୟ ହେଇ ଗଞ୍ଜାମ ଫେରି ଆସିଥିଲେ ଦୀପିକା ଆଉ ଏବେ ବି ଦିନେଶ ଙ୍କ ଘର ଆଗରେ ବସିଛନ୍ତି ।ତେବେ ଦିନେଶ ଙ୍କର ଏମିତି ପୁଆ ପାଖକୁ ଆସିବା କିନ୍ତୁ ମହିଳା କମିଶନ ନଯିବା ପଛରେ କଣ କାରଣ ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।