Daily news update , Real odisha local news

New Twist – ଶେଷରେ ହେଲା କି ସମାଧାନ ! ଅଧରାତିରେ ଦୀପିକାର ଟେଣ୍ଟ ପୋଡ଼ିଦେଲେ !… ଦେଖନ୍ତୁ Video

0 6,371

ଦେଖୁ ଦେଖୁ ମାସ କୁ ମାସ ଗଡି ଚାଲିଛି , ନିଜ ପୁଅ କୁ ବାପର ପରିଚୟ ଦେବା ଲାଗି ସ୍ୱାମୀ ଘର ଆଗରେ ଧାରଣା ରେ ବସିଛନ୍ତି ଦୀପିକା। କିନ୍ତୁ ଆଜି ଯାଏ ମିଳିଲାନି ସମାଧାନ ର ରାସ୍ତା ତା ଉପରେ ବଢି ଚାଲିଛି ଦୀପିକା ଙ୍କ ଉପରେ ନିର୍ଯ୍ୟାତନା ର ଭାର। ମାତ୍ର ବର୍ତ୍ତମାନ ଏହି ମାମଲା ରେ ଉତେଜନା ସୃଷ୍ଟି ହୋଇଛି।

ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି। ଯାହା ସୂଚନା ରହିଛି କି ଗତକାଲି ରାତିରେ ଦୀପିକା ଙ୍କ ଟେଣ୍ଟ ପୋଡି ଜାଳି ନଷ୍ଟ କରି ଦେଇଛନ୍ତି। ତେବେ ଏହା କୁ ନେଇ ଦୀପିକା ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ।

ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ ଯେ ବ୍ରହ୍ମପୁର ର ଦିନେଶ ଦୀପିକା ଙ୍କୁ ପ୍ରେମ କରି ବିବାହ କରିଥିଲେ ଆଉ ତାଙ୍କୁ ବର୍ତ୍ତମାନ ୧୮ ମାସ ର ଗୋଟିଏ କୁନି ପୁଅ ଅଟେ। ମାତ୍ର ଦିନେଶ ତାଙ୍କୁ ଧକ୍କା ଦେଇ ଅନ୍ୟତ୍ର ବିବାହ କରିବାକୁ ଚଂହୁଥିଲେ। ଏହାକୁ ଅଟକାଇବା ପାଇଁ ଦିନେଶ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି ଦୀପିକା ଏବଂ ନିଜ ପାଇଁ ତଥା ନିଜ ପୁଅ ପାଇଁ ନ୍ୟାୟ ଦାବି କରୁଛନ୍ତି। ମାତ୍ର ସମୟ ର ଗତି ଅନୁସାରେ ଏହି ଘଟଣା ଦିନ କୁ ଦିନ ଜଟିଳ ହେବାକୁ ଯାଉଥିବା ଦେଖିବାକୁ ମିଳୁଛୁ। ତେବେ ସମୟ କହିବ ଦୀପିକା ଙ୍କୁ ନ୍ୟାୟ ମିଳିବ କି ନାହିଁ।

ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ଗତକାଲି ବିଳମ୍ବିତ ରାତି ସମୟ ରେ ଦୀପିକା ଙ୍କ ଟେଣ୍ଟ କୁ ନିଆଁ ଲଗାଇ ଦିଆଯାଇ ଥିଲା ଆଉ ତାହାକୁ ପୋଡି ଜାଳି ନଷ୍ଟ କରି ଦିଆଯାଇଛି। ତେବେ ଭାଗ୍ୟ ଭଲ ଥିଲା କି ଦୀପିକା ସେଠାରୁ ଅଳ୍ପକେ ବର୍ତୀ ଜାଣିଛନ୍ତି। ତେବେ ଏ ବିଷୟ ରେ ଦୀପିକା କହିଛନ୍ତି ଯେ ପ୍ରଥମ ରୁ ଆଜି ଯାଏ ସବୁ ଦିନ ମୋ ସହ ଅକଥନୀୟ ଅତ୍ୟାଚାର ହେଉଛି। କେତେ ବେଳେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ମୋ ଭାଗ୍ୟ ଭଲ ଥିଲା କି ମୁଁ ବଞ୍ଚିଗଲି।

କିନ୍ତୁ ମୁଁ କହି ରଖୁଛି ମୋତେ ଯାହା କହୁଚ କୁହ ମୁଁ କିନ୍ତୁ ଏଠାରୁ ହଳିବି ନାହିଁ। ମୋ ପୁଅ କୁ ବାପ ର ପରିଚୟ ମୁଁ ନିଶ୍ଚିତ ଦେବୀ।ମୋତେ ଯେତେ ଯାହା କଲେ ବି ମୁଁ ଧାରଣା ରୁ ଉଥିବି ନାହିଁ ମୋତେ ନ୍ୟାୟ ଦରକାର ମୋ ପୁଅ କୁ ଏକ ପରିଚୟ ମୁଁ ଦେଇକି ହିଁ ରହିବି। ଆଗରୁ ମଧ୍ୟ ମୋ ଟେଣ୍ଟ ସେମାନେ ଚିରି ଦେଇଥିଲେ ଆଉ ଆଜି ଟେଣ୍ଟ ପୋଡି ଦେଲେ କିନ୍ତୁ ମୁଁ ହାର ମାନିବି ନାହିଁ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।ତେବେ ଦେଖା ଯାଉ କେବେ ଦୀପିକା ଙ୍କୁ ନ୍ୟାୟ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.