NEWS Kalinga Gananatya Stage ରେ ସୁପରଷ୍ଟାର ସିନ୍ଧାନ୍ତ ମହାପାତ୍ର କଲେ କମାଲ… ମାତ୍ର 4 ଘଣ୍ଟାରେ 27K ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।
ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ଆପଣ ମାନେ ଦେଖୁଥିବେ କି ଆମ ଅଭିନେତା ଓ ଅଭିନେତ୍ରୀ ମାନେ ସିନେମା ସହ ଯାତ୍ରା ମଞ୍ଚ ରେ ମଧ୍ୟ ଦେଖା ଯାଉଛନ୍ତି।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କାରଣ ସିଦ୍ଧାନ୍ତ ମହାପାତ୍ର ଙ୍କୁ ପ୍ରଥମ ଥର ଯାତ୍ରା ମଞ୍ଚ ରେ ଦେଖିବା କୁ ମିଳିଛି ଆଉ ସେଠାରେ ସେ ଦର୍ଶକ ମାନଙ୍କ ସହ ବେଶ ଖୁସି ମଜା ମଧ୍ୟ କରିଛନ୍ତି।
ତେବେ ବନ୍ଧୁଗଣ ଆପଣ ମାନେ ଆମ ଏଭର ଗ୍ରୀନ ଓଲିଉଡ ଅଭିନେତା ତଥା ଓଡ଼ିଆ ର କୋଣ ଅନୁକୋଣ ରେ ଓ ଘରେ ଘରେ ପରିଚିତ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ତେବେ ସେ ଏହି ପରି ଜଣେ ଅଭିନେତା ଯାହାଙ୍କ ର ଅଭିନୟ ଦେଖିଲେ ଆପଣ ଙ୍କୁ ଜୀବନ୍ତ ଲାଗିଯାଏ ତାଙ୍କର ଡ୍ୟାନ୍ସ ଠାରୁ ଆରମ୍ଭ କରି କମେଡି ଏମିତି କି ତାଙ୍କର ନେଗେଟିଭ କ୍ୟାରେକଟର ମଧ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥାଏ। ତେବେ ତାଙ୍କୁ ଆମେ ସବୁବେଳେ ସିନେମା ରେ ଦେଖିବା କୁ ପାଇଥାଉ ,ମାତ୍ର ପ୍ରଥମ ଥର ସେ ଯାତ୍ରା ମଞ୍ଚ ରେ ଦେଖିବା କୁ ମିଳିଛନ୍ତି।
ଏବଂ ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି କି, ଅଭିନେତା ସିଦ୍ଧାନ୍ତ ଯାତ୍ରା ମଞ୍ଚ ରେ ଛିଡା ହୋଇଛନ୍ତି ଯାହାଙ୍କୁ ଦେଖିବା ପାଇଁ ଲୋକଙ୍କ ର ଭିଡ଼ ଲାଗିଛି। ଆଉ ପ୍ରଥମେ ସେ ସମସ୍ତ ଙ୍କୁ ନମସ୍କାର କରିଛନ୍ତି ଆଉ ତା ପରେ ତାଙ୍କର ଅଭିନୟ ର ଯାଦୁ ଦେଖାଇ ଛନ୍ତି। ତେବେ ଅଭିନୟ କରି ସାରିବା ପରେ ସେ କିଛି ସମୟ ଦର୍ଶକ ମାନଙ୍କ ସହ କଥା ହୋଇଛନ୍ତି।
ଆଉ ଏହା ପରେ ତାଙ୍କର ସୁନ୍ଦର କଣ୍ଠ ରେ ଗୋଟିଏ ଗୀତ ଗାଇଛନ୍ତି ଏବଂ ଲୋକ ଙ୍କୁ ଏଣ୍ଟଟେନମେଣ୍ଟ କରାଇଛନ୍ତି ଏବଂ ଏକ ଭିନ୍ନ ମାହଲ ସେଠାରେ ସୃଷ୍ଟି କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।