Daily news update , Real odisha local news

Niharika Dash – ଶୀତ ଦିନେ ତ୍ୱଚାରେ ହଳଦୀ ପାଣିରେ କରନ୍ତୁ ଏହି କାମ ଚେହେରା ସବୁଦିନ ପାଇଁ ଚମକୁଥିବ ଜାଣନ୍ତୁ ଏହି ସୁନ୍ଦର ଟିପ୍ସ ସମ୍ପର୍କରେ

0 3,299

ବନ୍ଧୁମାନେ ସବୁ ସମୟରେ ଆପଣଙ୍କ ଫେସ ଅପେକ୍ଷା ସହିତ ଦିନେ ଫେସରେ ଅଧିକ ଯତ୍ନ ନେବାକୁ ପଡିଥାଏ । ଶୀତଦିନେ ମୁହଁ ଶୁଖିଲା ପଡ଼ିଯାଏ ଆଉ ମୁହଁରେ ଡେଡ଼ ସେଲ ରହି ବ୍ରଣ ବାହାରିଥାଏ ।ତେବେ ଏସବୁ ସମାଧାନ ପାଇଁ ଆମେ କିଛି ଏମିତି ଘରୋଇ ଫେସ୍ୱାସ୍ ବିଷୟରେ କହିବୁ ଯାହା ବ୍ୟବହାର କଲେ ଶିତଦିନେ ବି ଆପଣଙ୍କ ତ୍ୱଚା ହୀରା ପ୍ରି ଚମକୀବ ।ତେବେ ଆସନ୍ତୁ ଜାଣିବା ସେହି କେତୋଟି ଫେସ୍ୱାସ୍ ବିଷୟରେ ।

ପ୍ରଥମ ରିମେଡି-

ଆବଶ୍ୟକ ସାମଗ୍ରୀ:-

ମହୁ,ଆଲମଣ୍ଡ ତେଲ,ଗଲିସେରିନ,କଫି ପାଉଡର ଓ ଏଲୋଭେରା ଜେଲ ।

ଫେସ୍ୱାସ୍ ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ଆପଣ ଗୋଟିଏ ଗ୍ରାଇଣ୍ଡର ଜାରରେ 3 ଚାମୁଚ ମହୁ,2 ଚାମୁଚ ଆଲମଣ୍ଡ ତେଲ, 2 ଚାମୁଚ ଗଲିସେରିନ, ଅଧା ଚାମୁଚ କଫି ପାଉଡର ଓ 2 ଚାମୁଚ ଏଲୋଭେରା ଜେଲ କୁ ନେଇ ଗ୍ରାଣ୍ଡିଂ କରି ନିଅନ୍ତୁ ।ଏହାପରେ ସେହି ପେଷ୍ଟରେ ଆପଣ ନିଜ ବ୍ୟବହାର କରୁଥିବା ଫେସ୍ୱାସ୍ ରୁ 2 ଚାମୁଚ ମିଶାଇ ଦିଅନ୍ତୁ ତାପରେ ଆପଣଙ୍କ ଫେସ୍ୱାସ୍ ତିଆରି ହେଇଯିବ ।ଏହାକୁ ଆପଣ ଗୋଟିଏ ବୋତଲ ରେ ପୁରେଇ ରଖି ପାରିବେ ।

ଫେସ୍ୱାସ୍ ର ବ୍ୟବହାର:-

-ତେବେ ଆପଣ ନୀତିଦିନ ଯେମିତି ଫେସ୍ୱାସ୍ ବ୍ୟବହାର କରନ୍ତି ସେମିତି ଲଗାନ୍ତୁ ତେବେ ଏହା ସ୍କର୍ବ ଓ ଫେସ୍ୱାସ୍ ର କାମ କରିବ ।ଆଉ ଶୀତଦିନେ ତ୍ୱଚା କୁ ରୁକ୍ଷ କରିବ ନାହିଁ, ତେବେ ଏହା ସବୁ ପ୍ରକାରର ସ୍କିନରେ ଲଗେଇ ପାରିବେ ।

ଦ୍ଵିତୀୟ ରିମେଡି

ଆବଶ୍ୟକ ସାମଗ୍ରୀ:-

ମୂଲତାନି ମାଟି,ନିମ ପାଉଡର, ବେଶନ,ହଳଦୀଗୁଣ୍ଡ, କ୍ଷୀର

ଫେସ୍ୱାସ୍ ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ପାଇଁ ଗୋଟିଏ ପାତ୍ର ରେ 2 ଚାମୁଚ ମୂଲତାନି ମାଟି, 2ଚାମୁଚ ବେଶନ,ଏକ ଚାମୁଚ ନିମ ପାଉଡର ଓ ଅଧା ଚାମୁଚ ହଳଦୀଗୁଣ୍ଡ ନେଇ ଭଲକରି ମିଶେଇ ଦିଅନ୍ତୁ ।ତାପରେ ଆପଣଙ୍କ ର ଏହି ଫେସ୍ୱାସ୍ ପାଉଡର ରେଡି ହେଇଯିବ ।

ଫେସ୍ୱାସ୍ ର ବ୍ୟବହାର:-

-ଏହି ଗୁଣ୍ଡରୁ ଏକ ଚାମୁଚ ନେଇ ସେଥିରେ ଅଳ୍ପ କ୍ଷୀର ମିଶାଇ ନିଜ ଫେସରେ ବ୍ୟବହାର କରନ୍ତୁ ।ତେବେ ଫେସରେ ଥିବା ବ୍ରଣ ଦାଗ ସବୁ ଭଲ ହେଇଯିବ, ଡ୍ରାଇ ସ୍କିନ ପାଇଁ ଏହା ବହୁତ ଭଲ ଅଟେ ।

ତୃତୀୟ ରିମେଡି-

ଆବଶ୍ୟକ ସାମଗ୍ରୀ:-

କ୍ଷୀର,କଟନ ପେଡ

ଫେସ୍ୱାସ୍ ର ବ୍ୟବହାର:-

-ଏହି ଫେସ୍ୱାସ୍ ପାଇଁ ଆପଣଂକୁ କିଛି ବିଶେଷ କଷ୍ଟ କରିବାକୁ ପଡିବ ନାହିଁ ତେବେ 2 ରୁ 3 ଚାମୁଚ କ୍ଷୀର ନିଅନ୍ତୁ ଆଉ ସେଥିରେ ଏକ କଟନ ପେଡ ପକାଇ ଧୀରେ ଧୀରେ ନିଜ ମୁହଁରେ ଲଗାନ୍ତୁ ।ତେବେ ଭଲ କରି ମୁହଁରେ କ୍ଷୀର ଲଗାଇ ସରିବା ପରେ ଫେସକୁ ସେମିତି ଛାଡି ଦିଅନ୍ତୁ ଆଉ ମୁହଁ ଶୁଖି ଗଲା ପରେ ଓଦା କପଡ଼ାରେ ଭଲ କରି ପୋଛି ଦିଅନ୍ତୁ ।ତେବେ କ୍ଷୀର ବ୍ୟବହାର କରିବା ଯୋଗୁ ମୁହଁ ଶୀତ ଦିନେ ରୁକ୍ଷ ହୁଏ ନାହିଁ ଆଉ ଗ୍ଲୋ ବଡ଼ିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.