Daily news update , Real odisha local news

ନିଜ ଅଜବ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେଲେ ପ୍ରିୟଙ୍କା ଚୋପ୍ରା (Priyanka Chopra), Photo ଭାଇରାଲ…

0 9,380

ସୋସିଆଲ ମିଡ଼ିଆ ରେ ସବୁବେଳେ ସେଲିବ୍ରେଟି ମାନେ ନଜି ନଜିର ଫୋଟ , ଆଲବମ ତଥା ଡ୍ରେସିଂ ଷ୍ଟାଇଲ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି। ଏମାନେ ଭିନ୍ନ ଭିନ୍ନ ଷ୍ଟାଇଲ ର ଡ୍ରେସ ପିନ୍ଧିବା କୁ ପସନ୍ଦ କରନ୍ତି, ମାତ୍ର ଅନେକ ସମୟରେ ନିଜ ଡ୍ରେସ କୁ ନେଇ ଚର୍ଚ୍ଚା ରେ ରହିବା ସହ ଲଜ୍ଜିତ ମଧ୍ୟ ହୋଇଥାନ୍ତି।

ତେବେ ସେଲିବ୍ରେଟି ମାନଙ୍କ ମଧ୍ୟରୁ ବଲିଉଡ ଇନ୍ଦ୍ରଷ୍ଟ୍ରି ର ଅଭିନେତ୍ରୀ ମାନେ ସବୁଠାରୁ ଅଧିକ ଟ୍ରଲ ହୋଇଥାନ୍ତି। ତେବେ ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କ ସହ କିଛି ଏପରି ହୋଇଥିଲା।ତେବେ ଆସନ୍ତୁ ଜାଣିବା କଣ ହୋଇଥିଲା ପ୍ରିୟଙ୍କା ଙ୍କ ସହ।

ତେବେ ବଲିଉଡ ର ସେକ୍ସି ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କ ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ, ସେ ତାଙ୍କର ସୁନ୍ଦରତା ଏବଂ ଆକର୍ଷଣୀୟ ଅଭିନୟ ପାଇଁ ଲୋକ ଙ୍କ ମନରେ ରାଜ କରି ଆସୁଛନ୍ତି।ସେ ତାଙ୍କ ଅଭିନୟ ଇଂରାଜୀ ବା ହଲିଉଡ଼ ଫିଲ୍ମ ରେ ମଧ୍ୟ କରିଛନ୍ତି, ଆଉ ଭିନ୍ନ ଭିନ୍ନ ଷ୍ଟାଇଲ ରେ ଡ୍ରେସ ପିନ୍ଧିବା କୁ ତାଙ୍କୁ ବହୁତ ଭଲ ଲାଗେ। ସେ ଇଂଲିଶ ଗାଇକ ନିକ ଙ୍କୁ ୨୦୧୮ ମସିହାରେ ବିବାହ କରିଛନ୍ତି।

ତେବେ ବର୍ତ୍ତମାନ ପ୍ରିୟଙ୍କା ପୁଣି ଥରେ ତାଙ୍କର ଏକ ଭିଡ଼ିଓ କୁ ନେଇ ପବ୍ଲିକ ଟ୍ରଲ ର ସ୍ୱୀକାର ହୋଇଛନ୍ତି। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପ୍ରାୟ ଚର୍ଚ୍ଚା ର ବିଷୟ ରହିଛି।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ପ୍ରିୟଙ୍କା ଇଂରାଜୀ ଗାଇକ ନିକ ଜେନ୍ସ ଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହ ପରେ ଉଭୟ ପତି ପତ୍ନୀ ଙ୍କର ଅନେକ ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥାଏ। ଆଉ ତାଙ୍କର ପ୍ରଶଂସକ ମାନେ ତାହାକୁ ପସନ୍ଦ କରିଥାନ୍ତି ମଧ୍ୟ।କିନ୍ତୁ ଏହି ଭିଡିଓ ଟିକୁ ସମସ୍ତେ ନିନ୍ଦା କରିଛନ୍ତି ଏବଂ ପ୍ରିୟଙ୍କା ମଧ୍ୟ ଲଜ୍ଜିତ ଅନୁଭବ କରିଛନ୍ତି।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ ପ୍ରିୟଙ୍କା ତାଙ୍କ ସ୍ୱାମୀ ଙ୍କ ସହ ଯାଉଥିବା ବେଳେ ଅତ୍ୟନ୍ତ ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧିଥିଲେ ଆଉ ଚାଲିବା ସମୟ ରେ ତାଙ୍କର ଅନ୍ତରଙ୍ଗ ଅଙ୍ଗ ଦେଖା ଯାଉଥିଲା। ଟ୍ରବେ ନିଜ ଇଜତ କୁ ବଞ୍ଚାଇବା ପାଇଁ ସେ ନିଜ ହ୍ୟାଣ୍ଡ ବ୍ୟାଗ ସାହାଯ୍ୟ ରେ ତାକୁ ମ୍ୟାନେଜ କରି ନେଇଥିଲେ। ମାତ୍ର ଏହି ଘଟଣା ଟି କ୍ୟାମେରା ରେ କଏଦ ହୋଇଥିଲା ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗୁଛି। ତେବେ ଏହାକୁ ନେଇ ସେ ପବ୍ଲିକ ଟ୍ରଲ ର ସ୍ୱୀକାର ମଧ୍ୟ ହୋଇଥିଲେ।

ତେବେ ଏହା ପ୍ରଥମ ଥର ନୁହେଁ, ବରଂ ପ୍ରିୟଙ୍କା ତାଙ୍କର ଡ୍ରେସିଂ ଷ୍ଟାଇଲ କୁ ନେଇ ଅନେକ ଥର ଲଜ୍ଜିତ ହୋଇଥାନ୍ତି।କିଛି ଦିନ ତଳେ ସ୍ୱାମୀ ଙ୍କ ସହ ଯାଉଥିବା ବେଳେ ସେ ଏହିପରି ଏକ ଡ୍ରେସ ପିନ୍ଧିଥିଲେ ।ଆଉ ସେ ଡ୍ରେସ ପାଇଁ ନିଜେ ଲଜ୍ଜିତ ହେବା ସହ ଯେମିତି ସେମିତି କରି ନିଜ ଇଜ୍ଜତ କୁ ବଞ୍ଚାଇ ଥିବା ର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.