ବନ୍ଧୁମାନେ ବହୁତ ସମୟରେ ସେଲିବ୍ରେଟି ମାନଙ୍କୁ ନେଇ ଅନେକ ଭିଡ଼ିଓ ଦେଖିବାକୁ ମିଳିଥାଏ ।ତେବେ ନିକଟରେ ଗୋବିନ୍ଦା ଙ୍କ ହୋସ ଉଡେଇଛି ତାଙ୍କ ଡୁପ୍ଲିକେଟ ।ତେବେ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଗୋବିନ୍ଦା ନିଜ ପ୍ରି ଦେଖା ଯାଉଥିବା ତାଙ୍କ ଡୁପ୍ଲିକେଟ କୁ ଦେଖିବା ପରେ ବିଶ୍ୱାସ କରିପାରୁ ନାହାନ୍ତି ।
ଅନ୍ୟପଟେ ଡୁପ୍ଲିକେଟ ଜଣଙ୍କ ଗୋବିନ୍ଦା ଙ୍କ ପାଖକୁ ଯାଇ ତାଙ୍କୁ ଫୁଲତୋଡ଼ା ଦେଇଛନ୍ତି ଯାହାକୁ ଗୋବିନ୍ଦା ଗ୍ରହଣ ବି କରିଛନ୍ତି ।ଆସୁ ଏହି ଭିଡ଼ିଓ କେ ନେଇ 90s ର ହିରୋ ନମ୍ବର 1 ଗୋବିନ୍ଦା ଖୁବ ଚର୍ଚ୍ଚାରେ ରହିଛନ୍ତି ।
ବନ୍ଧୁମାନେ 90 ଦଶକ ବଲିଉଡ ର ହିରୋ ଗୋବିନ୍ଦା ଙ୍କୁ କିଏ ବା ନଜାଣିଛି, କୁହାଯାଏ ସେ ଜଣେ ଏମିତି ହିରୋ ଯାହାଙ୍କ ସହିତ ହିରୋଇନ ମାନଙ୍କୁ ଡ୍ୟାନ୍ସ କରିବା ବହୁତ ମୁସ୍କିଲ ହେଇପଡେ ।ତେବେ ବର୍ତ୍ତମାନ ହୁଏତ ତାଙ୍କୁ ଖୁବ କମ ଫିଲ୍ମରେ ଦେଖିବାକୁ ମିଳୁଛି କିନ୍ତୁ ଆଜି ତାଙ୍କର ଫେନ କମିନାହାନ୍ତି ।ତେବେ ନିକଟରେ ତାଙ୍କୁ ତାଙ୍କର ଜଣେ ଫେନ ଭେଟିଥିଲେ ଯିଏ ଅବିକଳ ଗୋବିନ୍ଦା ଙ୍କ ପରି ଦେଖିବାକୁ ଅଟନ୍ତି ।ତେବେ କୁହାଯାଏ ଆମ ଦୁନିଆରେ ନିଜ ପରି 7 ଜଣ ଦେଖିବାକୁ ରହିଛନ୍ତି କିନ୍ତୁ ଏହି କଥାରେ କେତେ ସତ ଥାଏ ତାହା ଜଣ ନାହିଁ ହେଲେ ଗୋବିନ୍ଦା ଙ୍କ ଡୁପ୍ଲିକେଟ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେଇଛନ୍ତି ।
ତେବେ ଘଟଣା ଟି କିଛି ଏପରି ଥିଲା କି ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ସହିତ ଏଆରପୋର୍ଟ ରେ ଯାଉଥିଲେ ଆଉ ସେହି ସମୟରେ ଗୋବିନ୍ଦା ଙ୍କ ଆଗକୁ ଆସିଥିଲେ ତାଙ୍କ ଡୁପ୍ଲିକେଟ ।ତେବେ ସେହି ବ୍ୟକ୍ତି ଗୋବିନ୍ଦା ଙ୍କ ଜଣେ ବହୁତ ବଡ଼ ଫେନ ତେଣୁ ସେ ଗୋବିନ୍ଦା ଙ୍କୁ ଫୁଲତୋଡା ଦେଇଥିଲେ ଯାହାକୁ ଗୋବିନ୍ଦା ନେଇଛନ୍ତି ।ଏହାପରେ ସେହି ବ୍ୟକ୍ତି ଗୋବିନ୍ଦା ଙ୍କ ପାଦ ମଧ୍ୟ ଛୁଇଁ ଥିବାର ଦେଖିବାକୁ ମିଳିଛି ଉଭୟ ସେଲଫି ବି ନେଇଛନ୍ତି ।ଆଉ ଗୋବିନ୍ଦା ସେହି ବ୍ୟକ୍ତି ଭେଟି ବହୁତ ଖୁସି ଥିବାର ଜଣା ପଡିଛନ୍ତି ।ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରଲ ହେବାରେ ଲାଗିଛି ।
ତେବେ ଆପଣ ବି ଉଭୟଙ୍କୁ ଦେଖିଲେ କିଏ ରିଏଲ ଗୋବିନ୍ଦା ଜାଣି ପାରିବେ ନାହିଁ ତେବେ ଉଭୟଙ୍କ ର ଡ୍ରେସ ରୁ ଯାହା ଜଣା ପଡୁଥିଲା କିଏ ଅସଲି କିଏ ନକଲି ।ତେବେ ଏମିତି ବହୁତ ସମୟରେ ଅନେକ ଲୋକ ଜଣେ ଅନ୍ୟ ଜଣଙ୍କ ପରି ଦେଖାଯାନ୍ତି ଆଉ ସେତେବେଳେ ଆମେ ସମସ୍ତେ କନ୍ଫୟୁଜ ହେଇଯାଉ ।ତେବେ ଏହି ଭିଡ଼ିଓ ଏବେ ଭାଇରଲ ହେବା ପରେ ସମସ୍ତେ ଦୁହିଁଙ୍କୁ ଦେଖି ଖୁବ ଆଶ୍ଚର୍ଯ୍ୟ ହେଇଛନ୍ତି ।ଏହାଛଡା ଗୋବିନ୍ଦା ନିଜ ଫେନ ଙ୍କ ସହିତ ଏତେ ଭଲ ସମୟ ଦେଇ ଥିବର୍ୟ୍ଯ ଲୋକମାନେ ଗୋବିନ୍ଦା ଙ୍କୁ ପ୍ରଶଂସା ବି କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।