“ବ୍ରେକ ଅଫ ଇଜ ବେଟର ଦେନ ଲେଡି ଘୋଷ୍ଟ”।ଦିନେ ଏହିପରି ସମୟ ଥିଲା ମୁଁ ତାଙ୍କୁ ଭଲ ପାଉଥିଲି ଏବଂ ଆମର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା ମାତ୍ର ତା ପରେ ମଧ୍ୟ ମୁଁ ବ୍ରେକ ଅଫ କରି ଦେଇଥିଲି। ଏଥିରେ କିଏ ଠିକ କିଏ ଭୁଲ ତାହା ସମୟ କହିବ ଆଉ କିଛି କିଛି ଲୋକେ ସତ ଜାଣିଛନ୍ତି ମଧ୍ୟ।
ତେବେ ସବୁକିଛି ସମୟ ର ଖେଳ ଥିଲା ଆଉ ମୁଁ ସେହି ସମ୍ପର୍କ ରୁ ନିଜ କୁ ଦୁରେଇ ଦେଲି , ମୁଁ ଖୁସି ଅଛି ମଧ୍ୟ। ବନ୍ଧୁଗଣ ଏହା କହିଛନ୍ତି ରାଜ ରାଜେଶ ନିଜର ପ୍ରଥମ ପ୍ରେମ କାହାଣୀ କୁ ନେଇ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ସମ୍ପର୍କ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଯଦି ଦୁହେଁ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ହୋଇଥିବେ ଏବଂ ପରସ୍ପର ପ୍ରେମ ବିବାହ କରିଥିବେ, ତେବେ ତାଙ୍କର ବୈବାହିକ ସମ୍ପର୍କରେ କିଛି ବି ହେଲେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିବା ସାଧାରଣ ଅଟେ।
ତେବେ ଆପଣ ମାନେ ଜାଣିଥିବେ କି, କିଛି ବର୍ଷ ଆଗରୁ ଓଡିଆ ସିରିଏଲ ଇନ୍ଦ୍ରଷ୍ଟ୍ରି ରେ ଶ୍ରଦ୍ଧା ପାଣିଗ୍ରାହୀ ଏବଂ ରାଜ ରାଜେଶ ଙ୍କ ପ୍ରେମ କାହାଣୀ କୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା। ଦୁହିଁଙ୍କ ମଧ୍ୟରେ ନିର୍ବନ୍ଧ ମଧ୍ୟ ସମାପ୍ତ ହୋଇଥିଲା ମାତ୍ର ଏହା ପରେ ଦୁହିଁଙ୍କ ର ବ୍ରେକ ଅଫ ହୋଇଥିଲା। ଯାହାକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଥିଲା ମଧ୍ୟ। ତେବେ ଏନେଇ ପୂର୍ବରୁ ଶ୍ରଦ୍ଧା ମୁଁହ ଖୋଲିଥିଲେ ମାତ୍ର ସେହିପରି କିଛି କହି ନଥିଲେ ଖୋଲା ଖୋଲି ଭାବରେ। ମାତ୍ର ବର୍ତ୍ତମାନ ଏନେଇ ଅଭିନେତା ରାଜ ରାଜେଶ ମୁଁହ ଖୋଲି କହିଛନ୍ତି।
ତେବେ ରାଜ ରାଜେଶ କହିଛନ୍ତି କି, ମୁଁ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଙ୍କ ପୁଅ ,ତେଣୁ ତାଙ୍କ ର ସଂମାନ ମୁଁ ଆଗ ଦେଖେ ଆଉ ସେହିପରି କିଛି ସତ ଥିଲା ଯାହା ପାଇଁ ମୁଁ ବ୍ରେକ ଅଫ କରି ନେଲି। ବ୍ରେକ ଅଫ ଇଜ ବେଟର ଦେନ ଲେଡି ଘୋଷ୍ଟ”।ଦିନେ ଏହିପରି ସମୟ ଥିଲା ମୁଁ ତାଙ୍କୁ ଭଲ ପାଉଥିଲି ଏବଂ ଆମର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା ମାତ୍ର ତା ପରେ ମଧ୍ୟ ମୁଁ ବ୍ରେକ ଅଫ କରି ଦେଇଥିଲି। ଏଥିରେ କିଏ ଠିକ କିଏ ଭୁଲ ତାହା ସମୟ କହିବ ଆଉ କିଛି କିଛି ଲୋକେ ସତ ଜାଣିଛନ୍ତି ମଧ୍ୟ।କିନ୍ତୁ ମୁଁ ଏବେ ଖୁସି ରେ ଅଛି। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।