Daily news update , Real odisha local news

LIVE || No-1 ସିଙ୍ଗର ହ୍ୟୁମାନ୍ ସାଗର ହାଜର ହେଲେ ମହିଳା ଥାନାରେ “4ମାସ ହେଲା ସ୍ବାମୀ-ସ୍ତ୍ରୀ ଅଲଗା ରହୁଛନ୍ତି ସତ ଆସିଲା ସାମନ୍ନାକୁ ଦେଖନ୍ତୁ video

0 1,332

ମୋତେ ମୋ ସ୍ୱାମୀ ବହୁତ ମାରୁଛନ୍ତି, ଆଗପରି ଆଉ ସେ ଭଲ ପାଉ ନାହାଁନ୍ତି, ଶାରୀରିକ ଓ ମାନସିକ ନିର୍ଯ୍ୟାତନା ର ଶିକାର ହେବାକୁ ପଡୁଛି ମୋତେ ।ବନ୍ଧୁମାନେ ଘରୋଇ ହିଂସା କୁ ନେଇ ହ୍ୟୁମାନ ସାଗରଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ ।ଆଜିକାଲି ଆପଣ ଦେଖୁଥିବେ ଅନେକ ସେଲିବ୍ରେଟି ଙ୍କ ରିଏଲ ଲାଇଫ କୁ ନେଇ ଅନେକ ଖବର ଦେଖିବାକୁ ମିଳୁଛି ସୋସିଆଲ ମେଡିଆରେ ।

ତେବେ ବର୍ତ୍ତମାନ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର ଙ୍କ ପାରିପାରିକ କଳହ ଖୁବ ଭାଇରଲ ହେଉଛି ସୋସିଆଲ ମେଡିଆରେ ।

ତେବେ ଆପଣ ମାନେ ଜାଣିଛନ୍ତି ପ୍ରତି ଓଡ଼ିଆ ଙ୍କ ମନ ଜିତି ପାରିଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ।ଆଜି ରାସ୍ତା ଘାଟ ସବୁଆଡେ ତାଙ୍କରି ଗୀତ ଶୁଣିବାକୁ ମିଳିଥାଏ ।ତେବେ ପ୍ରତ୍ୟେକ ଓଡ଼ିଆ ତାଙ୍କର ଗୀତ କୁ ଖୁବ ଭଲପାଇବା ଦେବା ସହିତ ତାଙ୍କୁ ବି ଖୁବ ପସନ୍ଦ କରନ୍ତି ।ତେବେ ହ୍ୟୁମାନ ବହୁତ କମ ନଜର ଆସିଥାନ୍ତି ନିଜ ପରିବାର ସହିତ କିନ୍ତୁ ସମସ୍ତେ କହନ୍ତି କି ତାଙ୍କ ପାରିବାରିକ ଜୀବନ ବି ଖୁବ ଭଲ ଅଟେ ।ହେଲେ ବର୍ତ୍ତମାନ ଯେଉଁ ଘଟଣା ସାମ୍ନା କୁ ଆସିଛି ତାହା ସମସ୍ତଙ୍କ ଭାବନା କୁ ବଦଳାଇ ଦେଇଛି ।କାରଣ ଏଠାରେ ହ୍ୟୁମାନ ଙ୍କ ସ୍ତ୍ରୀ ନିଜେ ସ୍ୱାମୀର କାରନାମା କୁ ପୋଲିସ ଆଗରେ ଖୋଲିଛନ୍ତି ।

ସୋସିଆଲ ମେଡିଆରେ ଏକ ଭିଡ଼ିଓ ଖୁବ ଜୋର ଧରିବାରେ ଲାଗିଛି, ତେବେ ଭିଡ଼ିଓରେ କୁହାଯାଉଛି କି ସ୍ୱାମୀ ହ୍ୟୁମାନ ସାଗର ଙ୍କ ନାଁରେ ଷ୍ଟେଇ ଆଣିଲେ ଅଭିଯୋଗ ।ଆଉ ଏତିକି ନୁହେଁ ବରଂ ତାଙ୍କ ସ୍ତ୍ରୀ ନିଜେ ପୋଲିସ ଆଗରେ କହିଛନ୍ତି କି ଉଭୟଙ୍କର ସମ୍ପର୍କ ଆଗ ପରି ଆଉ ନାହିଁ ।ବହୁତ ଦିନରୁ ହ୍ୟୁମାନ ନିଜ ସ୍ତ୍ରୀ ଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଇ ଆସୁଛନ୍ତି ।ତେବେ ବର୍ତ୍ତମାନ ସ୍ତ୍ରୀତଙ୍କ ବାପଘର ବାଲେଶ୍ଵର ରେ ରହିଥିବା ବେଳେ ହ୍ୟୁମାନ କଟକ ରେ ରହୁଛନ୍ତି ।ତେବେ ସ୍ତ୍ରୀ ଭାବିଥିଲେ କିଛିଦିନ ଦୁରେଇ ରହିଲେ ବୋଧେ ସବୁକିଛି ଠିକ ହେଇଯିବ କିନ୍ତୁ ସେମିତି କିଛିବି ଘଟିଲା ନାହିଁ ।

ତେବେ ଶେଷରେ ହ୍ୟୁମାନ ଙ୍କ ସ୍ତ୍ରୀ ବାଧ୍ୟ ହେଇ ପୋଲିସ ର ଦ୍ୱାରସ୍ଥ ହେବା ସହିତ ସ୍ୱାମୀ ଙ୍କ ନାଁରେ ଏହି ସବୁ ଅଭିଯୋଗ ଆଣିଛନ୍ତି ।ତେବେ ବର୍ତ୍ତମାନ ପୋଲିସ ଡିଜି ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଗକୁ ଖୋଜ ଖବର ନେଉଛନ୍ତି ।ତେବେ ଏହି ଘଟଣା ବର୍ତ୍ତମାନ ସମ୍ନାକୁ ଆସିବା ପରେ ହ୍ୟୁମାନ ଙ୍କୁ ନେଇ ବହୁତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବେ ବେଳେ ଏହି ଘଟଣାରେ କେତେ ସତ ରହିଛି ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.