ଡିସେମ୍ବର ୩୧ ତାରିଖ , ରାତି ଶେଷ ହେବା କୁ ଯାଉଛି ଆଉ ଆରମ୍ଭ ହେବା କୁ ଯାଉଛି ନୂଆ ବର୍ଷ। କିନ୍ତୁ ଏହି ବର୍ଷ ର ଶେଷ ରାତ୍ରି ରେ ରାଜଧାନୀ ନୂଆଦିଲ୍ଲୀ ରେ ଘଟିଗଲା ଏହିପରି ଏକ ଲୋକ ଟାଙ୍କୁରା ଦୃଶ୍ୟ ଯାହା କେବେ ବି ଗ୍ରହଣନିୟ ନୁହେଁ।
କାର ରେ ଘୋଷାଡି ଘୋଷାଡି ଯୁବତୀ ଙ୍କୁ ନେଇ ଗଲା କାର , କିନ୍ତୁ କାର ଭିତରେ ଥିବା ଅମଣିଷ ପାଞ୍ଚ ଜଣ ଏହା ଜାଣିଶୁଣି ମଧ୍ୟ କାର କୁ ନାଟକାଇ ସେହି ପରି ନେଇ ଚାଲିଥିଲେ ତାକୁ। ଆଉ ଜୀବନ ସହ ସଂଘର୍ଷ କରି ଶେଷ ରେ ମୃତ୍ୟୁ ବରଣ କଲେ ଯୁବତୀ ଜଣଙ୍କ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଦେଖିବା କୁ ମିଳିଛି ଯେଉଁ ଥିରେ ଯେଉଁ ୨୦ ବର୍ଷ ର ଯୁବତୀ ଙ୍କ ର ଲାଇଭ ମୃତ୍ୟୁ ର ଦୃଶ୍ୟ ଦେଖିବା କୁ ମିଳିଛି। ତେବେ ସୂଚନା ଯୋଗ୍ୟ ଯେ ଗତ ୩୧ ଡିସେମ୍ବର ଦିନ ରାତ୍ରି ରେ ଜଣେ ୨୦ ବର୍ଷ ର ଯୁବତୀ ସ୍କୁଟି ରେ ଆସୁଥିବା ବେଳେ ରାସ୍ତା ରେ ତାଙ୍କର ସ୍କୁଟି ଏକ କାର ସହ ଧକା ହୋଇଥିଲା। ତେବେ କାର ସହ ଧକ୍କା ହେବା ପରେ ଯୁବତୀ ଜଣଙ୍କ ସ୍କୁଟି ରୁ ଯାଇ କାର ର ଚକା ରେ ଫସି ଯାଇଥିଲା।
ତେବେ ଏହା ଜାଣିବା ପରେ ମଧ୍ୟ କାର ମଧ୍ୟରେ ବସି ଥିବା, ପାଞ୍ଚ ଜଣ ଯୁବକ କାର କୁ ନଅଟକାଇ ଓଲଟା ତାକୁ ୧୨ କିଲୋମିଟର ଯାଏ ସେହିପରି ଗାଡି ଚଳେଇ ନେଇଥିଲେ। ଏହା ମଧ୍ୟରେ ଯୁବତୀ ଙ୍କ ର ମୃତ୍ୟୁ ହୋଇଯାଇ ଥିଲା ଆଉ ଯୁବତୀ ଙ୍କୁ ଫାଙ୍କା ରାସ୍ତା ରେ ଫୋପାଡି ଦେଇଥିଲା। ତେବେ ଏହାର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି। ତେବେ ପରେ ସେହି ପାଞ୍ଚ ଜଣ ଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଯେଉଁ ମା ବାପା ତାଙ୍କ ଝିଅ କୁ ହରେଇଲେ ତାଙ୍କର ଦୁଃଖ ଦେଖିଲେ ଆପଣ କାନ୍ଦି କାନ୍ଦି ପକେଇବେ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।