Daily news update , Real odisha local news

ନୂଆବର୍ଷ ୨୦୨୩ | ପର୍ସରେ ରଖନ୍ତୁ ଏହି ୧ ଜିନିଷ, ଧନର ବର୍ଷା ହେବ | Newyear 2023

0 144

ବନ୍ଧୁମାନେ ଆମ ସମସ୍ତଙ୍କ ଜୀବନରେ ଧନର ବିଶେଷ ଆବଶ୍ୟକତା ରହିଛି, ତେବେ ଅର୍ଥ ଉପାର୍ଜନ ପାଇଁ ଅନେକ ପ୍ରକାରର କାମ କରିଥାନ୍ତି ।କେହି କେହି ବିବୁତ କଷ୍ଟ କରିଥାନ୍ତି ଧନ ଉପାର୍ଜନ ତ କେହି କେହି କିଛି ଏମିତି କାମ କରିଥାନ୍ତି ଯେଉଁଥି ପାଇଁ ତାଙ୍କ ପାଖରେ ସବୁବେଳେ ଟଙ୍କା ପଇସା ରହିଥାଏ ।ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହାକୁ ଆପଣ ଯଦି ନିଜ ପର୍ସରେ ରଖୁଛନ୍ତି ତାହେଲେ ଆପଣଙ୍କ ପାଖରେ କେତେବେଳେ ବି ଅର୍ଥ ର ସମସ୍ୟା ଦେଖାଯିବା ନାହିଁ ।

ତେବେ ଆପଣ ବି ଆଗାମୀ ସମୟରେ ଅର୍ଥ ଜନିତ କୌଣସି ସମସ୍ୟା ର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି ତେବେ ଏହି ନୁଆ ବର୍ଷ ଦିନ ବାସ୍ତୁଶାସ୍ତ୍ର ରେ କୁହା ଯାଇଥିବା ଜିନିଷ ଗୁଡିକୁ ନିଜ ପର୍ସରେ ରଖନ୍ତୁ ।ଆଉ ଏହି ସବୁ କୁହା ଯାଇଥିବା ନିୟମ ଅନୁସାରେ ରଖିଲେ ଦେଖିବେ ଆପଣଙ୍କ ଆର୍ଥିକ ସମସ୍ୟା ସମ୍ପୂର୍ଣ୍ଣ ଶେଷ ହେଇଯିବ ।

1.ତେବେ ଆପଣ ତ ଯାଣିଛନ୍ତି ମାତା ଲକ୍ଷ୍ମୀ ହେଉଛନ୍ତି ଧନ ର ଅଧିଷ୍ଠାତ୍ରୀ ଦେବୀ, ତେଣୁ ଆପଣ ନୂଆ ବର୍ଷ ଦିନ ନିଜ ପର୍ସରେ ମାତା ଲକ୍ଷ୍ମୀଙ୍କର ଏକ ଫୋଟ ରଖିଦିଅନ୍ତୁ ।ତେବେ ଯେଉଁ ଫୋଟରେ ମାତା ଲକ୍ଷ୍ମୀ ବଶିଥିବେ ସେହି ଫୋଟ କୁ ପର୍ସରେ ରଖିବେ ।
2.ଜାନୁଆରୀ 1 ତାଋଖ ଦିନ ପର୍ସରେ ଅଶ୍ୱତ ପତ୍ର ରଖିବେ, ତେବେ ଅଶ୍ୱତ ଗଛକୁ ପୂଜା କରାଯାଏ ।ଏହି ପତ୍ର କୁ ଆପଣ ପୂଜା କରି ନିଜ ପର୍ସରେ ରଖିଲେ ଦେଖିବେ ଧନର ବର୍ଷା ହେବ ।
3.ନାଲି ରଙ୍ଗର କାଗଜରେ ଆପଣ ନିଜ ମନର କଥା କୁ ଲେଖି ସେହି କାଗଜ ଗୋଟିଏ ସୁତାରେ ଗୁଡେ଼ଇ ନିଜ ପର୍ସରେ ରଖିଦିଅନ୍ତୁ ।

4.ଚାଉଳ କୁ ବି ଆପଣ ନିଜ ପର୍ସରେ ରଖିପାରିବେ କାରଣ ଚାଉଳ ମାତା ଲକ୍ଷ୍ମୀ ଙ୍କର ସ୍ୱରୂପ ଅଟେ ।ତେଣୁ ଏହା ବି ଧନ ବୃଦ୍ଧି ରେ ସାହାଯ୍ୟ କରିଥାଏ ।
5.ପର୍ସରେ ଆପଣ କାଚ ବା ଛୁରୀ ବି ରଖି ପାରିବେ ।ଏହା ଛଡା କୁଉଡି ଓ ଗୋମତି ଚକ୍ର ବି ପର୍ସରେ ରଖିଲେ ବି ଧନ ବଡ଼ିଥାଏ ।
6.ଚାନ୍ଦିର ଇ ସୁନାର ଟଙ୍କା କୁ ପର୍ସରେ ରଖିଲେ ବି ଧନର ଅଭାବ ଦୂର ହେଇଥାଏ ।ତେବେ ଏହି ଟଙ୍କା ରଖିବା ଆଗରୁ ସେହି ଟଙ୍କା ଙ୍କୁ ମାତା ଲକ୍ଷ୍ମୀ ଙ୍କ ଚରଣ ରୁ ପୂଜା କରି ଆଣିବେ ।


7.ଗୁରୁଜନ ବା ମାଆ ବାପା ଙ୍କ ଠାରୁ ଆଶୀର୍ବାଦ ରେ ମିଳିଥିବା ଟଙ୍କାରେ ହଳଦୀ ଲଗାଇ ପର୍ସରେ ରଖିଲେ ସବୁ ଅଭାବ ଦୂର ହେଇଥାଏ ।
8.ରୁଦ୍ରକ୍ଷ କୁ ଯଦି ଆପଣ ପର୍ସରେ ରଖୁଛନ୍ତି ତେବେ ଆପଣଙ୍କ ସମସ୍ତ ପ୍ରକାରର ଅଭାବ ଅନଟନ ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.