ନୂଆ ଢଙ୍ଗରେ ପ୍ରଭୁ ରାମ-ସୀତାଙ୍କ ମର୍ଡନ ଯୁଗର ରାମାୟଣ Orginal ଭିଡ଼ିଓ ଥରେ ବଦଳରେ ୧୦ ଥର ଦେଖିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ।
ତେବେ ଏହି ଯାତ୍ରା ଓ ନାଟକ ରେ ଅନେକ ସମୟ ରେ ଆମ ପୁରାଣ ରେ ବର୍ଣ୍ଣିତ କାହାଣୀ ଗୁଡିକ ମଧ୍ୟ ଦେଖିବା କୁ ମିଳେ।
ତେବେ ବର୍ତ୍ତମାନ ଗୋଟିଏ ନାଟକ ରେ ରାମାୟଣ କୁ ଟିକେ ଅତରଙ୍ଗୀ ଭାବରେ ରାମ ଓ ସୀତା ଙ୍କ ର ଚରିତ୍ର କୁ ଦର୍ଶା ଯାଇଛି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଛି। ତେବେ ଆପଣ ଏହି ଭାଇରାଲ ଯାତ୍ରା ବା ରାମାୟଣ ର ସିନ ଟିକୁ ଦେଖିଲେ ଜାଣି ପାରିବେ କି , ସିନ ଟିରେ ରାମ ଓ ସୀତା ବନବାସ ରେ ଅଛନ୍ତି ଆଉ ଏକାନ୍ତ ରେ ନିଜ ସହ କିଛି ମୁହୂର୍ତ୍ତ ବିତାଉ ଛନ୍ତି। ମାତ୍ର ତାହାକୁ ମଧ୍ୟ ଟିକେ ମର୍ଡନ ଷ୍ଟାଇଲ ରେ ଏହି ସିନ ରେ ଦେଖା ଯାଇଛି।
ତେବେ ଏଠାରେ ସୀତା , ଭଗବାନ ରାମ କୁ ଜଙ୍ଗଲ ର ପ୍ରାକୃତିକ ସୁନ୍ଦରତା କୁ ବର୍ଣ୍ଣନା କରି କହୁଛନ୍ତି ଆଉ ତା ମଧ୍ୟରେ ପ୍ରଭୁ ରାମ ଚନ୍ଦ୍ର ମଧ୍ୟ ସୀତା ଙ୍କ ପ୍ରତି ଭାବ ବିହ୍ୱଳ ହୋଇ ଯାଇଛନ୍ତି ଏବଂ ସଙ୍ଗତ ରେ ପ୍ରକୃତି କୁ ଉପଭୋଗ କରିବା ରେ ଦେଖା ଯାଇଛି। ତେବେ ରାମ ସୀତା ଙ୍କ ର ଏହି ବାର୍ତାଳ୍ପ ମଧ୍ୟରେ ପୁରା ମର୍ଡନ ଆଇଟମ ଗାର୍ଲ ଭାବରେ ଏଣ୍ଟ୍ରି ମାରିଛନ୍ତି ସୁପ୍ରଣରେଖା। ଆଉ ପ୍ରଭୁ ରାମଚନ୍ଦ୍ର ଙ୍କୁ ଇଂପ୍ରେସ କରିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ମାତା ସୀତା ସବୁବେଳେ ତାଙ୍କ ଆଗକୁ ଆସି ଯାଇଛନ୍ତି।
ଶେଷ ରେ ସୁପ୍ରଣରେଖା ତାଙ୍କର ପରିଚୟ ଦେଇଛନ୍ତି ଆଉ କହିଛନ୍ତି ପ୍ରଭୁ ରାମଚନ୍ଦ୍ର ଙ୍କ ସାନ ଭାଇ ଲକ୍ଷ୍ମଣ ଙ୍କୁ ବିବାହ କରିବା କଥା ମଧ୍ୟ କହିଛନ୍ତି।ତେବେ ଏହି ରାମାୟଣ ର ସବୁଠାରୁ ସୁନ୍ଦର ସିନ ଟିକୁ ଟିକେ ମର୍ଡନ ଭାବରେ କଳ୍ପନା କରି ଏହି ନାଟକ ର ଭିଡ଼ିଓ ଟି ପ୍ରସ୍ତୁତ କରାଯାଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି। ଲୋକ ମାନେ ମଧ୍ୟ ଏହାକୁ ଦେଖିବା ପରେ ବେଶ ମଜାମସ୍ତି କରିଛନ୍ତି। ତେବେ ଆପଣ ମଧ୍ୟ ଏହି ମର୍ଡନ ରାମାୟଣ କୁ ଥରେ ନିଶ୍ଚିତ ଦେଖନ୍ତୁ ,ଆପଣ ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।