‘ରାଜା ଆମକୁ ଅଫର ଦେଉଥିଲା ଗୋଟେ ରାତି ଶା-ରୀ-ରିକ ସ-ମ୍ପ-ର୍କ ରଖିଲେ ତୁମକୁ 10 ହଜାର ମିଳିବ, ଯଦି ତୁ 2 ଅଧିକ ଚାହୁଁଛୁ ତା’ହେଲେ…’
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଜଣେ ଯୁବତୀ ଙ୍କ ର ଗୋଟିଏ ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା ତାହା ଥିଲା ଏହିପରି କି ଯୁବତୀ ଜଣ ଙ୍କୁ ଅଧିକ ଟଙ୍କା ଦେବା ଓ ଚାକିରୀ କରେଇ ଦେବା ଆଶା ରେ ବାହାର ରାଜ୍ୟ କୁ ନେଇ ନିର୍ଯାତନା କରୁଥିଲେ।
ଆଉ ଯୁବତୀ ଜଣଙ୍କ ସାହାଯ୍ୟ ମାଗିଥିଲେ। ତେବେ ବର୍ତ୍ତମାନ ତାଙ୍କର ଭିଡ଼ିଓ ଭାଇରାଲ ହେବା ପରେ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ଏହା ପରେ ଯାହା ସେ କହିଛନ୍ତି ଯାହା ତାଙ୍କ ସହ ଘଟିଥିଲା। ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ସୂଚନା ଯୋଗ୍ୟ ଯେ ଆଜକୁ କିଛି ମାସ ତଳେ, ଭୁବନେଶ୍ୱର ର ଇଂଭେଣ୍ଟ ମେନେଜମେଣ୍ଟ ରେ କାମ କରୁଥିଲେ ଜଣେ ଯୁବତୀ ଆଉ କିଛି ଟଙ୍କା ଆୟ କରୀ ବେଶ ଖୁସି ରେ ଥିଲେ। ମାତ୍ର ଦିନେ ସେ ଭଦ୍ରକ ଜିଲ୍ଲା ର ରାଜା ନାମକ ଜଣେ ଯୁବକ ଙ୍କୁ ଭେଟିଲେ ଆଉ ଯୁବକ ଜଣଙ୍କ ତାଙ୍କୁ କହିଥିଲେ କି ମୋ ସହ ଚାଲ ମୁଁ ତୁମକୁ ଭଲ କାମ ଦେବି ଆଉ ଭଲ ଆୟ ମଧ୍ୟ ହେବ ତୁମର। ଏବଂ ଏହା ସହ ସେ ତାଙ୍କୁ ଦିନ କୁ ୨୦୦୦ ଟଙ୍କା ରୋଜଗାର କରାଇ ଦେବେ ବୋଲି କହିଥିଲେ। ଆଉ ଅଧିକ ଟଙ୍କା ପାଇବା ଆଶା ରେ ଫସି ଯାଇଥିଲେ ଯୁବତୀ ଜଣଙ୍କ।
ତେବେ ସେ ଯୁବକ ଙ୍କ କଥା ରେ ରାଜି ହୋଇ ଭୁବନେଶ୍ୱର ରୁ ଉତ୍ତର ପ୍ରଦେଶ ରେ ପହଁଚିଲେ ମାତ୍ର ସେଠାରେ ଯିବା ପରେ ସେ କାମ ତ କଲେ କିନ୍ତୁ ତାଙ୍କୁ କାମ ବଦଳ ରେ ଟଙ୍କା ଟିଏ ବି ଦେଲେ ନାହିଁ ରାଜା ଓଲଟା ତାଙ୍କୁ ବିଭିନ୍ନ ପ୍ରକାର ର ନିର୍ଯ୍ୟାତନା ଦେଉଥିଲେ। ଏବଂ ବର୍ତ୍ତମାନ ସେ ଯୁବତୀ କୁ ଗୋଟିଏ ଅନ୍ଧାର କୋଠରୀ ରେ ବନ୍ଦ କରି ରଖିଛନ୍ତି। ତେବେ ଯୁବତୀ ଜଣଙ୍କ ଏନେଇ ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଉ ବୋଲି ନିବେଦନ କରିଥିଲେ। ତେବେ ଏହା ଜାଣିବା ପରେ ଯୁବତୀ ଜଣଙ୍କ ର ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।
ତେବେ ଯୁବତୀ ଜଣଙ୍କ ଉଦ୍ଧାର ହେବା ପରେ କହିଛନ୍ତି କି ,ଯେଉଁ ଯୁବକ ତାଙ୍କୁ ଚାକିରୀ ଦେବ କହି ନେଇଥିଲେ ସେ ସେଠାରେ ତାଙ୍କୁ ବେଶ୍ୟା ବୃତ୍ତି କରିବା କୁ ବାଧ୍ୟ କରିଥିଲେ। ଆଉ ଗୋଟିଏ ରାତି ରେ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ୧୦ ହଜାର ଟଙ୍କା ଦେବେ ବୋଲି ଲୋଭ ଦେଖାଇ ଥିଲେ। ଖାଲି ଏତିକି ନୁହେଁ ବରଂ ଚାକିରୀ ଦେବ କହି ତାଙ୍କୁ ଅନେକ ଯୁବକ ଙ୍କ ସାମ୍ନା ରେ ଡ୍ୟାନ୍ସ କରିବା କୁ ଆଉ ତାଙ୍କୁ ପୁଅ ମାନ ଙ୍କ ସହ ରାତି କଟେଇବା କୁ କହିଥିଲେ। ଖାଇବା ପିଇବା କୁ ବି ଭଲରେ ଦେଉ ନଥିଲେ ବୋଲି ସେ କହିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।