Daily news update , Real odisha local news

“ଓଡ଼ିଶାର ବଡ଼ କ୍ରିମିନାଲଟେ ସିଏ ..ସବୁ ଗୁମର ମୁଁ ଜାଣିଛି ..ଯଦି ମୁଁ ପାଟି ଖୋଳିଦିଏ ..” ଲତା ମଣ୍ଡଳ

0 156

ସିଏ ହେଉଛି ଆମ ଓଡ଼ିଶା ର ସବୁଠାରୁ ବଡ଼ କ୍ରିମିନାଲ, ସେ ଏମିତିକା ଲୋକ ଯିଏ ମୋତେ ଏ ପାର୍ଟି କୁ ଆସିବା ପାଇଁ ବିରୋଧ କରିଥିଲେ।ସେ ଏମିତିକା ଯେ କାହାର ଫୋନ ଉଠାଏ ନାହିଁ ଏମିତି କି ଅନେକ ନେତା ମାନେ ମଧ୍ୟ ତାକୁ କଲ କରନ୍ତି କିନ୍ତୁ ସେ ଉଠେ ନାହିଁ। କିମ୍ବା ତା ବିରୋଧ ରେ ମଧ୍ୟ କେହି ମୁଁହ ଖୋଲନ୍ତି ନାହିଁ ।କିନ୍ତୁ ମୋ ର ସେ କିଛି କରି ପାରିବ ନାହିଁ ମୁଁ ତ ସମସ୍ତ ଙ୍କ ଆଗରେ ତା କଥା ଖୋଲା ଖୋଲି କହୁଛି ସେ ତ କାଇଁ କିଛି ଉତ୍ତର ଦେଉ ନାହିଁ।

ବନ୍ଧୁଗଣ ଏହା ଆମେ ନୁହେଁ ଏହା କହିଛନ୍ତି ଆମ ଜଲିଉଡ଼ ବା ଯାତ୍ରା ଜଗତ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଲତା ମଣ୍ଡଳ।

ତେବେ ବନ୍ଧୁଗଣ ଆପଣ ମାନେ ଆମେ ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ପ୍ରାୟ ତାଙ୍କର ଯୁବ ବୟସ ରୁ ଯାତ୍ରା ଜଗତ ସହ ଜଡିତ। କେତେ ବେଳେ ସେ ତୁଳସୀ ରେ ଦେଖିବା କୁ ମିଳନ୍ତି ତ ପୁଣି କେତେ ବେଳେ ରଙ୍ଗ ମହଲ ରେ ମାତ୍ର ସେ ଏହିପରି ଅଭିନୟ କରନ୍ତି କି ତାଙ୍କର ଅଭିନୟ ଦେଖିଲେ କେହି ବି ଆବାକ ହୋଇଯିବେ ଆଉ ହଜିଯିବ ସେହି ଅଭିନୟ ର ଦୁନିଆଁ ରେ।

ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ତାଙ୍କୁ କୌଣସି ଏକ ପାର୍ଟି ବା ରାଜନୈତିକ ଦଳ ରୁ ଟିକେଟ ମିଳିଛି। ଯେତେ ବେଳେ ତାଙ୍କୁ ଏହି ସୁଯୋଗ ମିଳିଲା ସେ ବହୁତ ଖୁସି ଥିଲେ ବୋଲି ମଧ୍ୟ କହିଛନ୍ତି ମାତ୍ର ତାଙ୍କୁ କେତେକ ଲୋକ ଖୁବ ବିରୋଧ କରିଥିବା ସେ କହିଛନ୍ତି। ତେବେ ତାଙ୍କ ସହ ଇଣ୍ଟରଭିୟୁ ନେବା ସମୟ ରେ ସେ ଏହିପରି କିଛି କଥା କହିଥିଲେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ତେବେ ସେ ଜଣେ ବ୍ୟକ୍ତି ଙ୍କ ର ନାମ କୁ ନନେଇ ଏହିପରି ଇଶାରା ରେ ବହୁତ କିଛି କହିଛନ୍ତି।

ତେବେ ଯାତ୍ରା ଅଭିନେତ୍ରୀ ଲତା ପଣ୍ଡା କହିଛନ୍ତି କି, “ସିଏ ହେଉଛି ଆମ ଓଡ଼ିଶା ର ସବୁଠାରୁ ବଡ଼ କ୍ରିମିନାଲ, ସେ ଏମିତିକା ଲୋକ ଯିଏ ମୋତେ ଏ ପାର୍ଟି କୁ ଆସିବା ପାଇଁ ବିରୋଧ କରିଥିଲେ।ସେ ଏମିତିକା ଯେ କାହାର ଫୋନ ଉଠାଏ ନାହିଁ ଏମିତି କି ଅନେକ ନେତା ମାନେ ମଧ୍ୟ ତାକୁ କଲ କରନ୍ତି କିନ୍ତୁ ସେ ଉଠେ ନାହିଁ। କିମ୍ବା ତା ବିରୋଧ ରେ ମଧ୍ୟ କେହି ମୁଁହ ଖୋଲନ୍ତି ନାହିଁ ।କିନ୍ତୁ ମୋ ର ସେ କିଛି କରି ପାରିବ ନାହିଁ ମୁଁ ତ ସମସ୍ତ ଙ୍କ ଆଗରେ ତା କଥା ଖୋଲା ଖୋଲି କହୁଛି ସେ ତ କାଇଁ କିଛି ଉତ୍ତର ଦେଉ ନାହିଁ।” ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.