Daily news update , Real odisha local news

ଓଡିଆ ଅଭିନେତ୍ରୀ ରିୟା ବାହାଘର ପରେ ଶାଶୂଘରେ କିପରି ଚଳୁଛନ୍ତି …ଦେଖନ୍ତୁ video

0 11,018

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ବର୍ତ୍ତମାନ ସବୁଠାରୁ ବଡ଼ ଖବର ରହିଛି କି ଓଲିଉଡ ର ଅଭିନେତ୍ରୀ ରିୟା ଦେ ଙ୍କ ର ବିବାହ ଶେଷ ହୋଇ ଯାଇଛି ଆଉ ସେ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି ଏବଂ ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି। , ବର୍ତ୍ତମାନ ଭାଇରାଲ ହେଉଛି ରିୟା ଙ୍କର ବିବାହ ର ଭିଡ଼ିଓ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଅଭିନେତ୍ରୀ ରିୟା ଦେ ଙ୍କ ର ତାଙ୍କର ବୟଫ୍ରେଣ୍ଡ ଙ୍କ ସହ ନିର୍ବନ୍ଧ ମଧ୍ୟ ସମାପ୍ତ ହୋଇଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରିୟା ଙ୍କ ର ନିର୍ବନ୍ଧ ର ଫୋଟ ଓ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଥିଲା। ତେବେ ବର୍ତ୍ତମାନ ତାଙ୍କର ବିବାହ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।
ତେବେ ବର୍ତ୍ତମାନ ତାଙ୍କର ବିବାହ ପରେ ପ୍ରଥମ ଦିନ ସେ ନିଜ ସ୍ୱାମୀ ଓ ଶାଶୂ ଶଶୁର ଙ୍କ ସହ ପୁରା ପରିବାର ସହ ବିତାଉଛନ୍ତି। ତେବେ ଆମେ ସମସ୍ତେ ଆଶା କରୁଛନ୍ତି କି ଅଭିନେତ୍ରୀ ରିୟା ଦେ ଙ୍କ ର ବୈବାହିକ ଜୀବନ ଖୁବ ସୁଖମୟ ଏବଂ ଆନନ୍ଦମୟ ହେଉ ବୋଲି।

ଅଭିନେତ୍ରୀ ରିୟା ପ୍ରେମ ବିବାହ କରିଛନ୍ତି ଏବଂ ତାଙ୍କର ସ୍ୱାମୀ ହେଉଛନ୍ତି ତାଙ୍କର ପ୍ରେମ ସୁନୀଲ ଦଲାଇ ଯିଏକି ବୃତି ରେ ଜଣେ ବ୍ୟବସାୟୀ ଅଟନ୍ତି।ତେବେ ଦୀର୍ଘ ଦିନର ପ୍ରେମ ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ତେବେ ଉଭୟ ଙ୍କ ର ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ ଅଭିନେତ୍ରୀ ରିୟା ପ୍ରେମ ବିବାହ କରିଛନ୍ତି ଆଉ ସେ ବର୍ତ୍ତମାନ ଶ୍ରୀ କ୍ଷେତ୍ର ପୁରୀ ର ବୋହୁ ଅଟନ୍ତି। ତେବେ ଅଭିନେତ୍ରୀ ରିୟା ଆମ ଓଡ଼ିଆ ସିନେମା ଜଗତ ର ଜଣେ ଆଗ ଧାଡି ର ତଥା ଖୁବ ପରିଚିତ ଅଭିନେତ୍ରୀ ଅଟନ୍ତି। ତେବେ ରିୟା ଙ୍କ ର ବିବାହ ରେ ପ୍ରାୟ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିବା ର ଦେଖିବା କୁ ମିଳିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.