Daily news update , Real odisha local news

ଓଡ଼ିଆ ସିରିଏଲ ହିରୋଇନ ARPITA KAR ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

0 69

SEARCH RESULTS FOR: ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ବନ୍ଧୁମାନେ ଆମେ ସମସ୍ତେ ସେଲିବ୍ରେଟି ମାନଙ୍କ ଲାଇଫ ଦେଖିବାକୁ ତାଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହ ପ୍ରକାଶ କରିଥାଉ ।ଏହାବ୍ୟତୀତ ଆଜିକାଲି ଅନେକ ସମୟରେ ଏହି ସେଲିବ୍ରେଟି ମାନଙ୍କୁ ନେଇ ଅନେଇ କିଛି ସୋସିଆଲ ମେଡିଆରେ ଦେଖିବାକୁ ବି ମିଳୁଛି ।

ତେବେ ଆଜି ଆମେ ଜଣେ ଅଲିଉଡ଼ ହିରୋଇନ ଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା ବିଷୟରେ ଜାଣିବାକୁ ପାଇଛୁ ।ତେବେ ସେହି ହିରୋଇନ ଆଉ କେହି ନୁହନ୍ତି ବରଂ ଅଲିଉଡ଼ ର ଖୁବ ପରିଚିତ ଚେହେରା ଅନୁଭା ଷଡ଼ଙ୍ଗୀ ।ହେଲେ ଅନୁଭା ଙ୍କୁ ନେଇ କଣ ନୂଆ କଥା ଜାଣିବାକୁ ମିଳିଛି ଆସନ୍ତୁ ଆଗକୁ ଜାଣିବା ।

ତେବେ ଅନୁଭା, ଯିଏ ଅଲିଉଡ଼ ଇଣ୍ଡଷ୍ଟ୍ରୀ ର ଜଣେ ପପୁଳାର ହିରୋଇନ ଅଟନ୍ତି ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସେ ଅନେକ କାମ କରିଛନ୍ତି ତାଙ୍କୁ ଆଜି ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି ।ବହୁତ ସମୟରେ ବହୁତ ସେଲିବ୍ରେଟି ମାନଙ୍କ ବିଷୟରେ ସୋସିଆଲ ମେଡିଆରେ ଦେଖିବାକୁ ମିଳିଥାଏ ।

ଆଉ ସେମିତି ଆପଣ ବକ ଭିତରେ ଅନେକ ଅଛନ୍ତି ଯେଉଁମାନେ ଅନୁଭା ଙ୍କ ଜୀବନ ଆଉ ତାଙ୍କ କ୍ୟାରିଅର ବିଷୟରେ ଜାଣିବାକୁ ଖୁବ ଚେଷ୍ଟା କରନ୍ତି ।ତେବେ ଅନୁଭା ଓଲିଉଡ ର ଏମିତି ଜଣେ ହିରୋଇନ ଯାହାଙ୍କ ପାଖରେ Beauty with Brain ରହୁଛି ।
ହଁ ଦର୍ଶକ ବନ୍ଧୁ ଅନୁଭା ନିଜ ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ପାଠ ପ୍ରତି ଖୁବ ରୁଚି ରଖିଥିଲେ, ଆଉ ଏହାର କମାଲ ବି ଦେଖିବାକୁ ମିଳିଛ ଅନୁଭା ଙ୍କର ଅନେକ ରିଏଲିଟି ସୋ ରେ ।ତେବେ ସୂଚନା ଅନୁଯାୟୀ ଅନୁଭା ଙ୍କ ମାଆ ବି ଜଣେ ଅଭିନେତ୍ରୀ ଅଟନ୍ତି ଆଉ ମାଆ ଠାରୁ ପ୍ରେରଣା ପାଇଁ ଅନୁଭା ବି ଏହି ଇଣ୍ଡଷ୍ଟ୍ରୀ ରେ ପାଦ ଥାପିଥିଲେ ।

ଛୋଟ ବେଳୁ ଚାଇଲଡ଼ ଆର୍ଟିଷ୍ଟ ଭାବେ କାମ କରିବା ପରେ ସେ ଧୀରେ ମଡେଲ ଭାବେ କାମ କରୁଥିଲେ ଆଉ ତାପରେ ଆଜି ସେ ଜଣେ ହିରୋଇନ ହେଇଛନ୍ତି ।ଆଉ ସେ 2011 ମସିହା “ତୁ ପ୍ରେମୀ ତୁ ପାଗଳ” ଫିଲ୍ମ ରେ ପ୍ରଥମ ଥର ହିରୋଇନ ଭାବେ ଡେବ୍ୟୁ କରିଥିଲେ ।ଆଉ ତାପର ଠାରୁ ଅନେକ ହିଟ ଫିଲ୍ମ ରେ ଅନୁଭା ନଜର ଆସୁଛନ୍ତି ।

ତେବେ ବର୍ତ୍ତମାନ ଅନୁଭା ଙ୍କୁ ଅନେକ ରିଏଲିଟି ସୋ ଗୁଡିକରେ ଜଜ ହିସାବରେ ବି ଦେଖିବାକୁ ମିଳିଛି ।ଆଉ ସେହି ଷ୍ଟେଜ ଗୁଡିକରେ ଅନୁଭା ଙ୍କ ଜ୍ଞାନ ର ପ୍ରମାଣ ବି ମିଳିଥିଲା, ତାପରେ ଜଣ ପଡିଥିଲା ଅନୁଭା କେବଳ ଅଭିନୟ ରେ ନୁହେ ବରଂ ପାଠରେ ବି ଖୁବ ଭଲ ଅଟନ୍ତି ।ତେବେ ଆଜି ବି ଅନୁଭା ଙ୍କର ଅନେକ ଫିଲ୍ମ ରିଲିଜ ହେଉଛି ଆଉ ଦର୍ଶକ ତାଙ୍କର ଫିଲ୍ମ ଦେଖିବାକୁ ଅନେଇ ରହୁଛନ୍ତି ।ତେବେ ଆପଣଂକୁ ଅନୁଭା ଙ୍କ ଜୀବନ ବିଷୟରେ ଏମିତି କଥା ଗୁଡିକ ଜାଣିବା ପରେ କେମିତି ଲାଗିଲା ମତାମତ ଜଣେଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.