Daily news update , Real odisha local news

ଓଡ଼ିଶାର ନୂଆ ପ୍ରତିଭା ଗରିବ ପିଲାଟି ଏମିତି ସଙ୍ଗୀତ ଗାଉଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ ଭିଡ଼ିଓ

0 881

ବର୍ତ୍ତମାନ ନୀତିଦିନ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳୁଛି ।ବହୁତ ସମୟରେ ଅନେକ ନୂଆ ନୂଆ ପ୍ରତିଭା ବି ଏହି ସୋସିଆଲ ମେଡିଆରୁ ଦେଖିବାକୁ ମିଳେ ।ତେବେ ଆପଣ ନିକଟରେ ଦେଖିଥିବେ ବହୁତ ଏମିତି ଲୋକ ଯେଉଁମାନେ ଗୀତ ଶିଖି ନଥାଆନ୍ତି କିନ୍ତୁ ସେମାନେ ଏତେ ସୁନ୍ଦର ଗୀତ ଗାଇ ପାରନ୍ତି ଯାହା କୋଉ ପ୍ରଶିକକ୍ଷିତ ସିଙ୍ଗର ଠାରୁ କମ ମନେ ହେବ ନାହିଁ ।

ଆଉ ଏହିପରି ପ୍ରତିଭା ବଣ ମଲ୍ଲି ପରି ବଣରେ ମଉଳି ଯାଆନ୍ତି, କିନ୍ତୁ ଆଜିର ସୋସିଆଲ ମେଡିଆ ଯୁଗରେ ଏହି ପ୍ରତିଭା ମାନେ ବି ସାମ୍ନାକୁ ଆସି ପାରୁଛନ୍ତି ।

ତେବେ ନିକଟରେ ଏକ ସ୍କୁଲ ପିଲା ଯିଏ ଏତେ ସୁନ୍ଦର ଗୀତ ଗାଉଥିବାର ଦେଖିବାକୁ ମିଳିଛି, ତେବେ ପିଲାଟି ଏତେ ସୁନ୍ଦର ଗୀତ ଗାଉଛି ଯେ କେହି ଭିଡ଼ିଓଟିକୁ ଲାଇକ ନକରି ରହି ପାରୁ ନାହାଁନ୍ତି ।ତେବେ ଗୀତ ଶୁଣିବାକୁ କାହାକୁ ବା ଭଲ ନଲଗେ ଆମ ଜୀବନର ପ୍ରତି ମୁହୂର୍ତ୍ତରେ ସଙ୍ଗୀତ ଏକ ନୂଆ ରଙ୍ଗ ଭରି ଦେଇଥାଏ ।କିନ୍ତୁ ଏହି କଳା ସମସ୍ତଙ୍କ ପାଖରେ ନଥାଏ ଯିଏ ନିଜର ଭାବନା ସଙ୍ଗୀତରେ ଆଣି ପାରିବ ।ତେବେ ପିଲାଟିର ଗୀତ ଠିକ ସେମିତି ଯାହା ଆପଣଙ୍କ ହୃଦୟ ନିଶ୍ଚୟ ଛୁଇଁ ଯିବ ।

ତେବେ ଗରିବ ପିଲାତୁ ସ୍କୁଲ ୟୁନିଫର୍ମ ରେ ଅଛି ଆଉ ଯାହା ଜଣା ପଡୁଛି ସ୍କୁଲରେ କହି କହିବାରୁ ସେ ଗୀତଟିଏ ଗାଉଛି ।ତେବେ ଗୀତ କୋଉ ଆଧୁନିକ ଗୀତ ନୁହେଁ ବରଂ ଦେଶାତ୍ମବୋଧକ ଗୀତ, ଯାହା କିଛି ଏମିତି ଅଟେ ‘ମିତରେ ମିତ, ଗାଉଛି ଗାଇବି ଆଜି ତ୍ରିରଙ୍ଗା ର ଗୀତ’ ।ଆଉ ଏହି ଗୀତଟି ଭିତରେ ପିଲାଟି ଏତେ ଭାବନା ଦେଶାତ୍ମବୋଧକ ଭାବନା ଭରି ଦେଇଛନ୍ତି ଯେ ଯାହା ଶୁଣିଲା ପରେ ଆପଣଙ୍କ ମନରେ ବି ଦେଶ ପ୍ରତି ଭଲପାଇବା ଭାବନା ଜାଗ୍ରତ ହେବ ।ତେବେ ପିଲାଟିର ଗୀତ ଗାଉଥିବା ଭିଡ଼ିଓ ଟିକୁ କେହି ଜଣେ ସୋସିଆଲ ମେଡିଆରେ ପୋଷ୍ଟ କଲା ପରେ ମିଲିଅନ ରୁ ମିଲିଅନ ଲୋକ ଏହାକୁ ଲାଇକ ଆଉ ସେଆର କରିବାରେ ଲାଗିଛନ୍ତି ।

ତେବେ ବନ୍ଧୁମାନେ କିଏ ଜାଣିଚି କାହା ପାଖରେ କୋଉ ପ୍ରକାରର ଅଦ୍ଭୁତ କଳା ରହିଛି ମାତ୍ର ଯଦି କେହି ସେହି କଳାକୁ ବାହାର କରି ତାଙ୍କୁ ସାମ୍ନାକୁ ଆଣି ପାରୁଛି ତେବେ ସେ ଆଗକୁ ଯାଇ ନାଆ କମେଇ ପାରୁଛି ।ନହେଲେ ବହୁତ ସମୟରେ ଏମିତି ଅନେକ ବଣ ମଲ୍ଲି ପରି ବଣରେ ଝଡ଼ି ହଜି ଯାଉଛନ୍ତି ।ତେବେ ଆପଣ ବି ଏହି ପିଲାଟିର ଗୀତ କୁ ଶୁଣିବାକୁ ଚାହୁଁଛନ୍ତି ତେବେ ଏହି ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ ।ତେବେ ଗୀତ ଶୁଣିଲା ଜାଣି ପାରିବେ ପିଲାଟି କଣ୍ଠରେ ଯେମିତି ମାଆ ସରସ୍ୱତୀ ବାସ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.