ଓଡି଼ଶାର 1 ନଂ ଡ୍ୟାନ୍ସ ଦଳ balsi ladies kirtan ( ବାଲସି ଝିଅ କୀର୍ତ୍ତନ )… ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ…
ବନ୍ଧୁମାନେ ସୋସିଆଲ ମେଡିଆରେ ଅନେକ ସମୟରେ କିଛି ଏମିତି ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହାକୁ ଥରେ ଦେଖିଲେ ନଜର ହଟେଇ ହୁଏ ନାହିଁ ।ଆଉ କିଛି କିଛି ଭିଡ଼ିଓ ଖୁବ ଜଲଦି ଦର୍ଶକ ମନକୁ ଛୁଇଁ ଯାଇଥାଏ, ତେବେ ଠିକ ସେହିପରି ମନ ଛୁଆଁ ଭିଡିଓ ଟିଏ ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।
ତେବେ ଭିଡ଼ିଓ ଟିରେ ଏକ ନାମ ସଂକୀର୍ତ୍ତନ ଚାଲୁଛି କିନ୍ତୁ ଏହି କୀର୍ତ୍ତନ ଯେମିତି ହେଉଛି ଆଉ ଏଥିରେ ଯେମିତି ସବୁ ଗୀତ ବୋଲା ଯାଉଛି ତାହାକୁ ଦେଖିଲା ପରେ ଦର୍ଶକ ମନ ପୁରା ବିମୋହିତ ହେଇ ଯାଉଛି ।
ତେବେ ଗାଁ ମାନଙ୍କ ରେ ବିଶେଷ କରି ବହୁତ ସମୟରେ ନାମ ସଂକୀର୍ତ୍ତନ ମୋହତ୍ସଵ ଆୟୋଜିତ ହେଇଥାଏ ।ଏଥିରେ ହରେ କୃଷ୍ଣ ହରେ ରାମ ସଂକୀର୍ତ୍ତନ ର ନାମ ହେଇଥାଏ ଯାହାକୁ ଦେଖିବା ପାଇଁ ଅନେକ ଲୋକ ଙ୍କ ଭିଡ଼ ଜମିଥାଏ ।ତେବେ ଏହି ସଂକୀର୍ତ୍ତନ ଯୋଗୁ ବାତାବରଣ ପୁରା ଶାନ୍ତ ଓ ପ୍ରସନ୍ନ ରହିଥାଏ ତେବେ ଆଜିକାଲି ଏହି ସଂକୀର୍ତ୍ତନ ଗୁଡିକ ଏମିତି ଭାବରେ ହେଉଛି ଜାହାକୁ ଦେଖିଲେ ଜାଣି ହେଉନାହିଁ ଏଥିରେ ସଂକୀର୍ତ୍ତନ ହେଉଛି କି ଆଧୁନିକ ଗୀତ ବୋଲା ଯାଉଛି ।ତେବେ ଏମିତି କଇଁଛ ଆଜିର ଏହି ଭିଡିଓରେ ଦେଖିବାକୁ ମିଳିଛି କେମିତି ଆଧୁନିକ ଗୀତରେ ସଂକୀର୍ତ୍ତନ ହେଉଛି ଦେଖନ୍ତୁ ।
ବର୍ତ୍ତମାନ ଭାଇରଲ ହେଉଥିବା ଏହି ସଂକୀର୍ତ୍ତନ ରେ ଦେଖା ଯାଉଚି କି କୀର୍ତ୍ତନ ଦଳରେ ପୁଅ ପିଲା କୀର୍ତ୍ତନ ନକରି ଝିଅ ମାନେ କୀର୍ତ୍ତନ କରୁଛନ୍ତି ।ଆଉ ସେତିକି ନୁହେଁ ବରଂ ଯେମିତି ଗଜଲ ବୋଲାଯାଏ ଠିକ ସେହିପରି ଝିଅ ମାନେ କୀର୍ତ୍ତନ ଭଜନ ଗାଇବା ସହିତ ଆଧୁନିକ ଢ଼ଙ୍ଗରେ ଗୀତ ନାଚ ବି କରୁଛନ୍ତି ।ଆଉ ଏହି ସବୁ ଦେଖିବାକୁ ଖୁବ ମଜା ଲାଗୁଥିବା ବେଳେ ଅନେକ ଦର୍ଶକ ଙ୍କ ଭିଡ଼ ଜମିଛି ଏହି କୀର୍ତ୍ତନ ଦେଖିବାକୁ ।ତେବେ ଏମିତି ସବୁ କୀର୍ତ୍ତନ ଗୁଡିକ ଖୁବ ଲୋକପ୍ରିୟ ହେଇ ପାରିଥିବା ବେଳେ ଆଜିକାଲି ଏମିତି ଭାବରେ ସବୁଠି କୀର୍ତ୍ତନ ଦେଖିବାକୁ ମିଳୁଛି ।
ତେବେ ଯେମିତି ସବୁ କିଚିର ରୂପ ରଙ୍ଗ ପରିବର୍ତ୍ତନ ହେବକୁ ଲାଗିଲାଣି ଆଉ ସେଠାରେ ଭକ୍ତିର ମାର୍ଗରେ ବି ପରିବର୍ତ୍ତନ ଆସିବା ସ୍ୱାଭାବିକ ।ଏହି ନାମ ସଂକୀର୍ତ୍ତନ ରେ ଯେତେ ବି ଯାହା ପରିବର୍ତ୍ତନ ହେଲେ ବି ଏହାର ମୂଳ ଉଦେଶ୍ୟ ହେଉଛି ଠାକୁରଙ୍କୁ ଆଗରେ ନିଜକୁ ସମର୍ପଣ କରିବା ।ଆଉ ଏମିତି ଆଧୁନିକ ଗୀତର ସ୍ୱର ଓ ନାଚ କଲେ ଦର୍ଶକ ଏହାକୁ ଦେଖି ଅଧିକ ଆକୃଷ୍ଟ ହେଇଥାନ୍ତି ଏପ୍ରତି ।ତେବେ ବର୍ତ୍ତମାନ ଏମିତି ଅନେକ ଥର ଅନେକ କୀର୍ତ୍ତନ ଗୁଡିକରେ କିଛି କିଛି ନୂଆ ହେଉ ଥିବାର ନଜର ଆସୁଛି ।ତେବେ ଆପଣଂକୁ ଏହି କୀର୍ତ୍ତନ ଦେଖି କେମିତି ଲାଗିଲା ନିଶ୍ଚିତ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।