ଓଡିଶା ର ସବୁଠାରୁ ଧନୀ ମନ୍ତ୍ରୀ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପରିବାର ସମ୍ପତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ବନ୍ଧୁମାନେ ଗତକାଲି ର ଘଟଣା ବିଷୟରେ ସମସ୍ତଙ୍କୁ ଖୁବ ଭଲ ଭାବରେ ଜଣା ଅଛି ।ଓଡ଼ିଶାର ଶାସକ ଦଳର ଜଣେ ମନ୍ତ୍ରୀ ଙ୍କୁ ଜନସମାଗମ ଭିତରେ ଗୁଳି ମାଡ଼ ହେବା, ଏହା କୋଉ ଛୋଟ କଥା ନୁହେଁ ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ,ଯାହାଙ୍କ ଉପରେ ଗତକାଲି ଗୁଳିମାଡ଼ ହେବାର କିଛି ଘଂଟା ଭିତରେ ତାଙ୍କର ମୃତ୍ୟୁ ଘଟିଛି ।ତେବେ ଆପଣ କଣ ଜାଣିଛନ୍ତି କି ନବ ଦାସ ଙ୍କର ପରିବାର ରେ କିଏ କିଏ ଅଛନ୍ତି ଆଉ ସେ କେତେ ସମ୍ପତି ର ଅଧିକାରୀ ଅଟନ୍ତି ।ଯଦି ଜାଣି ନାହାନ୍ତି ତାହେଲେ ଜଲଦି ନଜର ଦିଅନ୍ତୁ କାରଣ ସତ ଜାଣିଲେ ଆପଣ କାବା ହେଇଯିବେ ।
ତେବେ ଓଡ଼ିଶାର ଶାସକ ଦଳ ହେଉଛି ବିଜୁ ଜନତା ଦଳ, ଯେଉଁ ଦଳରୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ।ଆଉ ନବୀନ ପଟ୍ଟନାୟକ ଙ୍କ କ୍ୟାବିନେଟ ରେ ନବ ଦାସ ଙ୍କ ପାଖରେ ଥିଲା ସ୍ୱାସ୍ଥ୍ୟ ବିଭାଗ ।ଆଉ ଏହି କ୍ୟାବିନେଟ ର ସବୁଠାରୁ ଧନୀ ମନ୍ତ୍ରୀ ଥିଲେ ନବ ଦାସ ଓ ତାଙ୍କର ପୁରା ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି 40 କୋଟି ଟଙ୍କା ।କେବଳ ଏତିକି ନୁହେଁ ସେ ଯେମିତି ଜୀବନ କାଟୁଥିଲେ ଓ ତାଙ୍କ ପାଖରେ ଏତେ କାର ରହିଛି ଯେଉଁ କାର କୁ ଆପଣ କେବେ ଦେଖି ନଥିବେ ।
ହଁ ବନ୍ଧୁମାନେ ସୂଚନା ଅନୁଯାୟୀ ଜଣା ପଡ଼ିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପାଖରେ ଅମାପ ସମ୍ପତି ରହିଛି ଯାହାର ସମୁଦାୟ ଆକଳନ କଲେ ପ୍ରାୟ 40 କୋଟି ହେବ ।ଏହା ଛଡା ଭାରତ ବେଞ୍ଚ,ଟାଟା ଅର୍ଡର,ମହେନ୍ଦ୍ରା ପରି ଅନେକ ବ୍ରାଣ୍ଡ ଗୁଡିକ ର 70 ଟି ଗାଡି ନବ ଦାସ ଙ୍କ ପାଖରେ ରହିଛି ।ଆଉ କରନା ମହାମାରୀ ସମୟରେ ଯେତେବେଳେ ଲୋକ ଖାଇବାକୁ ପାଉ ନଥିଲେ ସେତେବେଳେ ସେ 17 ଟି ଗାଡ଼ି କିଣିଥିଲେ ।ଏସବୁ ସହିତ 3 ଟି ବନ୍ଧୁକ ବି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ରହିଥିଲା ଆଉ ଏହି ବନ୍ଧୁକ ଗୁଡିକ ର ପୁରା ମୂଲ୍ୟ ପାୟ 3 ଲକ୍ଷ 55 ହଜାର ଟଙ୍କା, କେବଳ ଗୋଟିଏ ରାଇଫଲ ର ଦାମ 1 ଲକ୍ଷ 25 ହଜାର ପାଖାପାଖି ।
ତେବେ ଆପଣ ଏହି ସମ୍ପତି ଗୁଡିକ ର ଆକଳନ ଦେଖି ବୁଝି ପାରୁଥିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କେମିତିକା ଆଲିସାନ ଜୀବନ ବିତାଉ ଥିଲେ ।ତେବେ ଜଣେ ମନ୍ତ୍ରୀ ଙ୍କ ପାଖରେ ଏତେ ଟଙ୍କା ପଇସା କୁଆଡୁ ଆସିଲା ତାହା ସମସ୍ତେ ଜାଣିବାକୁ ଚାହାନ୍ତି । ଆଜି ହୁଏତ ଗୁଳି ମାଡ଼ ରେ ତାଙ୍କର ଜୀବନ ଚାଲି ଯାଇଛି କିନ୍ତୁ ତାଙ୍କର ଏହି ସମ୍ପତି ର ଆକଳନ ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।