Daily news update , Real odisha local news

ଓଃ କି ଡ୍ୟାନ୍ସ ! ପ୍ରଥମ ଥର ସ୍ତ୍ରୀ ଙ୍କ ସହ ନାଚିଲେ ଯୁବ ବୈଜ୍ଞାନିକ ଶେଷ କିଷାନ… ଉଣୀର COLLEGE ADDRESS ହେଇଗଲା LEAK 🤫

0 3,413

ବନ୍ଧୁମାନେ ସୋସିଆଲ ମେଡିଆରେ ନୀତିଦିନ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳୁଛି ।କେତେବେଳେ କାହାର କମେଡି ଭିଡ଼ିଓ ଖୁବ ଲୋକପ୍ରିୟ ହେଲାଣି ତ କାହାର ଡ୍ୟାନ୍ସ ଭିଡ଼ିଓ ଦର୍ଶକ ଙ୍କ ମନ ଜିତିଲାଣି ।ତେବେ ସତ କହିବାକୁ ଗଲେ ସୋସିଆଲ ମେଡିଆ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଓ ଧ୍ୱଜ ପ୍ଲାଟଫର୍ମ ଯୋଗାଇ ଦେଇଛି ।

ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେଉଥିବା ଗୁଡିକ ଭିଡ଼ିଓ ଭିତରେ ସାମିଲ ହେଇଛି ଯୁବ ବୈଜ୍ଞାନିକ ଶେଷ କିଷାନ ଭିଡ଼ିଓ ।ତେବେ ପ୍ରଥମ ଥର ଯୁବ ବୈଜ୍ଞାନିକ ନିଜ ସ୍ତ୍ରୀ ସହ ରୋମାଣ୍ଟିକ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ତେବେ ଶେଷ କିଷାନ ଜଣେ ଆଦିବାସୀ ପିଲା କିନ୍ତୁ ନିଜର ସବୁ ବାଧା କୁ ପାର କରି ସେ ଆଜି ଜଣେ ବୈଜ୍ଞାନିକ ହେଇ ପାରିଛନ୍ତି ।ଆଉ ସବୁଠାରୁ ବଡ଼ କଥା ହେଉଛି କି ସେ ବାହାର ଦେଶରୁ ପାଠ ପଡ଼ି ନିଜ ଦେଶକୁ ଫେରି ଆସି ନିଜର ଦେଶର ଉନ୍ନତି ପାଇଁ କାମ କରୁଛନ୍ତି ।ତେବେ ଆପଣ ଦେଖିଥିବେ ନିକଟରେ ଶେଷ ବିବାହ କରିଥିଲେ ଯାହାର ଅନେକ ଭିଡ଼ିଓ ସୋସିଆଲ ମେଡିଆରେ ଦେଖିବାକୁ ମିଳିଥିଲା ।ଆଉ ବର୍ତ୍ତମାନ ଶେଷ ଆଉ ତାଙ୍କର ସ୍ତ୍ରୀର ଏକ ରୋମାଣ୍ଟିକ ଡ୍ୟାନ୍ସ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି ।

ତେବେ ନିକଟରେ ଶେଷ ତାଙ୍କ ସ୍ତ୍ରୀ କୁ ନେଇ ତାଙ୍କ ମାମୁଁ ଘରକୁ ଯାଇଥିଲେ ଆଉ ମାମୁଁ ଘରେ ପ୍ରକୃତି ସହିତ ସେମାନେ ଖୁବ ଉପଭୋଗ କରିଥିଲେ ।ମାମୁ ଘରେ ଖାଇବା ପରେ ସେହି ରାସ୍ତାରେ ଶେଷ ତାଙ୍କର ଅନେକ ପୁରୁଣା ସାଙ୍ଗ ଙ୍କୁ ଭେଟିଥିଲେ ।ତେବେ ପ୍ରକୃତି ର ସୌନ୍ଦର୍ଯ୍ୟ ଭିତରେ ଯିବା ସମୟରେ ଉଭୟ ହଜି ଯାଇଥିଲେ ଆଉ ସେମାନେ ଗାଡି ରୁ ଅଲାହି ଆସିଥିଲେ ଓ ସ୍ୱାମୀ ସ୍ତ୍ରୀ ଏକ ସୁନ୍ଦର ଡ୍ୟାନ୍ସ କରିଥିଲେ ।ଏହାପରେ ଶେଷ ନିଜ ଶାଳୀ ଙ୍କୁ ଦେଖା କରିବା ପାଇଁ ତାଙ୍କ ହଷ୍ଟେଲ କୁ ଯାଇଥିଲେ ।

ତେବେ ଶାଳୀ ଙ୍କ ହଷ୍ଟେଲ ରେ ପହଁଚିବା ପରେ ଶାଳୀର ସାଙ୍ଗ ମନେ ଶେଷ ଙ୍କ ସହିତ ଅନେକ ଫୋଟ ନେଇଥିଲେ ।ଏହାପରେ ଶାଳୀ ଙ୍କୁ ନେଇ ଶେଷ ସପିଂ ପାଇ ଯାଇଥିଲେ ।ତେବେ ଏହିସବୁ ଘଟଣା ତାଙ୍କର ଏକ ବ୍ଳଗିଂ ଭିଡ଼ିଓରେ ଦେଖିବାକୁ ମିଳିଥିଲା ।ବିବାହ ଠାରୁ ଶେଷ ବ୍ଳଗିଂ କରିବା ସହିତ ନିଜ ଜୀବନର ଅନେକ ମୁହୂର୍ତ୍ତ କୁ ସୋସିଆଲ ମେଡିଆରେ ପୋଷ୍ଟ କରୁଛନ୍ତି ।ଯାହାକୁ ଦେଖି ଦର୍ଶକ ବି ଖୁବ ଖୁସି ହେଉଛନ୍ତି ଆଉ ତାଙ୍କର ଏହି ରୋମାଣ୍ଟିକ ଡ୍ୟାନ୍ସ ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରଲ ହେବାରେ ଲାଗୁଚି ।ତେବେ ବନ୍ଧୁମାନେ ଆପଣଂକୁ ଶେଷ କେମିତି ଲାଗନ୍ତି ଆଉ ତାଙ୍କର ଏହି ଡ୍ୟାନ୍ସ କେମିତି ଲାଗୁଛି ନିଶ୍ଚୟ ଜଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.