ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପ୍ରାୟ ଛୋଟ ଛୁଆ ମାନେ ଆକ୍ଟିଭ ରୁହନ୍ତି। ତେବେ ଏ ଦୁନିଆଁ ରେ ସବୁଠାରୁ ସୁନ୍ଦର ଭାବରେ ଭଗବାନ ସବୁ ପ୍ରାଣୀ ଙ୍କୁ ନିଜ ନିଜ ଢଙ୍ଗରେ ସୃଷ୍ଟି କରିଛନ୍ତି ।କିନ୍ତୁ ଗୋଟିଏ ଛୋଟ ପିଲାର ର ଚେହେରା ହୋଇଥାଏ।
ଛୋଟ ପିଲା ଟିକୁ ଏ ନିୟତି ଏତେ ସୁନ୍ଦର ଭାବରେ ଗଢ଼ିଛି ଯେ ଯାହାକୁ ଦେଖିଲେ ମଣିଷ ତା ଜୀଵନ ର ସବୁ ଦୁଃଖ କୁ ଭୁଲିଯାଇ ଥାଏ ଏବଂ ତାର ମୁହଁରେ ହସ ଆସିଯାଏ। କେବଳ ତାଙ୍କର ଚେହେରା ନୁହେଁ ବରଂ ତାଙ୍କ ଛୋଟ ଛୋଟ କାର୍ଯ୍ୟ , ଦୁଷ୍ଟାମୀ ଓ ବଦମାଶୀ ବହୁତ ଆକର୍ଷଣିୟ ତଥା ମନରୋମା ହୋଇଥାଏ।ତାଙ୍କ ଓଠ ରେ କିଛି ବି କଥା ବହୁତ ଖୁସି ଦେଇଥାଏ ଆମକୁ।
ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହିପରି ଜଣେ କୁନି ଝିଅ ର ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆଉ ସେ କୁନି ଝିଅ ର କଥା ଶୁଣିଲେ ଆପଣ ନିଜର ସବୁ ଦୁଖଃ ଭୁଲିଯିବେ ଏବଂ ହସି ହସି ବେଦମ ହୋଇଯିବେ। ତେବେ ଏହି ଭାଇରାଲ ଭିଡ଼ିଓ ଟି ହେଉଛି ଜଣେ କୁନି ଝିଅ ଯିଏକି ଠିକ ଭାବରେ କଥା ହୋଇ ପାରୁ ନାହିଁ ସେ କିନ୍ତୁ ତାର ମା କୁ ଆସି କହୁଛି କି ମୁଁ ଆଜି ତାକୁ ଭଲ ଶିକ୍ଷା ଦେଇକି ଆସିଛି ।ମୋ ସହ ଯେତିକି ଲାଗିବ ମୁଁ ତାକୁ ସେମିତି ଦଣ୍ଡ ଦେଇକି ଆସିଛି।
ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଏହି କୁନି ପିଲା ଟି ବାହାରୁ ତାର ସାଙ୍ଗ ମାନଙ୍କ ସହ ଖେଳି ଖେଳି ଆସୁଛି ଆଉ ତା ମଧ୍ୟରେ ତାର କାହା ସହ ଝଗଡା ହୋଇ ଯାଇଛି। ଆଉ ତାହାକୁ ସେ ତାର ମା କୁ ଆସି କହୁଛି। ତେବେ କୁନି ପିଲା ଟି କହୁଛି କି ମୁଁ ଆଜି ତାକୁ ପାନେ ଦେଇଛି କହୁଛି ମୋ ସାଙ୍ଗରେ ଲାଗ ନା ବୋଲି ଖାଲି ଲାଗିଲା। ମୁଁ କଣ ତାକୁ ଛାଡି ଦେଇ ଥାନ୍ତି କି , ମୋ ସହ ଯେତିକି ଲାଗିଲା ତାକୁ ସେମିତି କହିଲି ଆସିଲି। ତା ପରେ ମା ତାକୁ କହୁଛନ୍ତି କି ତୁ କାଇଁ ତା ସହ ଲାଗୁଥିଲୁ କି।
ତେବେ କୁନି ଝିଅ ଟି କହୁଛି ମୁଁ କଣ ତା ସହ ଲାଗୁ ଥିଲି କି ନାହିଁ, ସେ ମୋ ସହ ଆଗ ଲାଗିଲା ତାକୁ ମନା କରି କିନ୍ତୁ ଲାଗିଲା ଆଉ ତାକୁ କଣ ମୁଁ ଛାଡି ଦେଇଥାନ୍ତି ନା କଣ ତାକୁ ପାନେ ଦେଇଛି। ତେବେ କୁନି ଝିଅ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଏହାକୁ ଯିଏ ଦେଖୁଚି ସେ ହସି ହସି ବେଦମ ହୋଇ ଯାଉଛି ।ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।