Daily news update , Real odisha local news

OMG ! ଇଣ୍ଡୋନେସିଆରେ ଜବରଦସ୍ତି ପିନ୍ଧେଇଲେ ଲୁଙ୍ଗି… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ | Dr Sesha Kisan 😲

0 471

ବନ୍ଧୁଗଣ ବର୍ତ୍ତମାନ ହେଉଛି ସୋସିଆଲ ମିଡ଼ିଆ ର ଯୁଗ ତେବେ ବର୍ତ୍ତମାନ ଆପଣ ମାନେ ଅନେକ ଲୋକ ଙ୍କୁ ଦେଖୁଥିବେ ଭିଡ଼ିଓ କରିବା ବା ଭୋଲ୍ଗ ଭିଡ଼ିଓ ସବୁ କରୁ ଥିବା ର। ଆଉ ଏହା ମଧ୍ୟରେ କେତେକ ବଡ଼ ବଡ଼ ଲୋକ ମଧ୍ୟ ରହିଥାନ୍ତି ଯେଉଁ ମାନେ ଭୋଲ୍ଗ ମାଧ୍ୟମ ରେ ଲୋକଙ୍କ ସହ ଜଡିତ ହୋଇ ରହିଥାନ୍ତି।

ତେବେ ଏମାନ ଙ୍କ ମଧ୍ୟରେ ରହିଛନ୍ତି ଆମ ସମ୍ବଲପୁର ର ଯୋଡି ଡାକ୍ତର ଶେଷ କିସାନ ଓ ପତ୍ନୀ ଜୟଶ୍ରୀ। ତେବେ ଶେଷ କିସାନ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ତାଙ୍କର ଭୋଲ୍ଗ ଭିଡ଼ିଓ ଆରମ୍ଭ କରିଛନ୍ତି ୟୁ ଟ୍ୟୁବ ରେ।

ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ। ତେବେ ଆପଣ ମାନେ ଡାକ୍ତର ଶେଷ କୁସାନ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ଆମ ଓଡ଼ିଆ ମାଟି ସମ୍ବଲପୁର ର ପୁଅ ଅଟନ୍ତି , ତେବେ ବର୍ତ୍ତମାନ ସେ ଜଣେ ବୈଜ୍ଞାନିକ ଅଟନ୍ତି ଯିଏକି ସୁଦୁର ଜର୍ମାନୀ ରେ ଚାକିରୀ କରନ୍ତି। ତେବେ ତାଙ୍କର ଜୀବନ ବହୁତ ସଙ୍ଘର୍ଷମୟ ଏବଂ ପ୍ରେରଣା ଦାୟକ ଅଟେ ।ନିଜ ଜୀବନ ରେ ସେ ଅନେକ ସଂଘର୍ଷ କରିଛନ୍ତି ଆଉ ଆଜି ଏହି ସ୍ଥାନ ରେ ପହଁଚି ପାରିଛନ୍ତି।

ତେବେ ସେ ଆମ ଓଡ଼ିଶା ର ଜୟଶ୍ରୀ ନାମକ ଜଣେ ଯୁବତୀ ଙ୍କୁ ବିବାହ କରିଛନ୍ତି। ତେବେ ବର୍ତ୍ତମାନ ଏହି ଦମ୍ପତି ଙ୍କ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି , ଯେଉଁ ଥିରେ ଦେଖା ଯାଇଛି କି ଡାକ୍ତର ଶେଷ କିସାନ ଓ ଜୟଶ୍ରୀ ଇଣ୍ଡୋନେସିଆ ବୁଲିବା ପାଇଁ ଯାଇଛନ୍ତି। ଆଉ ସେଠାରେ ସେ ପ୍ରଥମେ ଗୋଟିଏ ବଡ଼ ମଲ କୁ ଯାଇଛନ୍ତି ଯେଉଁ ଠାରେ ଉଭୟ ଭାରତୀୟ ଏବଂ ବିଦେଶ ର ଜିନିଷ ସବୁ ରହିଛି ଯାହା ସହ ଜୟଶ୍ରୀ ଖୁବ ମଜାମସ୍ତି ମଧ୍ୟ କରୁଛନ୍ତି। ଏହା ପରେ ଶେଷ କିଷାନ ମଧ୍ୟ ସେହି ଜିନିଷ ଓ ସ୍ଥାନ ବିଷୟରେ ଲୋକ ଙ୍କୁ ଜଣେଇଛନ୍ତି।

ତେବେ ଏହା ପରେ ସେମାନେ ଇଣ୍ଡୋନେସିଆ ର ଅନ୍ୟ ଏକ ସ୍ଥାନ କୁ ଯାଇଛନ୍ତି ଯେଉଁ ଠାରେ ସମସ୍ତ ଙ୍କୁ ଆପଣ ବାଇଗଣୀ ରଙ୍ଗ ର ଲୁଙ୍ଗି ପିନ୍ଧି ଥିବାର ଦେଖିବା କୁ ପାଇବେ।ତେବେ ଶେଷ କିସାନ ଓ ଜୟଶ୍ରୀ ମଧ୍ୟ ସେହି ଲୁଙ୍ଗି କୁ ପିନ୍ଧି ଛନ୍ତି ଆଉ ଏହା ପରେ ଉଭୟ ଖୁବ ମଜାମସ୍ତି କରିଛନ୍ତି। ସେହି ସ୍ଥାନ ଟି ମଧ୍ୟ ବହୁତ ସୁନ୍ଦର ହୋଇଛି ଯାହାକି ପ୍ରକୃତିକ ସୁନ୍ଦରତା ରେ ପରିପୂର୍ଣ୍ଣ ରହିଛି। ତେବେ ଆପଣ ମାନେ ଏହି ଦମ୍ପତି ଙ୍କ ର ଏହି ଭିଡ଼ିଓ ଟି କୁ ଥରେ ନିଶ୍ଚିତ ଦେଖନ୍ତୁ ଆପଣ ଙ୍କୁ ବହୁତ ଖୁସି ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.