Daily news update , Real odisha local news

OMG ! ମହଙ୍ଗା ପଡିଗଲା ପୁତ୍ର ସନ୍ତାନ ଆଶା କରିବା,ମୁଣ୍ଡରେ ହାତ ଦେଇ ବସିଛି ବାପା, ସେ କ’ଣ କହୁଛନ୍ତି ? ଦେଖନ୍ତୁ ଏହି VIDEO

0 2,154

ବନ୍ଧୁମାନେ ଆମ ସମାଜରେ ସମସ୍ତ ଲୋକ ପିଲାଙ୍କୁ ଭଲ ପାଆନ୍ତି ତେବେ ପରିବାରେ ପିଲାଟିଏ ଆସିଲେ ଖୁସି ବଡ଼ିଥାଏ ।ତେବେ ଝିଅ ପୁଅ ଉଭୟ ସମାନ ଅଟନ୍ତି ତଥାପି ପୁଅ ପିଲାକୁ ବହୁତ ଲୋକ ଆଶା କରିଥାନ୍ତି ।ଆଜିକାଲି ପୁଅକୁ ଆଶା କରି ଲୋକେ କେତେ କେତେ ପିଲା ଜନ୍ମ କରି ଯାଉଛନ୍ତି, ଆଉ ଏମିତି ପୁଅ କୁ ଆଶା କରି ଗୋଟିଏ ପରିବାର ଉପରେ କେମିତି ଦୁଃଖ ର ପାହାଡ଼ ଭାଙ୍ଗି ପଡିକଗୀ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ନିକଟରେ ଗୋଟିଏ ପରିବାରରେ ଏକା ସାଙ୍ଗରେ 4 ଟି ପିଲା ଜନ୍ମ ନେଉଛନ୍ତି ।କିନ୍ତୁ ଏହି କଥା ପରିବାର ପାଇଁ ଖୁସି ଆଣବା ପରିବର୍ତ୍ତେ ଚିନ୍ତାର ବୋଝ ଲଦି ଦେଇଛି ।ହେଲେ ଏହି ଚିନ୍ତା କାହିଁକି ତାହା ପଛରେ ଯେଉଁ କାରଣ ରହିଛି ଶୁଣିଲେ ଆପଣଙ୍କ ବି ଚିନ୍ତା ବଡିବା ସ୍ୱାଭାବିକ ।

ତେବେ ଗୋଟିଏ ପିଲା ଜନ୍ମ କରିବା ଠାରୁ ବଡ଼ କଥା ହେଉଛି ତାହାର ଲାଳନ ପାଳନ କରି ତାକୁ ବଡ କରିବା ।ଆଉ ଜଣେ ଧନୀ ଲୋକ ପାଇଁ ଯେତେ ପିଲା ହେଲେ ବି ତାଙ୍କୁ କିଛି ଅସୁବିଧା ହୁଏ ନାହିଁ ଆଉ ତା ଜାଗାରେ ଯଦି ଯଦି ଗରିବ ପରିବାରରେ ଅଧିକ ପିଲା ଥାଆନ୍ତି ତେବେ ତାଙ୍କ ମୁଣ୍ଡ ଉପରେ ବୋଝ ଟା ବୋଝ ଉପରେ ନଳିତା ବିଦା ଲୋଡି ହେଲାପରି ଲାଗିଥାଏ ।ତେବେ ନିକଟରେ ଜଣେ ବାପାଙ୍କ ପାଇଁ ନିଜ ର 7ଟି ପିଲାକୁ ପାଳନ କରିବା ଚିନ୍ତାର ବିଷୟ ପାଲଟି ଯାଇଛି ।

ତେବେ ସୂଚନା ଅନୁଯାୟୀ ମନୋଜ କୁମାର ନାମକ ଜଣେ ବ୍ୟକ୍ତିଙ୍କର 3ଟି ଝିଅ ଥିଲେ ଆଉ ସେ ପୁଅ ଟିଏ ଚାହୁଁଥିଲେ ।ତେବେ ତାଙ୍କ ସ୍ତ୍ରୀ ପରେ ଗର୍ଭବତୀ ବି ହେଲେ କିନ୍ତୁ ପ୍ରସବ ବେଳେ ଡାକ୍ତର କହିଥିଲେ କି ତାଙ ସ୍ତ୍ରୀର ଗର୍ଭରେ 4ଟି ପିଲା ଅଛି ।ଆଉ ଏହପରେ ଡାକ୍ତର ଅପରେସନ କରି ପିଲା ମାନଙ୍କର ଜନ୍ମ କରାଇଥିଲେ ।ଆଉ ସେହି ପିଲାଙ୍କ ଭିତରେ 3ଟି ଝିଅ ଥିବା ବେଳେ ଗୋଟିଏ ପୁଅ ସନ୍ତାନ ଥିଲେ ।ଆଉ ଏହି କଥା ଶୁଣିବା ପରେ ମନୋଜଙ୍କ ହୋସ ଉଡି ଯାଇଥିଲା, କାରଣ ମନୋଜଙ୍କ ଘରେ ଏବେ 7 ଜଣ ପିଲା ।

ମନୋଜ ଜଣେ ଅଟୋ ଚାଳକ ସେ ମେଡ଼ିକାଲ ବିଲ ଦେବାକୁ ଅସମର୍ଥ ଆଉ ଏତେ ଜଣ ପିଲାଙ୍କର କେମିତି ଭରଣ ପୋଷଣ କରିବେ ।ତେଣୁ ସେ ନବଜାତ ପିଲା ମାନଙ୍କୁ ଅନ୍ୟକୁ ଦେଇ ଦେବେ ବୋଲି କହିଥିଲେ ଆଉ ଏହି କଥା ଶୁଣିବା ପରେ ଡ଼ାକ୍ତର ତାଙ୍କୁ ବହୁତ ବୁଝାଇଥିଲେ ।ତେବେ ଏବେ ସେ ପିଲାଙ୍କୁ ନେବାକୁ ରାଜି ହେଇଥିଲେ ବି ସେ କିନ୍ତୁ ପିଲାଙ୍କୁ ପାଳିବେ କେମିତି ବୋଲି ତାଙ୍କର ଏହି ଦୁଃଖ କଥା କହି ସାହାଯ୍ୟ ସମସ୍ତଙ୍କୁ ଠାରୁ ଲୋଡିଛନ୍ତି ।ତେବେ ଆଜି ତାଙ୍କ ପରିସ୍ଥିତି ଏମିତି ହେଇଚି କି ଗୋଟିଏ ପୁଅ ଚାହିଁଥିଲେ କିନ୍ତୁ ସାଙ୍ଗରେ 3ଟି ଝିଅ ଆସି ତାଙ୍କ ଜୀବନକୁ ଦୋଛକିରେ ପକେଇ ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.