Daily news update , Real odisha local news

OMG ଓଡ଼ିଆ ଯୁବକଙ୍କ ଭିଡ଼ିଓ ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0 467

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ ନିଶ୍ଚିତ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଅଡିଓ ଭାଇରଲ ହେବାରେ ଲାଗିଛି ,ଯେଉଁ ଅଡିଓ କୁ ଶୁଣିବା ପରେ ହସି ହସି ଆପଣ ଙ୍କର ପେର ବଥା ହୋଇଯିବ ନିଶ୍ଚିତ। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଅନେକ ପ୍ରକାରର ଭାଷା ରହିଛି ଆଉ ସବୁ ଭାଷା ସମସ୍ତ ଙ୍କୁ ଜଣା ନଥାଏ ମଧ୍ୟ ।ତେବେ ସମସ୍ତ ଙ୍କୁ ନିଜ ନିଜର ମାତୃଭାଷା ଜଣାଥାଏ ମାତ୍ର ଅଲଗା ଭାଷା ପ୍ରାୟ ସମସ୍ତେ ଜାଣିନଥାନ୍ତି।

ତେବେ ସେହିଭଳି ଜଣେ ଓଡ଼ିଆ ଯୁବକ ଙ୍କର ଭିଡିଓ ଏବେ ବହୁତ ଭାଇରଲ ହେବାରେ ଲାଗିଛି। ତେବେ ସେହି ଯୁବକ ଜଣଙ୍କ ତାଙ୍କର ଜଣେ ବନ୍ଧୁ ସହ କଥା ହେଉଥିବା ବେଳେ ଏମିତି ହିନ୍ଦି ଭାଷା କହୁଛନ୍ତି, ଶୁଣିଲେ ଆପଣ ନିଜ ହିନ୍ଦି ଭୁଲିଯିବେ। ତେବେ ଯୁବକ ଙ୍କ ବନ୍ଧୁ ଜଣଙ୍କ ତାଙ୍କ ସହ ହିନ୍ଦି ରେ କଥା ହେଉଥିଲେ ଆଉ ତାଙ୍କୁ ଓଡ଼ିଆ ଜଣା ନଥିଲା ।କିନ୍ତୁ ଏହି ଯୁବକ ଙ୍କୁ ହିନ୍ଦି ଆସେ ନାହିଁ ମାତ୍ର ସେ ଓଡ଼ିଆ ଓ ହିନ୍ଦୀ ର ମିଶ୍ରଣ ରେ ଏପରି ଏକ ଡିସ୍କୋ ଭାଷା କହୁଛନ୍ତି ଶୁଣିଲେ ଆପଣ ନିଜ ହିନ୍ଦୀ ଭୁଲିଯିବେ।

କିନ୍ତୁ କଥା ତ ହେବା କୁ ହେବ ତେବେ ଫୋନ ରେ ଥିବା ଯୁବକ ଜଣଙ୍କ ହିନ୍ଦି ରେ ଏହି ଯୁବକ ଙ୍କୁ କିଛି କହୁଛନ୍ତି ଆଉ ପଚାରୁଛନ୍ତି ଯାହାକି ସାଧାରଣ ହିନ୍ଦୀ କଥା ଅଟେ । ତେବେ ଯୁବକ ଜଣଙ୍କ ତାଙ୍କ ବନ୍ଧୁ ଙ୍କ ହିନ୍ଦି ଭାଷା କୁ ବୁଝି ପାରୁଥିଲେ ମାତ୍ର କହିବା ଜାଣି ନଥିଲେ , ତେଣୁ ସେ ଓଡ଼ିଆ ଭାଷା ସହ ହିନ୍ଦି କୁ ମିଶାଇ ଏହିପରି କହୁଛନ୍ତି ଜାଣିଲେ ହସିବା ନିଶ୍ଚିତ। ତେବେ ସେ ଏହିପରି କହୁଥିଲେ କି “ଆପ କେଉଁଠି ଆୟା ହାମ ଜାତା ଆର ଲେ ଆଉଙ୍ଗା, ମେରା ମା ଗେଲେ ହଗା, ଆପ ଝୁଟ ନା କହିବା”।

ତେବେ ଏହି ସମ୍ପୂର୍ଣ୍ଣ ବାର୍ତାଳ୍ପ କୁ ସେହି ଯୁବକ ନିଜେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ବର୍ତ୍ତମାନ ଏହି ଅଡିଓ ଟି ନିଆଁ ପରି ମାଡି ଚାଲିଛି।ଆପଣ ବି ଏହି ଅଡିଓ ଟିକୁ ଥରେ ଶୁଣନ୍ତୁ ହସି ହସି ବେଦମ ହେବା ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.