Daily news update , Real odisha local news

ପାର୍ଲେ-ଜି ବିସ୍କୁଟ୍ ର ପ୍ୟାକ୍ ରେ ଥିବା ଏହି ଝିଅ ଟି କିଏ ? ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିବେ … ନିଶ୍ଚୟ ଦେଖନ୍ତୁଥରେ

0 1,442

ବନ୍ଧୁଗଣ ଆପଣ ମାନେ ଲକ୍ଷ କରିଥିବେ ନିଶ୍ଚିତ କି ପ୍ରାୟ ଅନେକ ବର୍ଷ ଧରି ଆମ ଦେଶ ରେ ପର୍ଲେଜି ବିସ୍କ୍ରିଟ ର ବ୍ୟବହାର ଲୋକମାନେ କରି ଆସୁଛନ୍ତି । ଏବଂ ଆପଣ ଏହା ମଧ୍ୟ ଲକ୍ଷ କରୁଥିବେ କି ଏହି ପାର୍ଲେଜି ବିସ୍କ୍ରିଟ ର ପ୍ୟାକେଟ ବା ଖୋଳ ଉପରେ ଗୋଟାଏ ଗୋଟିଏ କୁନି ପିଲା ଙ୍କର ଫୋଟ ରହିଛି।

କିନ୍ତୁ କଣ ଆପଣ କେବେ ବି ଜାଣିବାକୁ ଇଚ୍ଛା କରିଛନ୍ତି କି ଏହି ପାର୍ଲେଜି ବିସ୍କୁଟ ଉପରେ ଥିବା ସୁନ୍ଦର ଗୋଲାଗାଲ ଝିଅ ପିଲା ଟି କିଏ ବା ଏହା ରହସ୍ୟ କଣ ରହିଛି ବୋଲି। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଏହି କୁନି ପିଲା ର ରହସ୍ୟ ବିଷୟ ରେ ଜଣେଇବୁ।

ତେବେ ସୂଚନା ଅନୁସାରେ ପର୍ଲେଜି ବିସ୍କ୍ରିଟ ପ୍ରଥମ ଥର ପାଇଁ ୧୯୨୯ ମସିହା ରେ ଆରମ୍ଭ ହୋଇଥିଲା ଆଉ ସେହି ସମୟ ରେ ଏହାର ନାମ ଥିଲା ପାର୍ଲେ ଗୁଲକୋ। ଏହା କିଛି ଦିନ ସେହିପରି ରହିଲା ଆଉ ୮୦ ଦଶକ ରେ ଏହି ବିସ୍କ୍ରିଟ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଙ୍କ ର ପ୍ରିୟ ଥିଲା। ତେବେ ଏହା ପରେ ଏହାର ନାମ କୁ ପରିବର୍ତ୍ତନ କରି ପାର୍ଲେ ଜି ଭାବରେ ନାମିତ କରାଗଲା। ତେବେ ଏହା ଆଜି ବି ଲୋକଙ୍କ ର ବେଶ ପ୍ରିୟ ଅଟେ , ମାତ୍ର ଏହି ପାର୍ଲେ ଜି ବିସ୍କ୍ରିଟ ଖୋଳ ଉପରେ ଥିବା ଛୋଟ ପିଲା ଟିକୁ ନେଇ ଆସିଲା ବଡ଼ ପ୍ରଶ୍ନ କି ଏହି ପିଲା ଜଣଙ୍କ କିଏ ବୋଲି।

ତେବେ ଏହି ପାର୍ଲେ ଜି ବିସ୍କ୍ରିଟ ଉପରେ ଥିବା କୁନି ଝିଅ ର ଫୋଟ କୁ ନେଇ ତିନି ଜଣ ଯୁବତୀ ଙ୍କ ର ନାମ ଆଗକୁ ଆସିଲା ଆଉ ସେମାନ ଙ୍କ ମଧ୍ୟରୁ ନିରୁ ହେମଗା ଙ୍କ ନାମ କୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା। ଏପରି କୁହାଯାଏ କି ଏହି ପାର୍ଲେ ଜି ବିସ୍କ୍ରିଟ ଉପରେ ଥିବା ଫୋଟ ଟି ନିରୁ ଙ୍କ ର ପିଲା ଦିନର ଫୋଟ ଅଟେ ଯାହା ତାଙ୍କର ବାପା ଉଠେଇ ଥିଲେ ଆଉ ପରେ ତାହାକୁ ପାର୍ଲେ ଜି ବିସ୍କ୍ରିଟ ର ପ୍ୟାକେଟ ରେ ଲଗାଯାଇଥିଲା।

ତେବେ ବର୍ତ୍ତମାନ ମଧ୍ୟ କୁହାଯାଏ କି ପାର୍ଲେ ଜି ବିସ୍କ୍ରିଟ ଉପରେ ଥିବା କୁନି ପିଲା ର ଫୋଟ ଟି ୬୬ ବର୍ଷୀୟ ମହିଳା ନିରୁ ହେମଗା ଙ୍କର ବୋଲି କୁହାଯାଏ।କିନ୍ତୁ ପାର୍ଲେଜି ଟିର ମୁଖ୍ୟ ଏହାକୁ ସ୍ୱୀକାର କରି ନଥିଲେ ଏବଂ ସେ କହିଛନ୍ତି କି ଏହା କୌଣସି ବ୍ୟକ୍ତି ଙ୍କର ଚେହେରା ନୁହେଁ ଏହା କେବଳ ଜଣେ ଚିତ୍ରକାର ଙ୍କର ଭାବନା ର ପ୍ରତିଛବି ଅତ୍ନୀ ବୋଲି। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟରେ ଏହାର କିଛି ସତ୍ୟତା ଜଣା ନାହଁ କି ଏହି ଫୋଟ ରେ ଥିବା ପିଲା ଟି ଜଣେ କଳାକାର ଙ୍କ ର ମନ ର ଚିତ୍ର ନା କେଉଁ ଯୁବତୀ ଙ୍କ ର ପିଲା ଦିନର ଫୋଟ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.