Daily news update , Real odisha local news

‘P’ ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ, ଏମିତି ହୋଇଥାନ୍ତି ‘P’ ନାମର ଲୋକ – Vastu Shastra

0 4,815

ବନ୍ଧୁମାନେ ଆମ ଆଖ ପାଖରେ ଅନେକ ନାମର ଲୋକ ଅଛନ୍ତି ଯେଉଁ ମାନେ ଭିନ୍ନ ଭିନ୍ନ ସ୍ୱାଭବର ହେଇଥାନ୍ତି ।ଆଉ ବହୁତ ବ୍ୟକ୍ତିର ନାମରେ ତାଙ୍କ ବ୍ୟକ୍ତିତ୍ୱ ଜଣା ପଡିଥାଏ ଆଉ ଏହା ତାଙ୍କ ନାମର ପ୍ରଥମ ଅକ୍ଷର ରୁ ଜଣା ପଡିଥାଏ ।

ତେବେ ସମସ୍ତଙ୍କର ନାମ ଅନୁସାରେ ତାଙ୍କର ପ୍ରଥମ ଅକ୍ଷର ବି ଅଲଗା ହେଇଥାଏ ଆଉ ଏହି ପ୍ରଥମ ଅକ୍ଷର ରୁ ଜଣେ ବ୍ୟକ୍ତିର ପୁରା ଜୀବନ ଜାଣିହୁଏ ।ତେବେ ଆଜି ଆମେ P ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟରେ ଜାଣିବା, ଆଉ P ନାମର କେହି ବ୍ୟକ୍ତି ଯଦି ଆପଣଙ୍କ ପାଖରେ ଅଛନ୍ତି ତାହେଲେ ଆଜିର ଏହି କଥା ରୁ ଜାଣି ପାରିବେ ସେହି ବ୍ୟକ୍ତି ମାନେ କେମିତି ।

-P ନାମର ବ୍ୟକ୍ତି ମାନେ ସ୍ୱାଭବରେ ଖୁବ ଶାନ୍ତ ଓ ଦୟାଳୁ ଅଟନ୍ତି, କେବେ କାହାରି କଥାରେ ରାଜି ନଯାଇ ପରିସ୍ଥିତି ଅନୁସାରେ ତାକୁ ସାମ୍ନା କରିଥାନ୍ତି ।ଏହା ବ୍ୟତୀତ ଏହି ବ୍ୟକ୍ତି ମାନେ ସବୁବେଳେ ଅନ୍ୟର ମଙ୍ଗଳ ଓ ହିତ ଚିନ୍ତା କରିଥାନ୍ତି ।ସବୁବେଳେ ସାହାଯ୍ୟ ସହଯୋଗ ପାଇଁ ପ୍ରଥମେ ଆଗେଇ ଆସିଥାନ୍ତି ।

– ସବୁବେଳେ ଖୁବ ନୀତି ନିୟମ ମାନି ଆଗକୁ ବଡ଼ିଥାନ୍ତି ଓ ନିଜ ବ୍ୟକ୍ତି ଜୀବନ ବିଷୟରେ କାହାକୁ କହିବାକୁ ପସନ୍ଦ କରନ୍ତି ।ଆଉ ଏମାନେ ବ୍ୟକ୍ତି ମାନେ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଥାନ୍ତି ।ଯେକୌଣସି କାର୍ଯ୍ୟକୁ ଖୁବ୍ ଭଲ ଭାବରେ ଏମାନେ କରିଥାନ୍ତି, ଏମାନଙ୍କ ଜୀବନର ଲକ୍ଷ ବିଷୟରେ ଖୁବ ଭଲ ଭାବରେ ଜଣା ଥାଏ ଆଉ ତାକୁ ପାଇବା ପାଇଁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି ।କୌଣସି କାମ ହାସଲ ନହେଲେ ତାହାକୁ ପୁଣି କରି ସେଥିରେ ସଫଳ ହେବାକୁ ପୁରା ଜୀବନ ଲଗେଇ ଦିଅନ୍ତି ।

-ତେବେ ଏହି ନାମର ବ୍ୟକ୍ତି ଜୀବନରେ ଯାହାକୁ ଚାହିଁଥାନ୍ତି ତାଙ୍କୁ କେବେ ପାଇ ପାରନ୍ତି ନାହିଁ ।ଆଉ ଏମାନେ ଆରେଞ୍ଜ ମ୍ୟାରେଜ ରେ ଖୁବ ବିଶ୍ୱାସ ରଖିଥାନ୍ତି ଓ ଆରେଞ୍ଜ ମ୍ୟାରେଜ କରିଥାନ୍ତି କିନ୍ତୁ ଜୀବନରେ ଯାହାକୁ ଥରେ ଭଲ ପାଇଥାନ୍ତି ତାଙ୍କୁ କେବେ ଭୁଲି ପାରନ୍ତି ନାହିଁ ।ତେବେ ଏହି ବ୍ୟକ୍ତି ମାନଙ୍କ ଜୀବନ ଖୁବ ଭଲରେ ବିତିଥାଏ ନିଜର କ୍ଷମତା ଓ ବୁଦ୍ଧିମତା ଯୋଗୁ ଧନ ଅଭାଵ ରହେ ନାହିଁ ଏମାନଙ୍କ ପାଖରେ ।

-ତେବେ ପ୍ରତ୍ୟେକ ଦିଗରୁ ଦେଖିବାକୁ ଗଲେ P ନାମର ବ୍ୟକ୍ତି ମାନେ ଖୁବ ସିଚ୍ଚୋଟ ଓ ଅନୁଶାସନ ପ୍ରିୟ ଅଟନ୍ତି ।ଆଉ ସମାଜ ରେ ଏମାନେ ଏକ ବିଶେଷ ପରିଚୟ ନେଇ ବଞ୍ଚିଥାନ୍ତି ଆଉ ଦୁନିଆ ଏହି ବ୍ୟକ୍ତି ମାନଙ୍କୁ ଖୁବ ସମ୍ମାନ କରିଥାଏ ।ନିଜର କାମ ଓ ସ୍ୱତନ୍ତ୍ର ଗୁଣ ପାଇଁ ସବୁ ଜାଗାରେ ଏହି ନାମର ବ୍ୟକ୍ତି ବହୁତ ଉଚ୍ଚ କୁ ଯାଇଥାନ୍ତି ।

 

Leave A Reply

Your email address will not be published.