Daily news update , Real odisha local news

ପାଖରେ ଛିଡା ହୋଇ ସିଂହ ସହଲାଗୁଥିଲେ ଯୁବକ ହଠାତ୍ ସିମ୍ପାଞ୍ଜି ଧରିପକେଇଲା ଯୁବକଙ୍କ “ଗୋଡ” ଆଉ ତାପରେ ଯାହା ହେଲା ଦେଖନ୍ତୁ ଭିଡିଓ ନଦେଖିଲେ ବିଶ୍ବାସ ହେବନି

0 677

ବନ୍ଧୁଗଣ ଅନେକ ସମୟ ରେ ଆପଣ ମାନେ ଦେଖିଥିବେ କି, ମଣିଷ ଜାତି ପଶୁପକ୍ଷୀ ଙ୍କ ସହ ବହୁତ ମଜାକ କରିଥାନ୍ତି। କେତେବେଳେ ଚିଡିଆଖାନା ଭିତରେ ଥିବା ବାଘ ଓ ସିଂପାଞ୍ଜି ସହ ମଜା କରନ୍ତି ତ ,କେତେବେଳେ ଜଙ୍ଗଲ ର ହାତୀ ସହ। ଆଉ ଏହାର ଫଳ ମଧ୍ୟ ଏମାନ ଙ୍କୁ ଭୋଗିବା କୁ ପଡିଥାଏ।

ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରାଲ ଭିଡ଼ିଓ ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ବିଷୟ ରେ ଜାଣିବା ପରେ ଆପଣ ଭୁଲ ରେ ବି ପଶୁପକ୍ଷୀ ଙ୍କ ସହ ଏହିପରି ମଜାକ କରିବେ ନାହିଁ।

୧.ବନ୍ଧୁଗଣ ଆପଣ କେବେ ଭାବି ପାରିବେ କି ଗୋଟିଏ ହଂସ ଜଣେ ବ୍ୟକ୍ତି ଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କର ହାଲତ ଖରାପ କରିଦେଇ ପାରେ ବୋଲି। ଆଜ୍ଞା ହଁ ଏହି ଭିଡ଼ିଓ ରେ ଦେଖିବା କୁ ମିଳିଛି କି ଜଣେ ବ୍ୟକ୍ତି ଗାଧେଇବା ବେଳେ ତାଙ୍କ ପଛରେ ଗୋଟିଏ ହଂସ ପଡିଯାଇଥିଲା। ଆଉ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିବା କୁ ଲାଗିଲା , ମାତ୍ର ଭାଗ୍ୟ ଭଲ ଥିଲା ସେ ପାଣିରେ ବୁଡ ମାରି ପଳେଇ ଆସିଥିଲେ। ସେହିପରି ଦେଖା ଯାଇଛି ଯେ ଗୋଟିଏ ପାର୍କ ରେ ଲୋକେ ବୁଲୁଥିବା ବେଳେ ତାଙ୍କୁ ହଂସ ଗୁଡାଉଛି ଆଉ ତାଙ୍କର ଅଜାଗା କୁ କାମୁଡିବା କୁ ଯାଉଛି।

୨.ଅନ୍ୟ ଏକ ଭିଡ଼ିଓ ରେ ଦେଖାଯାଇଛି ଯେ, ଜଙ୍ଗଲ ରେ ଯାଉଥିବା ବେଳେ କିଛି ବ୍ୟକ୍ତି ଗାଡି ଭିତରେ ରହି ହାତୀ ର ଭିଡ଼ିଓ କରୁଥିଲେ। ମାତ୍ର ହାତୀ କୁ ଲାଗିଲା କି ଏହା ତା ପ୍ରତି ବିପଦ ବୋଲି ତେଣୁ ସେ ଗାଡି କୁ ଗୋଡେଇବା କୁ ଲାଗିଲା। ଭାଗ୍ୟ ଭଲ ଥିଲା କି ଗାଡି କୁ ହାତୀ ଧକ୍କା ଦେବା ପୂର୍ବରୁ ସେ ପାରେଇ ହୋଇଥିଲା।

୩.ଆପଣ ଜାଣିଥିବେ କି , ଡ଼ଲଫିନ ବହୁତ ଫ୍ରେଣ୍ଡଲି ହୋଇଥାନ୍ତି ମାତ୍ର ଏହି ଭିଡ଼ିଓ ରେ ଆପଣ ଏକ ରୋମାଣ୍ଟିକ ଡ଼ଲଫିନ କୁ ଦେଖିବେ ।ଯିଏକି ଜଣେ ଝିଅ ଙ୍କ ଉପରକୁ ଉଠି ତାଙ୍କ ସହ କିଛି ଏହିପରି କରିଛି ଯାହା ଆମେ କହିପାରିବୁ ନାହିଁ।

୪.ପ୍ରାୟ ଲୋକେ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି ,କିନ୍ତୁ ଆମେ ଆଜି ଯେଉଁ ଭିଡ଼ିଓ ଟି ବିଷୟରେ କହିବୁ ତାହା ଜାଣିଲେ ଆପଣ କୁକୁର ରଖିବା ପୂର୍ବରୁ ଭାବିବେ ନିଶ୍ଚିତ। ତେବେ ଭିଡ଼ିଓଟି ଏହିପରି କି , ଜଣେ ବ୍ୟକ୍ତି ତାଙ୍କର ନୁଆ କାର ଆଣି ଘର ଆଗରେ ଛିଡା କରିଥିଲେ , ଆଉ କିଛି ସମୟ ପରେ ଦେଖିବା ବେଳକୁ କୁକୁର ଟି କାର ର ସାମ୍ନା କୁ କାମୁଡି ଭାଙ୍ଗି ଦେଇଛି।

୫.ଅନେକ ସମୟ ରେ ଚିଡିଆଖାନା ରେ ଥିବା ପଶୁପକ୍ଷୀ ଙ୍କୁ ଲୋକେ ମଜାକ କରିଥାନ୍ତି। ଠିକ ସେହିପରି ଜଣେ ଯୁବକ ଚିଡିଆଖାନା ରେ ଥିବା ଏକ ସିଂପାଞ୍ଜି ଙ୍କୁ ଆଙ୍ଗୁଳି ଦେଖାଉଥିଲେ। ଆଉ ସିଂପାଞ୍ଜି ଟି ଯୁବକ ଙ୍କ ଡ୍ରେସ ଧରି ପକେଇଲା ଆଉ ପରେ ତାର ଗୋଡ଼ ଧରି ଟାଣି ପକେଇଲା। ତେବେ ଭାଗ୍ୟ ଭଲ ଥିଲା କି ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ନଚେତ ତାଙ୍କର କଣ ହୋଇଥାନ୍ତା ଆପଣ ଭାବି ପାରିଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.