ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା’, ମା’ଙ୍କୁ ଅନ୍ତିମ ବିଦାୟ ଦେଲେ PM ମୋଦି; ଫଟୋରେ ଦେଖନ୍ତୁ ହିରାବେନଙ୍କ ଶେଷ ଯାତ୍ରା …ମହାପ୍ରଭୁ ଆତ୍ମାକୁ ସ୍ଥାନ ଦିଅନ୍ତୁ ଏତିକି କାମନା । ଓଁ ଶାନ୍ତି
ବନ୍ଧୁଗଣ ମୃତ୍ୟୁ ହେଉଛି ମଣିଷ ଜୀବନ ର ଏକ ନିରାଟ ସତ୍ୟ , ଏହା କେତେ ବେଳେ କାହାକୁ କେଉଁ ସମୟ ର ନିଜର କରିବ ତାହା କେହି ବି ଜାଣି ନଥାନ୍ତି। ମାତ୍ର ଦିନେ ନା ଦିନେ ସମସ୍ତ ଙ୍କୁ ମୃତ୍ୟୁ କୁ ଗ୍ରହଣ କରିବା କୁ ହିଁ ହୋଇଥାଏ। ତେବେ ମୃତ୍ୟୁ ଦେଖେ ନାହିଁ କିଏ ଧନୀ , କିଏ ଗରିବ ,କିଏ ମନ୍ତ୍ରୀ କିଏ ମୂଲିଆ , ସମସ୍ତ ଙ୍କ ର ଶେଷ ଯାତ୍ରା ମଶାଣି ହିଁ ହୋଇଥାଏ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କାଲି ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ର ମା ଙ୍କ ର ଦେହାନ୍ତ ହୋଇଛି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କାଲି ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ର ମା ଙ୍କ ର ଦେହାନ୍ତ ହୋଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ମୋଦି ଙ୍କ ର ମା ହୀରା ଦେବୀ ଙ୍କ ର ମୃତ୍ୟୁ ପର ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଭାବ ବିହ୍ୱଳ ହୋଇଯିବେ। ତେବେ ଏହି ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି ମୋଦି ନିଜ ମା ଙ୍କ ପାର୍ଥିବ ଶରୀର କୁ କାନ୍ଧ ରେ ଧରି ମଶାଣି କୁ ନେଇଛନ୍ତି।
ତେବେ ଆମ ହିନ୍ଦୁ ଧର୍ମ ର ନିୟମ ଅନୁସାରେ, ଯେତେବେଳେ ଜଣେ ବ୍ୟକ୍ତି ଙ୍କ ର ଦେହାନ୍ତ ହୋଇଯାଏ ସେତେବେଳେ ସେ ତାଙ୍କର ପୁଅ କାନ୍ଧ ରେ କନ୍ଧେଇ ହୋଇ ମଶାଣି କୁ ଯାଇଥାନ୍ତି। ତେବେ ନିକଟ ରେ ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ର ମା ହୀରା ଦେବୀ ଙ୍କ ର ବୃଦ୍ଧାକାଳ ରେ ମୃତ୍ୟୁ ହୋଇଛି, ତେବେ ମୃତ୍ୟୁ ବେଳ କୁ ତାଙ୍କୁ ଏକ ଶହ ରୁ ଅଧିକ ବର୍ଷ ହୋଇଥିଲା। ତେବେ ମା ଙ୍କ ମୃତ୍ୟୁ ରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଉ ନିଜ ପୁଅ ହେବା ର କର୍ତ୍ତବ୍ୟ ସେ କହିଛନ୍ତି।
ସେ ମା ଙ୍କୁ ଶେଷ ଦର୍ଶନ କରିଛନ୍ତି ଆଉ ମା ଙ୍କ ବିୟୋଗ ରେ ବହୁତ ଦୁଃଖିତ ହୋଇ ଯାଇଛନ୍ତି। ଏବଂ ଜଣେ ପୁଅ ଭାବ ରେ ସେ ନିଜ କାନ୍ଧ ରେ ମା ଙ୍କ ପାର୍ଥିଵ ଶରୀର କୁ କାନ୍ଧେଇ ମା ଙ୍କୁ ଶେଷ ଯାତ୍ରା ରେ ନେଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଙ୍କ ମା ହୀରା ଦେବୀ ପୁଅ କାନ୍ଧ ରେ ତାଙ୍କର ଶେଷ ଯାତ୍ରା କରୁଛନ୍ତି ଯାହାର ଦୃଶ୍ୟ ଟି ଅତ୍ୟନ୍ତ ଭାବ ବିହ୍ୱଳ ଏବଂ ଦୁଖଃ ଭରା ରହିଛି। ତେବେ ସୋସିଆଲ ମିଡ଼ିଆ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ଏହି ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।