Daily news update , Real odisha local news

Period Problem – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ

0 45,553

ଆଜିର ସମୟରେ ନାରୀ ହୁଅନ୍ତୁ ବା ପୁରୁଷ ପିରିୟଡ଼ ବିଷୟରେ ସମସ୍ତଙ୍କୁ କମ ବେଶୀ ନିଶ୍ଚିତ ରୂପେ ଜଣା ରହୁଛି ।ତେବେ ପ୍ରତ୍ୟେକ ନାରୀଙ୍କ ଜୀବନରେ ପିରିୟଡ଼ ଏକ ଫେଜ ପରି ଯାହା ଏକ ନିର୍ଦ୍ଦିଷ୍ଟ ବୟସରୁ ଆରମ୍ଭ ହେଇ ଶେଷ ହେଇଥାଏ ।ହେଲେ ଅନର୍କ ସମୟରେ କଣ ହୁଏ କି ଆମକୁ ଏହି ପିରିୟଡ଼ ବିଷୟରେ ଠିକରେ ଜ୍ଞାନ ନଥାଏ ତେଣୁ ଅନେକ ସମୟରେ ଅସୁବିଧା ର ସାମ୍ନା କରିବାକୁ ପଡ଼ିଥାଏ ।ତେବେ ଅନେକ ମହିଳାଙ୍କ ର ଏହି କାରଣ ପାଇଁ ଠିକ ସମୟରେ ପିରିୟଡ଼ ଆସି ହିଁ ନଥାଏ ।

ତେବେ ପ୍ରାୟତଃ ପ୍ରତ୍ୟେକ ଝିଅ ଜୀବନରେ ପିରିୟଡ଼ ୧୨-୧୪ ବର୍ଷ ବୟସରେ ଆରମ୍ଭ ହୋଇ 50-55 ବର୍ଷ ବୟସ ଯାଏ ହୋଇଥାଏ ।ପ୍ରତି ୨୮ ଦିନ କୁ ଥରେ ଏହା ଆସିଥାଏ ଆଉ 7 ଦିନ ଯାଏ ବିଲ୍ଡିଂ ଚାଲିଥାଏ । ତେବେ ସାଇନ୍ସ ଏହାକୁ ମେନ୍ସଷ୍ଟ୍ରକ୍ସନ ସାଇକେଲ କହିଥାଏ, ତେବେ ଯେତେବେଳେ ଶରୀରରେ ପିଟ୍ୟୁଟାରୀ ହୋରମୋନ ଓ ହାଇପୋଥାଲାମସ ହୋରମୋନ କ୍ଷରଣ ପାଇଁ ହୋଇଥାଏ।ତେବେ ପିରିୟଡ଼ ଠିକ ସମୟରେ ଆସି ନଥାଏ ପଛରେ ଅନର୍କ କାରଣ ରହିଥାଏ ଯେପରି…

-ଶରୀର ରେ ହୋରମୋନ ର ପରିବର୍ତ୍ତନ ଦେଖା ଦେଲେ ପିରିୟଡ଼ ଆସିବାରେ ବିଳମ୍ବ ହୁଏ ।
-ବହୁତ ସମୟରେ ଖାଦ୍ୟପେୟ ତ୍ରୁଟି ଯୋଗୁ ବି ଏହି ସମସ୍ୟା ଦେଖାଯାଏ ।
-ଯଦି କିଛି ଏକ୍ସସାଇଜ କରୁଛନ୍ତି ତେବେ ତାହାର ପ୍ରଭାବ ବି ପିରିୟଡ଼ ଉପରେ ପଡେ ।
-ଷ୍ଟ୍ରେସ ବା ଡିପ୍ରେସନ ଥିଲେ ଆପଣଙ୍କ ପିରିୟଡ଼ ଠିକ ସମୟରେ ଆସି ନଥାଏ ।

ତେବେ ଆପଣ ଏମିତି କଣ କରିବେ ତାହେଲେ ଯାଇ ଠିକ ସମୟରେ ପିରିୟଡ଼ ଆସିବ ଆଉ ଅନିୟମିତତା କୁ ଦୂର କରିବ ।ତେବେ ସେଥିପାଇଁ ଆପଣ ଏହି ଉପାୟ ଗୁଡିକୁ ପାଳନ କରନ୍ତୁ ।

1.ପ୍ରଥମ ଉପାୟ:-

-ଆପଣ କିଛି ଜିରା କୁ ନେଇ ପାଣିରେ ପକାନ୍ତୁ ଆଉ ଏବେ ତାହାକୁ ଫୁଟାଇ ନିଅନ୍ତୁ ଆଉ ତାକୁ ଟିକିଏ ଥଣ୍ଡା କରି ଛାଣି ନିଅନ୍ତୁ ।ଏବେ ସେହି ଛଣା ଜାଣିଥିବା ପାଣିକୁ ଦିନକୁ ଦୁଇ ଥର କରି ପିଅନ୍ତୁ ।ଏମିତି କରିବାର ଦୁଇ ଦିନ ଭିତରେ ଦେଖିବେ ପିରିୟଡ଼ ନିଶ୍ଚିତ ଭାବେ ଆସିଯିବ ।

2.ଦ୍ଵିତୀୟ ଉପାୟ:-

-ଏହି ଉପାୟ ପାଇଁ ଆପଣ ଛୋଟ ଏକ ଇଂଚ ର ଅଦା ଖଣ୍ଡକୁ ନିଅନ୍ତୁ ଆଉ ତାହାକୁ ଧୋଇ ଛୋଟ ଛୋଟ କରି କାଟି ଏକ ଗ୍ଲାସ ପାଣିରେ ପକାଇ ଦିଅନ୍ତୁ ।ତାପରେ ତାହାକୁ ଫୁଟାଇ ନେଇ ପାଣି କୁ ଛାଣି ନିଅନ୍ତୁ ।ଆଉ ପାଣି ଥଣ୍ଡା କରି ତାକୁ ପିଅନ୍ତୁ ଦେଖିବେ ଆପଣଙ୍କ ପିରିୟଡ଼ କୁ ନେଇ ଯେଉଁ ବିଳମ୍ବ ହେଉଥିଲା ତାହା ସମ୍ପୂର୍ଣ୍ଣ ଦୂର ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.