Daily news update , Real odisha local news

Periods ଆଣିବାର ସବୁଠୁ ସହଜ ଘରୋଇ ଉପାୟ | Home Remedies

0 3,165

ପ୍ରତ୍ୟେକ ନାତି ଙ୍କ ଜୀବନରେ ପିରିୟଡ଼ ଆସିଥାଏ ଏକ ନିର୍ଦ୍ଦିଷ୍ଟ ବୟସ ଭିତରେ, ତେବେ ଏହି ପିରିୟଡ଼ ହେବା ନର୍ମାଲ ।ତେବେ ଅନେକ ଥର ଏହି ପିରିୟଡ଼ ପାଇଁ ନାରୀ ମାନଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ ।

ବହୁତ ସମୟରେ ପିରିୟଡ଼ ବେଳେ ପେଟ କାଟିବା, ଠିକରେ ବିଲ୍ଡିଂ ନହେବା ପରି ସମସ୍ୟା ହେବା ସହିତ ଅନେକ ବେଳେ ପିରିୟଡ଼ ଠିକ ସମୟରେ ଆସି ନଥାଏ ।ପିରିୟଡ଼ ଠିକ ସମୟରେ ନଆସିବା ଯୋଗୁ ଅନେକ ଥର ପ୍ରେଗନେନ୍ସି ବି ଅନେକ ଅସୁବିଧା ହୁଏ ।ଆଉ ଯେତେ ଡେରିରେ ପିରିୟଡ଼ ହେଲେ ସେତେ ଅଧିକ କଷ୍ଟ ଅନୁବାଦ ହେଇଥାଏ ।

ତେବେ ଜଲଦି ପିରିୟଡ଼ ବା ଠିକ ସମୟରେ ପିରିୟଡ଼ ଆସିବା ପାଇଁ କିଛି ଏମିତି ଉପାୟ ରହିଛି ଯାହାକୁ ଆପଣ ନିହାତି ପାଳନ କରିବ ଦରକାର ।ତେବେ ଆଜି ଆମେ ଆପଣଂକୁ ଦୁଇଟି ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ପାଳନ କଲେ ଆପଣଙ୍କ ର ପିରିୟଡ଼ ଖୁବ ଜଲଦି ଆସିଥାଏ ।ତେବେ ସେହି ଦୁଇଟି ଉପାୟ କେମିତି କଣ ଆସନ୍ତୁ ଜାଣିବା ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ଅଦା
-ଜିରା
-ମହୁ
-ବ୍ରାଉନ ସୁଗାର

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣଂକୁ ପ୍ରଥମେ ଖଣ୍ଡିଏ ଅଦା ନେବାକୁ ପଡିବ, ଏହାପରେ ସେହି ଆଡକୁ ଭଲ କରି ଧୋଇ ଚେଞ୍ଚି ନିଅନ୍ତୁ ।ଏବେ ଏକ କଡେଇ ରେ ଦୁଇ ଗ୍ଲାସ ପାଣି ନିଅନ୍ତୁ ଆଉ ସେଥିରେ ସେହି ଚେଞ୍ଚି ଥିବା ଅଦା ପକାଇ ନିଅନ୍ତୁ ।ତେବେ ସେହି ପାଣିକୁ ଆପଣ 10 ରୁ 15 ମିନିଟ ଯାଏ ଫୁଟାନ୍ତୁ ତେବେ ଦେଝିବେ ଯେତେବେଳେ ଅଦା ପୁରା ପାଣିରେ ମିଶିଲା ପରି ଲାଗିବ ସେତେବେଳେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ ।
-ଏହାପରେ ସେହି ପାଣି କୁ ଛାଣି ଥଣ୍ଡା କରି ସେଥିରେ ଗୋଟିଏ ଚାମୁଚ ମହୁ ମିଶାନ୍ତୁ ତାପରେ ଏହି ରିମେଡି ତିଆରି ହେଇଯିବ ।

ଦ୍ଵିତୀୟ ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ତିଆରି କରିବା ପାଇଁ ଆପଣ ପ୍ରଥମେ ଗୋଟିଏ କଡେଇ ରେ କିଛି ପାଣି ନେଇ ଗରମ କରନ୍ତୁ ।ତାପରେ ସେହି କଡେଇ ରେ ଗୋଟିଏ ଚାମଚ ଜିରା ପକାଇ ଭଲ ଭାବରେ ଫୁଟାନ୍ତୁ ।ଆଉ 10 ରୁ 15 ମିନିଟ ଯାଏ ସେହି ପାଣି ଫୁଟିବା ପରେ ଆପଣ ସେହି ପାଣି କୁ ଥଣ୍ଡା କ୍ତି ଚନୀ ଦିଅନ୍ତୁ ।ତାପରେ ଆପଣ ସେହି ପାଣିରେ ଗୋଟିଏ ଚାମଚ ବ୍ରାଉନ ସୁଗାର ମିଶାଇ ଦିଅନ୍ତୁ ।

ରିମେଡି ଗୁଡିକ ର ବ୍ୟବହାର:-

ଆପଣ ଏହି ଦୁଇଟି ରିମେଡି ରୁ ଯୋଉ ଗୋଟିଏ ବି ରାତିରେ ଶୋଇବା ଆଗରୁ ପିଅନ୍ତୁ ।ଆଉ ଏହି ରିମେଡି ପିଇବା ପରେ ଦେଖିବେ ଆପଣଙ୍କ ପିରିୟଡ଼ ଖୁବ ଜଲଦି ଆସିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.