ବନ୍ଧୁମାନେ ଆମ ସମସ୍ତ ମଣିଷଙ୍କର ଶାରୀରିକ ଗଠନ ସମାନ କିନ୍ତୁ କାହା ଶରୀର ଅଧିକ ମୋଟା ବା ମେଦ ବହୁଳ ଯୁକ୍ତ ହେଇଥିବା ବେଳେ କାହା ଶରୀର ଖୁବ ପତଳା ହେଇଥାଏ ।ବନ୍ଧୁମାନେ ମଣିଷର ପେଟରେ ଚର୍ବି ଥରେ ବଡିଗଲେ ଲୋକମାନେ ବସିବା ଉଠିବାରେ ବହୁତ ଅସୁବିଧା ହୁଏ ଆଉ ନିଜର ସୌନ୍ଦର୍ଯ୍ୟ ଧୀରେ ଧୀରେ ହଜି ଯାଏ ଏହି ପରି ଆହୁରି ଅନେକ ଅସୁବିଧା ହୁଏ ।
ତେବେ ଏସବୁର ମୁଖ୍ୟ କାରଣ ହେଉଛି ଆମେ କେତେବେଳେ କଣ ଖାଉଛୁ ତାହାର କିଛି ରୁଟିନ ନାହିଁ ଆଉ ଅଧିକ ସମୟ ଓ ଶାରୀରିକ ପରିଶ୍ରମ ନକଲେ ପେଟର ଚର୍ବି ବଡିଯାଏ ।
ତେବେ ଏହି ପେଟର ଚର୍ବି କୁ କେମିତି କମାଇବେ ତାହା ଆଜି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।ହେଲେ ଆମେ ଆଜି ଆପଣଂକୁ 3ଟି ଖୁବ ସହଜ ଉପାୟ ବିଷୟରେ ଖୀବୁ ଯାହାକୁ ବ୍ୟବହାର କରି ଆପଣ କେବଳ ଗୋଟିଏ ସପ୍ତାହ ଭିତରେ ନିଜ ପେଟର ଚର୍ବି କୁ କମାଇ ସ୍ଲିମ କରିପାରିବେ ।ଆଉ ଏହି ଉପାୟ ବ୍ୟବହାର ରେ ଆପଣଂକୁ ବିଶେଷ କିଛି କଷ୍ଟ ବା ଶାରୀରିକ ପରିଶ୍ରମ କରିବାକୁ ପଫିବ ନାହିଁ ।ତେବେ ଆସନ୍ତୁ ସେହି ଉପାୟ ଗୁଡିକ ଓ ତାହାର ବ୍ୟବହାର ବିଷୟରେ ଜାଣିବା ।
ପ୍ରଥମ ଉପାୟ:-
ଆବଶ୍ୟକ ସାମଗ୍ରୀ:-
-ମେଥି
-ପାଣି
-ପ୍ରଥମ ଉପାୟ ପାଇଁ ପ୍ରଥମେ ଆପଣ ଏକ ଚାମଚ ମେଥି ନିଅନ୍ତୁ ।ଏବେ ସେହି ମେଥିକୁ ଏକ ଗ୍ଲାସ ପାଣିରେ ଭିଜାଇ ରାତିରେ ରଖିଦିଅନ୍ତୁ ।ତେବେ ତାପର ଦିନ ସକାଳେ ସେହି ଭିଜା ମେଥି କୁ ଚନୀ ନେଇ ଚୋବେଇ ଚୋବେଇ ପ୍ରାୟ 20 ମିନିୟ ଯାଏ ଖାଆନ୍ତୁ ।ତେବେ ଏମିତି କରିଲେ ଆପଣଙ୍କ ପେଟର ଚର୍ବି ଖୁବ ସହଜରେ କମିଯାଇଥାଏ ।
ଦ୍ୱିତୀୟ ଉପାୟ:-
ପ୍ରତିଦିନ ଆପଣ ଜଳଖିଆ ଖାଉଛନ୍ତି କିନ୍ତୁ ଯଦି ଆପଣ ଜଳଖିଆ ଖାଇବା ଆଗରୁ ଗୋଟିଏ ଛୋଟିଆ କାମ କରନ୍ତୁ ।ତେବେ ଗୋଟିଏ ସେଓ ଓ 3 ରୁ 4 ଟି ଅଁଳା ସକାଳେ ଖାଇବା ଆଗରୁ ଖାଉଛନ୍ତି ତେବେ ତାହା ଶରୀର ପାଇଁ ଖୁବ ଭଲ ହେବା ସହିତ ।ଆପଣଙ୍କ ପେଟର ଚର୍ବିକୁ ବଡାଇବାକୁ ଦେଇ ନଥାଏ, ତେବେ ମନେ ରଖିବେ ସେହି ସେଓ ର ଚୋପା ବାହାର କରିବେ ନାହିଁ ଏହା ହିଁ ଖୁବ ଉପକାରୀ ଅଟେ ।
ତେବେ ବନ୍ଧୁମାନେ ଯଦି ଆପଣ ନିଜର ପେଟର ଚର୍ବିକୁ ନେଇ ବହୁତ ଚିନ୍ତିତ ଅଛନ୍ତି ତେବେ ଆମେ କହିଥିବା ଏହି ଦୁଇଟି ଉପାୟକୁ ନିଶ୍ଚିତ ରୂପେ ପାଳନ କରନ୍ତୁ ଦେଖିବେ ମାତ୍ର ଅଳ୍ପ କେତେ ସମୟ ଭିତରେ ଆପଣ ଙ୍କ ପେଟର ଚର୍ବି କମିଯିବ ।ଆଉ ଏମିତି ରେଗୁଲର କରିଲେ ଦେଖିବେ ଭବିଷ୍ୟତରେ ବି କେବେ ପେଟର ଚର୍ବି ବଡିବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।