Daily news update , Real odisha local news

ପେଟରେ ହେଉଥିବା ଭୟଙ୍କର ଗ୍ୟାସ ଭଲ ହେବା ସହ ପେଟର ଆବର୍ଜନା ବାହାରିଯିବ ଗ୍ୟାରେଣ୍ଟି | Gas Problem Home Remedies

0 69

ବନ୍ଧୁମାନେ ଆଜିର ଆଧୁନିକ ଯୁଗରେ ଆମେ ଆମ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଉନାହୁ ।ଅନେକ ସମୟରେ ଆମେ କାମ ବ୍ୟସ୍ତତା ଭିତରେ ନିଜ ସ୍ୱାସ୍ଥ୍ୟ ପ୍ରତି ଦେଉନା, ଅବେଳରେ ଆଉ ଭୋକ ପେଟରେ ଆମେ ଫାଷ୍ଟ ଫୁଡ ଓ ଜଙ୍କ ଫୁଡ଼ ଆଦି ଖାଇ ନେଉ ।ଆଉ ଏସବୁର ପରିଣାମ ସ୍ୱରୂପ ଖୁବ ବୟସରେ ଅଳ୍ପ ବୟସରେ ଆମେ ନାନା ରୋଗରେ ଶିକାର ହେଇ ଯାଉଛୁ ।

ତେବେ ଗ୍ୟାସ ମଧ୍ୟ ଏମିତି ଏକ ରୋଗ ଯାହା ଆପଣଙ୍କର ଏମିତି ଛୋଟ ଛୋଟ ଭୁଲ ଭାଲ ଜିଵନଶୈଳୀ ର ପରିଣାମ ଅଟେ ।

ତେବେ ଗ୍ୟାସ ଜନିତ ସମସ୍ୟା ବର୍ତ୍ତମାନ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି ଆଉ ଏଥି ପାଇଁ ଆପଣ ଅନେକ ସମୟରେ ବିଭିନ୍ନ ମେଡିସିନ ଖାଇ ନେଉଛନ୍ତି ।ତେବେ ମେଡିସିନ ଅଧିକ ଖାଇବା ଯୋଗୁ ଏହାର ସାଇଡ଼ ଇଫେକ୍ଟ ବି ସହିବାକୁ ପଡିଥାଏ ।ତେବେ ମେଡିସିନ ର ସାଇଡ଼ ଇଫେକ୍ଟ ରୁ ବଂଚିବା ସହିତ ଗ୍ୟାସ ସମସ୍ୟା ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବାର ଏକ ସହଜ ଉପାୟ ଆମେ ଆପଣଂକୁ ଆଜି ବତାଇବୁ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ …

ଆବଶ୍ୟକ ସାମଗ୍ରୀ:-

-ପୁଦିନା ପତ୍ର
-ଲେମ୍ବୁ
-ପାନ ମହୁରି

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଆପଣଂକୁ ଏହି ଉପାୟ ପାଇଁ ପ୍ରଥମେ କିଛି ପୁଦିନା ପତ୍ର ନିଅନ୍ତୁ ଆଉ ତାକୁ ଧୋଇ ଦିଅନ୍ତୁ ।ଏବେ ଗୋଟିଏ ଲେମ୍ବୁ କୁ ନେଇ ତାକୁ ଚାରି ଫାଳ କରିନିଅନ୍ତୁ ।ଏବେ କିଛି ପାନ ମହୁରି ନିଅନ୍ତୁ ଆଉ ଗୋଟିଏ ଗ୍ଲାସ ପାଣିରେ ସେହି ପାନ ମହୁରୀ ଓ ନେଇଥିବା ପୋଦିନା ପତ୍ର ଓ ଫାଳ କରିଥିବା ଲେମ୍ବୁ କୁ ପକାଇ ଗୋଟିଏ ରାତି ପାଇଁ ସେହି ଗ୍ଲାସ ପାଣି କୁ ଘୋଡାଇ ଦିଅନ୍ତୁ ।

-ତେବେ ସକାଳେ ଭିଜା ଯାଇଥିବା ପୋଦିନା ପତ୍ର ଓ ପାନ ମହୁରୀ କୁ ଛାଣି ଖାଲି ପେଟରେ ଖାଇ ନିଅନ୍ତୁ ।ଏପରି କରିବା ଦ୍ୱାରା ଆପଣଙ୍କ ପେଟରେ ଗ୍ୟାସ ଓ ଖାଦ୍ୟ ସଠିକ ସମୟରେ ହଜମ ହେଇ ନଥିବ ତାହାଲେ ଏମିତି ଖାଇବା ଦ୍ଵାରା ଖାଇବା ହଜମ ହେଇଯିବ ।ତେବେ ଏମିତି ଆପଣ ସନ୍ଧ୍ୟାରେ ବି ଖାଇ ପାରିବେ ତେବେ ଏହିପରି ଲଗାତାର ଦୁଇ ଦିନ କଲେ ଦେଖିବେ ଗ୍ୟାସ ସମସ୍ୟା ସମ୍ପୂର୍ଣ୍ଣ ଶେଷ ହେଇଯିବ ।


-ତେବେ ପୋଦିନା ପତ୍ର କୁ ଏମିତି ଆପଣ ଯଦି ନୀତିଦିନ ଖାଉଛନ୍ତି ତେବେ ଆପଣଙ୍କ ଭୋକ ନିୟନ୍ତ୍ରଣ ହେଇଥାଏ ।ଏହା ବ୍ୟତୀତ ଆପଣଙ୍କ ଆଣ୍ଠୁ ଗଣ୍ଠି ରୋଗ ବି ସମ୍ପୂର୍ଣ୍ଣ ଶେଷ ହେଇଥାଏ ।ପୋଦିନା ପତ୍ରରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇନ୍ଫଳାମାଣ୍ଟ୍ରି ଗୁଣ ଯୋଗୁଁ ଆପଣଙ୍କ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ବି ଦୂର ହେଇଥାଏ ।କିଡ଼ନୀ ଷ୍ଟୋନ,ପେଟ ସଫା କରିବାରେ ବି ଏହି ରିମେଡି ଖୁବ ସହାୟକ ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.