‘ପିଲା ଛୁଆ ହେଉନି ବୋଲି ଏଠାକୁ ଆସିଛୁ, ଏଠାରେ ଯଦି ଆମେ…’ ଦେଖନ୍ତୁ କ’ଣ କହିଲେ ମହିଳା ମାନସିକ ରଖି ବୁଡ଼ ପକାଇଲେ ଦୂର ହୁଏ ବନ୍ଧ୍ୟା ଦୋଷ
ବନ୍ଧୁଗଣ ଏହା ସତ୍ୟ ଅଟେ କି ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ଯୁଗର ତଥା ଟେକ୍ନୋଲୋଜି ର ଯୁଗ ରେ ବସବାସ କରୁଛନ୍ତି। ମାତ୍ର ବର୍ତ୍ତମାନ ବି ଆମେ ଭଗବାନ ଙ୍କ ଉପରେ ବିଶ୍ୱାସ ରଖିଥାଉ। ଆଉ ଆମ ଦେଶ ତଥା ରାଜ୍ୟ ରେ ଏହିପରି ଅନେକ ମନ୍ଦିର ରହିଛି ଯାହାଙ୍କ ର ମହିମା ଓ ଚମତ୍କାରିତା ଆଗରେ ବିଜ୍ଞାନ ବି ହାର ମାନିଛି ଆଉ ଲୋକଙ୍କ ବିଶ୍ୱାସ ର ବିଜୟ ହୋଇଛି।
ତେବେ ଏହିପରି ଏକ ମନ୍ଦିର ହେଉଛି ବାବା ମହାଦେବ ଙ୍କ ର ହଟେକେଶ୍ୱର ମନ୍ଦିର ,ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏଠାକୁ କାଇଁ ଦୂର ଦୂର ରୁ ବନ୍ଧ୍ୟା ମହିଳା ମାନେ ସଂତାନ ପ୍ରାପ୍ତି ପାଇଁ ଧାଇଁ ଆସିଥାନ୍ତି।
ତେବେ ସେହି ଚମତ୍କାରୀ ମନ୍ଦିର ହେଉଛି ବାବା ମହାଦେବ ଙ୍କ ର ହଟେକେଶ୍ୱର ମନ୍ଦିର , ଯାହାକି ଖୋର୍ଦ୍ଧା ଜିଲ୍ଲା ର ଅର୍ତ୍ତୀ ରେ ଅବସ୍ଥିତ ରହିଛି। ତେବେ ବାବା ଙ୍କ ର ମହାତ୍ମା ଏହି କି ଏଠାରେ ପ୍ରତି ବର୍ଷ ହଜାର ହଜାର ମହିଳା ସଂତାନ ପ୍ରାପ୍ତି ପାଇଁ ଆସିଥାନ୍ତି ଆଉ କୁହାଯାଏ କି ସେମାନ ଙ୍କୁ ମା ହେବା ର ସୌଭାଗ୍ୟ ମଧ୍ୟ ଅର୍ଜନ ହୋଇଥାଏ ବୋଲି। ତେବେ ବିଶ୍ୱାସ କରାଯାଏ କି ଯେଉଁ ମହିଳା ମାନେ ଚେଷ୍ଟା କରିବା ପରେ ମଧ୍ୟ ଦୀର୍ଘଦିନ ଧରି ଗର୍ଭବତୀ ହୋଇ ପାରୁ ନାହାନ୍ତି କିମ୍ବା ମା ହେବା ରୁ ବଞ୍ଚିତ ରହୁଛନ୍ତି ତାଙ୍କ ପାଇଁ ବାବା ହଟେକେଶ୍ୱର ସବୁକିଛି ଅଟନ୍ତି।
ତେବେ ପ୍ରଥା ଅନୁସାରେ ମକର ସଂକ୍ରାନ୍ତି ଦିନ , ବନ୍ଧ୍ୟା ମହିଳା ମାନେ ବାବା ମହାଦେବ ଙ୍କ ର ହଟେକେଶ୍ୱର ମନ୍ଦିର କୁ ଆସି ସେଠାରେ ପୂଜା କରି ପାଖରେ ଥିବା ଏକ ମାନସିକ କୁଣ୍ଡ ରେ ଏକ ଗୁଆ ଓ ଚାଉଳ କୁ ପକେଇବା ପାଇଁ। ଏହା ପରେ ସେହି କୁଣ୍ଡ ରେ ବୁଡ଼ ମାରି ତା ମଧ୍ୟରୁ ଗୁଆ କୁ ଖୋଜିବା ପାଇଁ ଆଉ ଗୁଆ ଖୋଜି ପାଇବା ପରେ ତାହାକୁ ଆଣି ପୂଜା କରି ସେବନ କରିବା ଦ୍ୱାରା ମହିଳା ଗର୍ଭବତୀ ହେବା ର ସୌଭାଗ୍ୟ ପାଇଥାନ୍ତି ବୋଲି। ତେବେ ଏ ନେଇ ଅନେକ ବର୍ଷ ରୁ ବିଶ୍ୱାସ ରହି ଆସିଛି ବୋଲି କୁହାଯାଇଛି।
ତେବେ ସେଠାରେ ଥିବା ଜଣେ ମହିଳା ମଧ୍ୟ କହିଛନ୍ତି କି , ତାଙ୍କର ବିବାହ କୁ ୧୦ ବର୍ଷ ପୁରୀ ଗଲାଣି କିନ୍ତୁ ଆଜି ଯାଏ ସେ ମା ହୋଇ ପାରିଲେ ନାହିଁ। ଏହାକୁ ନେଇ ସେ ଅନେକ ଡାକ୍ତର ଦେଖେଇଲେଣି ଏବଂ ଅନେକ କିଛି କରିଲେଣି ମାତ୍ର କୌଣସି ଫଳ ତାଙ୍କୁ ମିଳୁ ନାହିଁ। ମାତ୍ର ଭଗବାନ ବାବା ମହାଦେବ ଙ୍କ ର ହଟେକେଶ୍ୱର ଙ୍କ ର ମହିମା ଶୁଣିବା ପରେ ସେ ସେଠାକୁ ବୁଡ଼ ମାରିବା ପାଇଁ ଆସିଛନ୍ତି। ତେବେ ମନ୍ଦିର ର ପଣ୍ଡିତ ମଧ୍ୟ କହିଛନ୍ତି କି , ବାବା ଙ୍କ ଆଶୀର୍ବାଦ ରୁ ଅନେକ ମହିଳା ସଂତାନ ପ୍ରାପ୍ତି ର ସୌଭାଗ୍ୟ ପାଇଛନ୍ତି ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।